viral video – ଛିଃ..ଛିଃ..ଆଠ ବର୍ଷ ପୁଅ କୁ ଛାଡ଼ି ମା ପ୍ରେମିକ ସହିତ ଫେରାର,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ..ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

୮ ବର୍ଷ ର ପୁଅ କୁ ଛାଡି ପର ପୁରୁଷ ସହ ଫେରାର ହୋଇ ଗଲେ ମା ଆଉ ବାପା ଏଠି ବସି ବାହୁନୀ କାନ୍ଦୁଛି। କହୁଛି ଆଉ ସମ୍ଭାଳି ହଉନି ଆଜ୍ଞା। ବାପା ହିସାବରେ ମୋ ନାକୁ ମୋ ପୁଅର ଆଧାର କାର୍ଡରୁ କାଟି ଦିଅନ୍ତୁ।କାଟି ଦିଅ। ଆଉ ସମ୍ଭାଳି ହଉନି ଆଜ୍ଞା ଏଥର ମୋ ମରିବା ବେଳ ପଳେଇ ଆସିଲା। ମୁଁ ଏବେ ମରିଯିବି। ଆଜ୍ଞା ହଁ ଏଭଳି କିଛି କଥା କହି କାନ୍ଦି କାନ୍ଦି ଗଡି ଯାଉଛନ୍ତି ସ୍ବାମୀ।

ଏଭଳି ଅନେକ ଘଟଣା ଆଜିକାଲି ଆମ ସମାଜରେ ଘଟି ଚାଲିଛି। ଆଜିକା ଦିନରେ ଆମ ସମାଜରେ ପରକୀୟା ପ୍ରୀତିର ବହୁ ଘଟଣା ସାମ୍ନାକୁ ଆସୁଛି। ସ୍ବାମୀକୁ ଛାଡ଼ି ସ୍ତ୍ରୀ କାହା ସହ ଫୋନରେ ବ୍ୟସ୍ତ ରହିଲାନି ତ କିଏ ସ୍ୱାମୀଙ୍କୁ ଛାଡି ପ୍ରେମିକ ସହ ଛୁ ମାରୁଛି।

ଏମିତି କି ଛୁଆ ଥାଇ କି ମଧ୍ୟ ଫେରାର ହୋଇ ଯାଉଛି ମା।ତେବେ ପୁଣି ଥରେ ସେହି ଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମା ପର ପୁରୁଷକୁ ନିଜର କରିବା ପାଇଁ ଯାଇ ଭୁଲି ଯାଇଛି କି ସେ ବିବାହିତ ଆଉ ତାର ଗୋଟିଏ ୮ ବର୍ଷର ପୁଅ ବି ରହିଛି।

ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର। ସ୍ବାମୀଙ୍କ କହିବା କଥା ହେଉଛି କି ମୋ ସ୍ତ୍ରୀ ତା ମାଆ କଥାରେ ପଡ଼ି ଅନ୍ୟ ଜଣେ ପୁରୁଷକୁ ବିବାହ କରିଛି। ମୋ ସ୍ତ୍ରୀର ମୋ ସହିତ ଛାଡ଼ପତ୍ର ହୋଇ ନାହିଁ କି ମୋ ସ୍ତ୍ରୀ ଯାହାକୁ ବିବାହ କରିଛି ସେ ମଧ୍ୟ ବିବାହିତ ତାର ଦୁଇଟି ପିଲା ଅଛନ୍ତି ସେ ମଧ୍ୟ ତା ସ୍ତ୍ରୀକୁ ଛାଡ଼ପତ୍ର ଦେଇନାହିଁ। ତଥାପି ଦୁହେଁ ଦୁହିଁଙ୍କୁ ବିବାହ କରିଛନ୍ତି।


ଯୁବକଙ୍କ କହିବା ଅନୁଯାୟୀ ସେମାନଙ୍କର ୨୦୧୩ ମସିହାରେ ବିବାହ ହୋଇଥିଲା। ଆଉ ଏହାପରେ ସେମାନଙ୍କର ଏକ ପୁଅ ମଧ୍ୟ ହୋଇଥିଲା ଯାହାକୁ ଏବେ ୮ ବର୍ଷ। କିନ୍ତୁ ତାଙ୍କ ଶାଶୁ ସବୁବେଳେ ସେମାନଙ୍କ ସହ ରୁହନ୍ତି। ଆଉ ଶାଶୁଙ୍କ ଦ୍ଵାରା ଯୁବକ ଖୁବ୍ ନିର୍ଯାତିତା ହୁଅନ୍ତି।

ଶାଶୁଙ୍କ ପାଇଁ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ହୋଇଛି। ଆଉ ଏବେ ମୋ ସ୍ତ୍ରୀ ସୁନୀଲ ତ୍ରିପାଠୀ ନାମକ ଜଣେ ବିବାହିତ ପୁରୁଷକୁ ବିବାହ କରିଛି।ତେବେ ଯୁବକ ଜଣକ କହୁଛନ୍ତି ଯଦି ମୋ ସ୍ତ୍ରୀ ଯାଉଛି ଯାଉ କିନ୍ତୁ ମୋର ମୋ ପିଲାଟି ଦରକାର। ଯଦି ମୋତେ ମୋ ପିଲା ନଦେବେ ତେବେ ଆଧାର କାର୍ଡ ଓ ସବୁ ଡକ୍ୟୁମେଣ୍ଟରୁ ମୋ ନା କାଟି ଦିଆ ଯାଉ। ନହେଲେ ମୁଁ ଆତ୍ମହତ୍ୟା କରିବି। ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ଚାଲିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।