Rupa Pin2 Khushi – ଦୀପାବଳି ପାଇଁ ସାଜ ସଜା କଲେ ଏମିତି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ !! ମାତ୍ର ୪ ଘଣ୍ଟାରେ 200k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ନୂଆ ନୂଆ ଭିଡିଓ ମାନ ସବୁବେଳେ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଚାରିଆଡେ ବେଶ ଚର୍ଚ୍ଚା ରେ ଅଛନ୍ତି ସେ ହେଉଛି ରୁପା ଆଉ ପିଣ୍ଟୁ ଙ୍କର ଯୋଡ଼ି |

ଆଉ ଯେଉଁଠି ସୁନ୍ଦର ଭାବରେ ନୂଆ ନୂଆ ମ୍ୟୁଜିକ ଭିଡିଓ ମାନ ଆସିବାକୁ ଲାଗିଛି ଓ ଯାହା ସମସ୍ତଙ୍କୁ ବେସ ଆକୃଷ୍ଟ ମଧ୍ୟ କରେଇଛି | ତେବେ ଯାହା କୁହାଯାଉଛି କି ଖୁସି ଆଉ ପିଣ୍ଟୁ ହେଉଛନ୍ତି ଇୟୁଟୁବ ରେ ଆସୁଥିଲା ଭ୍ଲୋଗର ମାନଙ୍କ ମଧରେ ଉପରେ ଅଛନ୍ତି |

ଆଉ ଯାହା କୁହାଯାଉଛି କି ତାଙ୍କର ଏକ ନୂଆ ମ୍ୟୁଜିକ ଭିଡିଓ ବର୍ତ୍ତମାନ ଆସିବାକୁ ଯାଉଛି | ତାହେଲେ ଆସନ୍ତୁ ସେ ବିଷୟରେ ଅଧିକ ଜାଣିବା |ଯାହା ଜଣା ପଡିଛି କି ନୂଆ ମ୍ୟୁଜିକ ଭିଡିଓ ବର୍ତ୍ତମାନ ସୁଟ ହେବାକୁ ଯାଉଛି ରୁପା ଆଉ ମଣ୍ଟୁ ଙ୍କୁ ନେଇକି |

ଆଉ ଯେଉଁଥିପାଇଁ ସେମାନେ ଘରୁ 300 କିଲୋମିଟର ଦୂରରେ ଥିବା କେନ୍ଦୁଝର ର ଏକ ପ୍ଲେସ କୁ ଯାଉଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି କି କାର ରେ ଯାଉଥିବା ସମୟରେ ରାସ୍ତାରେ ସେମାନେ ତେନ୍ତୁଳି ଗଛ କୁ ଦେଖିଥିଲେ | ଆଉ ସେଠାରୁ ତେନ୍ତୁଳି ଆଣିକି ଲଙ୍କା ଆଉ ଲୁଣ କୁ ମିଶାଉ ତେନ୍ତୁଳି ଖାଇବାକୁ ଲାଗିଛନ୍ତି |

ଆଉ ବହୁତ ମଜା କରୁଥିବାର ଜଣା ମଧ୍ୟ ପଡିଛି |ତେବେ ସେମାନେ ତାଙ୍କର ଝିଅ ଖୁସି କୁ ସାଙ୍ଗରେ ନେଇ ନାହାନ୍ତି ବୋଲି କହିଛନ୍ତି |ଆଉ ଏହି ଦିନକୁ ଧନତେରସ ର ଦିନ ବୋଲି କୁହାଯାଉଛି | ତେବେ କୁହାଯାଏ କି ଧନତେରସ ଦିନ ସୁନା, ରୁପା ଓ ଚାନ୍ଦି ର ଜିନିଷ କୁ ଘରକୁ ଆଣିଲେ ଆମର ଶୁଭ ହୋଇଥାଏ |

ତେବେ ଏହା ବ୍ୟତୀତ ଧଣିଆ ରେ ମଧ୍ୟ ବହୁତ ଉପକାରୀ ଗୁଣ ରହିଛି ଏହି ଧନତେରସ ରେ ଯାହା ଆପଣଙ୍କୁ ମାଲାମାଲ କରିଦେଇଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଧଣିଆ ର ବ୍ୟବହାର ବିଷୟରେ ଜାଣିବା |1-ତେବେ ବନ୍ଧୁଗଣ ଆମେ ମାନେ ପ୍ରତେକେ ଧଣିଆ କୁ ଘରେ ଆଣି ରଖିବା ଆବଶ୍ୟକ ହୋଇଥାଏ,

ତାହା ବ୍ୟତୀତ ମାଟିର କୁଣ୍ଡିଆ ଘରେ ରଖିବା ଓ ସେଥିରେ ପାଣି ମଧ୍ୟ ରଖିବା ଓ ଏହି ଧନତେରସ ଓ ଦୀପାବଳି ଦିନ ସେଥିରେ କିଛି ଧଣିଆ ମଧ୍ୟ ପକାଇବା ଆବଶ୍ୟକ ହୋଇଥାଏ | ଯାହା ଯୋଗୁ ଧନ ଜନିତ ସମସ୍ୟା ଆପଣଙ୍କ ପାଖରେ ଆଉ ଦେଖା ଯିବ ନାହିଁ |

ତେବେ ସେମାନେ ଘର ପାଖରୁ 260କିଲୋମିଟର ଦୂରରେ ଥିବା କେନ୍ଦୁଝର ର ଏକ ବଡ଼ ହୋଟେଲ ନେଇଛନ୍ତି | ଆଉ ରାତିରେ ସେମାନେ ଉଠି ସେହି ହୋଟେଲ ପାଖରୁ 25 କିଲୋମିଟର ଦୂରରେ ଥିବା ଗୋଟିଏ ସ୍ଥାନକୁ ଯିବେ ସୁଟିଂ ପାଇଁ ବୋଲି କହିଛନ୍ତି | ତାହା ବ୍ୟତୀତ କୁହାଯାଉଛି କି ଶୀତୁଆ ପାଗ ଥିବାରୁ ସକାଳେ ଉଠିକି ଯିବା ବହୁତ କଷ୍ଟ ହେଉଛି ବୋଲି କହିଛନ୍ତି | ତେବେ ରାଜ ନନ୍ଦିନୀ ନାମକ ଏକ ଗୀତ ଖୁବ ଶୀଘ୍ର ଦର୍ଶକ ମାନଙ୍କ ପାଇଁ ସେମାନେ ନେଇ ଆସିବେ ବୋଲି ମଧ୍ୟ କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।