Viral Video : କୁନି କଣ୍ଠରେ ସୁମଧୁର ଗୀତ ଶିବ ତାଣ୍ଡବ ଗୀତ ଗାଇ ପ୍ରଶଂସା ସାଉଁଟୁଛନ୍ତି ଆରାଧ୍ୟା….,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ…

କୁନି ଝିଅ ଟି ନିରଭୁଲ୍ ଭାବରେ ଗାନ କରୁଛନ୍ତି। ଏ ଝିଅ ଟି ର ଘର ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ର ଦଳବେହେରା ଗ୍ରାମ ର ଆରାଧ୍ୟ୍ଯା ବେହେରା ସେ ଚତୁର୍ଥ ଶେଣ୍ରୀ ରେ ପାଠ ପଢନ୍ତି।ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏପରି ଗୋଟିଏ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁସି ହେଇଯିବେ ଆଉ ଆନନ୍ଦରେ ନାଚି ଉଠିବେ |

ତେବେ ଆପଣ ମାନେ ତ ସମସ୍ତେ ଜାଣିଛନ୍ତି କି ଶ୍ରାବଣ ମାସ ହେଉଛି ଧର୍ମ ର ମାସ ଆଉ ଏହି ମାସରେ ମହାଦେବ ଆସିଥାନ୍ତି ପୃଥିବୀ ଲୋକ କୁ ତାଙ୍କର ଭକ୍ତ ମାନଙ୍କର ଭକ୍ତି ର ପରୀକ୍ଷା କରିବା ପାଇ | ଆଉ ସେହି ଭକ୍ତି ଭାବ ଦେଖାଇ ଭକ୍ତ ମାନେ ମଧ୍ୟ କାହିଁ କେତେ ଦୂରରୁ ପାଦରେ ଚାଲି ଚାଲି ପାଣି ଆଣିକି ଶିବକୁ ଜଳାଭିଷେକ କରିଥାନ୍ତି | ତେବେ ସେହି ଭଳି ଶ୍ରାବଣ ମାସ ଆଉ କାଉଁରିଆ ମାନଙ୍କୁ ନେଇକି ଗୋଟିଏ ଭଜନ ଗୀତ ଟି ପ୍ରକାଶ ପାଇଛି | ଆସନ୍ତି ତାହେଲେ ସେ ବିଷୟରେ ଆଲୋଚନା କରିବା |

ଏହି ରିୟାଲିଟି ଶୋ ରେ ବଲିଉଡ ର ନାମୀ ଦାମୀ ସିଙ୍ଗର ମାନେ ମୁଖ୍ୟ ଜର୍ଜ ଭାବେ ଦେଖାଦେବେ, ଓ ଛୋଟ ଛୋଟ ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ଆଗକୁ ବଢିବାର ରାସ୍ତା ମଧ୍ୟ ଦେଖାଇବେ | ତାହାଲେ ସେହି ବଲିଉଡ ଜଗତ ରେ ନିଜର ଖ୍ୟାତି ଅର୍ଜନ କରିଥିବା ମସୁର କଳାକାର ବା ସିଙ୍ଗର ଯେଉଁ ମାନେ ଏହି ରିୟାଲିଟି ଶୋ କୁ ପରିଚାଳନା କରିବେ ଓ ଛୋଟ ଛୋଟ ପିଲାଙ୍କୁ ସହସିକତା ର ସହିତ ଆଗକୁ ନେବେ |

ତାହାଲେ ଆମେ ଏହିଭଳି ଏକ ରିୟାଲିଟି ସୋ ରେ ଗୀତ ଗାଇ ଦର୍ଶକଙ୍କ ମନକୁ ଝୁମେଇ ଥିଵା କଳାକାର ଙ୍କ ବିଷୟରେ ଆସନ୍ତୁ ସେମାନଙ୍କ ନାଁ ଜାଣିଵା!କୁନି ଝିଅ ଟି ନିରଭୁଲ୍ ଭାବରେ ଗାନ କରୁଛନ୍ତି। ଏ ଝିଅ ଟି ର ଘର ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ର ଦଳବେହେରା ଗ୍ରାମ ର ଆରାଧ୍ୟ୍ଯା ବେହେରା ସେ ଚତୁର୍ଥ ଶେଣ୍ରୀ ରେ ପାଠ ପଢନ୍ତି।

 ସେସିଆଲ ମିଡ଼ିଆରେ ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଓ ଶୁଣିଲେ ଆପଣ ମାନେ ମଧ୍ୟ ଖୁସି ରେ ଆଉ ମହାଦେବ ଙ୍କ ଭକ୍ତି ରେ ଝୁମି ଉଠିବେ | ତେବେ ଆପଣ ମାନେ ଜାଣିଛନ୍ତି କି ବର୍ତ୍ତମାନ ଶ୍ରାବଣ ମାସ ଚାଲିଛି | ଆଉ ଗୋଟିଏ ଭକ୍ତି ଆଉ ଧର୍ମ ର ମାସ ହେଉଛି ଶ୍ରାବଣ ମାସ |

ମହାଦେବ ଙ୍କର ଭକ୍ତ ମାନେ ଏହି ମାସକୁ ବହୁତ ଦିନରୁ ଅନେଇକି ବସିଥାନ୍ତି କି କେବେ ଏହି ଶ୍ରାବଣ ମାସ ଆସିବ ଆଉ ଭକ୍ତ ମାନେ ନିଜର ଟିକିଏ ପୁଣ୍ୟ ଅର୍ଜନ କରିପାରିବେ ଶିବଙ୍କ ମୁଣ୍ଡରେ ପାଣି ଢାଳିବେ ଆଉ ଭଗବାନ ଙ୍କୁ ଦର୍ଶନ କରିବାର ସୌଭାଗ୍ୟ କୁ ଅର୍ଜନ କରିବେ | ତାହେଲେ ସେହି ଶ୍ରାବଣ ମାସ ପାଇକି ଗୋଟିଏ ଭକ୍ତି ପୂର୍ଣ୍ଣ ଶିବ ଭଜନ ପ୍ରକାଶ ପାଇଛି ଆଉ ଯାହାକୁ ଗାଇଛନ୍ତି ମହାନ କଣ୍ଠଶିଳ୍ପୀ ଦିପ୍ତୀରେଖା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।