Exclusive : ମୁହଁ ଖୋଲିଲେ ଉତ୍ତମ ମହାନ୍ତି-ବୋହୂ କିଛି ପ୍ରମାଣ ରଖିଥିବ ଆପଣା ସୁନା ତ ଭେଣ୍ଡି,ଦେଖନ୍ତୁ ଭିଡ଼ିଓ viral ଭିଡ଼ିଓ ଟିକୁ….
କାରଣ ସେମାନଙ୍କ ବ୍ୟବହାର ଯାହାକି ସମାଜ ଉପରେ ଗଭୀର ଭାବରେ ପଡ଼ିଥାଏ। ଆପଣ ମାନେ ଅନେକ କଳାକାରଙ୍କୁ ଦେଖିଥିବେ ଯାହାକି ନିଜର ଭୂଲ ପାଇଁ ଲୋକ ମାନଙ୍କ ପାଖରେ ସମାଲୋଚିତ ହେବା ପାଇଁ ପଡ଼ିଥାଏ। ତେବେ ବର୍ତ୍ତମାନ ସମୟରେ ମଧ୍ୟ ଏପରି କିଛି ଖବର ଶୁଣିବା ପାଇଁ ମିଳିଛି। ଯାହାକି ବାବୁସାନ ଏବଂ ପ୍ରକୃତି ମିଶ୍ର ଚୋର ପ୍ରେମରେ ତାଙ୍କ ସ୍ତ୍ରୀ ବିଚ ରାସ୍ତାରେ ମାଡ଼ ମାରିବା ଦେଖିବା ପାଇଁ ମିଳିଛି। ବାବୁସାନଙ୍କ ବିଦ୍ୟରାଣ ଫିଲ୍ମରେ ପ୍ରକୃତି ମିଶ୍ର ହିରୋଇନ ଭାବରେ ଅଂଶ ଗ୍ରହଣ କରିଥିଲେ।
ତେବେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଠି ବାବୁସାନ ଙ୍କ ମା ଅପରାଜିତା ବୋହୂ ତୃପ୍ତି ଙ୍କ ବାପ ଘରକୁ ଆସିଛନ୍ତି | ଅର୍ଥାତ ଅପରାଜିତା ମହାନ୍ତି ନିଜ ବୋହୂ ତୃପ୍ତି ଓ ନାତି ଙ୍କ ପାଖକୁ ଆସିଛନ୍ତି | ତେବେ ସେ ତୃପ୍ତି ଙ୍କ ଘରେ ପହଞ୍ଚି ଥିଲେ ଏବଂ ତାଙ୍କ ଘର ଗେଟ ସାମ୍ନା ରେ ଉପସ୍ଥିତ ହୋଇ କବାଟ ଖୋଲିବା ପାଇଁ କହି ଥିଲେ |
ଯେହେତୁ ସେଠାରେ ମିଡ଼ିଆ ଙ୍କର ଭାଇ ଙ୍କର ଗହଳି ଲାଗି ରହି ଥିଲା ତେଣୁ ବାହାରକୁ କେହି ଗେଟ ଖୋଲିବା ପାଇଁ ଆସି ନଥିଲେ | ତେବେ ସେଠାରେ ଛିଡା ହୋଇ ଅପରାଜିତା ମହାନ୍ତି ବାରମ୍ବାର ତୃପ୍ତି ଓ ତାଙ୍କ ପରିବାର ଲୋକ ଙ୍କୁ ଫୋନ ଲଗାଇବାକୁ ଚେଷ୍ଟା କରୁ ଥିଲେ ଏବଂ ଗେଟ ଖୋଲିବାକୁ କହୁ ଥିଲେ |
ତେବେ ଯେତେ ବେଳେ ଅପରାଜିତା ଙ୍କୁ ପଚରା ହୋଇ ଥିଲା କି ଏମିତି ଏକ ଘଟଣା କେମିତି ଘଟିଲା ଯାହାକି ବହୁତ ବଡ଼ ଘଟଣା ସେହି ସମ୍ପର୍କ ରେ କିଛି କୁହନ୍ତୁ |ସେତେ ବେଳେ ଅପରାଜିତା କହି ଥିଲେ କି ମୁଁ 5 ଦିନ ହେବ ଭୁବନେଶ୍ୱର ରେ ନଥିଲି ମୋ ଦେହ ଖରାପ ଏବେ ଆସିଲି ମୁଁ କିଛି ଜାଣି ନାହିଁ ମତେ ଆଗେ ବୁଝିବା ପାଇଁ ଦିଅନ୍ତୁ |
ଆଉ ଯଦି ଆପଣ ମାନେ ମତେ ସେହି କଥା ବାରମ୍ବାର ପଚାରିବେ ମତେ ବିରକ୍ତ କରିବେ ତେବେ ମୁଁ ଏଠାରୁ ପଳେଇବି | ଆପଣ ରୁହନ୍ତୁ ମୁଁ ସବୁ କହିବି ଟିକେ ଧୋର୍ଯ୍ୟ ଧରନ୍ତୁ | ତେବେ ଏଭଳି କହି ପରେ ପରେ ଅପରାଜିତା ଘର ଭିତରକୁ ଚାଲି ଯାଇ ଥିଲେ, ବର୍ତ୍ତମାନ ସମୟରେ ବାବୁସାନ ଙ୍କ ମା ଅପରାଜିତା ଙ୍କର ଏହି ଭିଜୁଆଲ ଟି ଖୁବ ଭାଇରାଲ ହେବାରେ ଲାଗିଛି | ଲୋକେ ମଧ୍ୟ ଅପରାଜିତା ମହାନ୍ତି ଙ୍କର ପ୍ରତିକ୍ରିୟା ନେବା ପାଇଁ ଚାହିଁ ବସି ରହିଛନ୍ତି ଏବଂ ପ୍ରକୃତ ସତ ସ୍ପଷ୍ଟ କରିବାକୁ ଚାହିଁ ବସି ରହିଛନ୍ତି |
ଏହି ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ବାବୁସାନ ଓ ପ୍ରକୃତି ଏକ କାର ରେ ଏକାଠି ମିଶି ଯାଉ ଥିବା ବେଳେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ନିଜ ବାପା ଙ୍କ ସହ ଆସି ତାଙ୍କୁ ଅଟକାଇ ଥିଲେ | ଏହାପରେ ବାବୁସାନ ଙ୍କର ସାର୍ଟ ଧରି ଅନେକ ଗାଳି ଗୁଲଜ କରି ଥିଲେ ଏବଂ ଏହା ପରେ ଗାଡ଼ି ଭିତରେ ଥିବା ବେଳେ ପ୍ରକୃତି ଙ୍କର ଚୁଟି ଧରି ପିଟା ପିଟି ମଧ୍ୟ କରି ଥିଲେ | ତେବେ ଗାଡ଼ି ଭିତରୁ ବାହାରି ପ୍ରକୃତି ମିଶ୍ର ଯେତେ ବେଳେ ଚାଲି ଯାଉ ଥିଲେ ସେତେ ବେଳେ ତୃପ୍ତି ତାଙ୍କ ପଛରେ ଗୋଡ଼ାଇ ତାଙ୍କୁ ଠେଲି ଦେଇ ଥିଲେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।