Bahudayatra – ଆଜି ପବିତ୍ର ବାହୁଡା ଯାତ୍ରା ୨୦୨୨ | ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହି 5ଟି ରାଶିରେ ଧନର ବର୍ଷା | ମିଳିବ ଦୁନିଆରେ ସବୁ ଖୁସି…

ଆପଣମାନେ ସମସ୍ତେ ତ ଜାଣିଥିବେ ଏ ବର୍ଷ ଜୁଲାଇ ୯ତାରିଖ ସନିବାର ପଡୁଛି ବାହୁଡା଼ ଯାତ୍ରା । ସମଗ୍ର ବିଶ୍ବ ରେ ଏହି ବାହୁଡା଼ ଯାତ୍ରା ର ବିଶେଷ ମହତ୍ବ ରହିଅଛି। ଏହି ବାହୁଡା ଯାତ୍ରା ରେ ଏହି ୫ ଗୋଟି ରାଶିର ଭାଗ୍ଯ ଖୁଲିବାକୁ ଯାଉଛି।

ଏବଂ ମା ଲକ୍ଷ୍ମୀ ଏବଂ ତାହା ସହିତ ଜଗନ୍ନାଥ ଙ୍କର ମାଧ୍ୟ୍ ଆର୍ଶୀବାଦ ରହିଛି ଯାହା ଆପଣଙ୍କର ଲାଇଫ ରେ ବଡ଼ ଧରଣର ପରିବର୍ତ୍ତନ ଆଣିବ | ଆସନ୍ତୁ ତାହେଲେ ସେହି ୫ଟି ରାଶି ମାନଙ୍କ ବିଷୟ ରେ।
ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଖରାପ ନଜର ରହିଥାଏ ତେବେ ସେହି ବ୍ୟକ୍ତି ଯେତେ ଚେଷ୍ଟା କଲେ ମଧ୍ୟ ଜୀବନରେ ଖରାପ ହୋଇଥାଏ। ତେବେ ଅନେକ ବର୍ଷ ପରେ ଜଗନ୍ନାଥଙ୍କ ଏହି ରାଶିର ବ୍ୟକ୍ତିଙ୍କ ଉପରେ କୃପା ଦୃଷ୍ଟି ରହିଛି।
କିନ୍ତୁ ଏହି ବାହୁଡ଼ା ଯାତ୍ରା ରେ ଏପରି କିଛି ପାଞ୍ଚଟି ରାଶି ଅଛି ଯେଉଁମାନଙ୍କ ଉପରେ ଶ୍ରୀ ଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କ ଅଶେଷ କୃପା ବର୍ଷିବାକୁ ଯାଉଛି। ପୁରା ପାଞ୍ଚ ମାସ ପର୍ଯ୍ୟନ୍ତ ଏହି ପାଞ୍ଚଟି ରାଶି ର ଭାଗ୍ୟ ଅଚାନକ ଖୋଲିବାକୁ ଯାଉଛି। ଏହି ବାହୁଡ଼ା ଯାତ୍ରା ଠାରୁ ଏହି ପାଞ୍ଚଟି ରାଶିରେ ଅଦ୍ଭୁତ ପରିବର୍ତ୍ତନ ହେବ। ଏହି ରାଶିର ଲୋକ ମାନେ ଖୁବ୍ ଉପକୃତ ହେବେ।

ଏହି ବାହୁଡ଼ା ଯାତ୍ରା ଠାରୁ ଏକ ଏପରି ମହାସଂଯୋଗ ବନୁଅଛି କି ଯେଉଁ କାରଣରୁ କିଛି ବର୍ଷ ପର୍ଯ୍ୟନ୍ତ ଏହି ପାଞ୍ଚଟି ରାଶି ର ବ୍ୟକ୍ତି ଙ୍କ ଉପରେ ପ୍ରଭୁ ଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କ କୃପା ର ବର୍ଷା ହେବାକୁ ଯାଉଛି। ଏହି ମହାସଂଯୋଗ କାରଣରୁ ଆପଣଙ୍କର ସମସ୍ତ ମନସ୍କାମନା ପୁରଣ ହେବାକୁ ଯାଉଛି ଏବଂ ଆପଣଙ୍କ ନିଜ ଜୀବନରେ ସଫଳତା ପ୍ରାପ୍ତ ହେବ।।

୧- ମେଷ ରାଶି-:

ଏହି କିଛି ବଦଳି ଯିବ ।ବହୁତ ସମୟ ଧରି ବନ୍ଦ ରହିଥିବା କାର୍ଯ୍ୟ ଗୁଡିକ ଏବେ ସବୁ ଆରମ୍ଭ ହେଇଯିବ ।ନୂଆ ନୂଆ ଅବସର ମିଳିବ ଯାହା ଆପଣଙ୍କୁ ଉନ୍ନତି ଆଡ଼କୁ ନେଇ ଯିବ,ଏମିତି କିଛି ନନ୍ଧୁ ଆପଣଙ୍କ ଜୀବନରେ ଆସିବେ ଯାହାଙ୍କ ଆପଣ ଠିକ ରାସ୍ତାରେ ଯାଇ ପାରିବେ ।ବ୍ୟବସାୟ ଓ ବାଣିଜ୍ୟ କରୁଥିଲେ ଆଗକୁ ଆସୁଥିବା ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

୨- ବୃଷ ରାଶି-:

ମେଷ ରାଶି ର ବ୍ୟକ୍ତି ଙ୍କ ପାଇଁ ଏହି ରାଜଯୋଗ ଅତ୍ୟନ୍ତ ଶୁଭ ରହିବ। ଲମ୍ବା ସମୟ ଧରି ଆପଣ ଯେଉଁ ସମସ୍ୟା ରେ ଘେରି ହୋଇ ରହୁଥିଲେ ସେଥିରୁ ଆପଣଙ୍କୁ ମୁକ୍ତି ମିଳିବ। ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ। ଯାହା ଆପଣଙ୍କୁ ଉନ୍ନତି ଆଡ଼କୁ ନେଇଯିବ। ଏହି ଯୋଗ କାରଣରୁ ଆପଣଙ୍କ ନୂଆ ମିତ୍ର ସୃଷ୍ଟି ହେବେ। ଆଉ ତାହା ଆପଣଙ୍କ ପାଇଁ ଲାଭସିଦ୍ଧ ହେବ।

୩- ସିଂହ ରାଶି-:

ଏହି ରାଶିରେ ଧନ ବର୍ଷା ହେବାକୁ ଯାଉଅଛି , ଧନର ଅଭାବ କେବେହେଲେ ଏହି ରାଶିରେ ଦେଖାଯିବ ନାହିଁ । କାଲିଠାରୁ ଏମାନଙ୍କ ପରିବାରରେ ସୁଖଶାନ୍ତି ଲାଗି ରହିବ , ପ୍ରେମ ଜୀବନରେ ସୁଖ ଲାଗି ରହିବ । ପାଠପଢାରେ ମଧ୍ୟ ଉଚ୍ଚଫଳ ମିଳିବ ,ଏବଂ ଏହି ରାଶିର ବ୍ୟକ୍ତିମାନେ ବ୍ୟାପାର ବାଣିଜ୍ୟ କରୁଥିଲେ ଏମାନଙ୍କୁ ସେଥିରୁ ପ୍ରଚୁର ଲାଭ ମଧ୍ୟ ମିଳିବାକୁ ଯାଉଛି ।ତେଣୁ ଜୁଲାଇ ମାସରେ ଏହି ଚାରୋଟି ବ୍ୟକ୍ତିଙ୍କର ଭାଗ୍ୟରେ ଆସିବ ବଡ଼ ସୁଧାର | ଧନବର୍ଷା ହେବାର ସମ୍ଭାବନା ରହିଥାଏ ସେହି ଚାରୋଟି ରାଶିରେ ରାଶି ଉପରେ, ଗୁପ୍ତ ଧନର ବି ସନ୍ଧାନ ମିଳିବାର ସମ୍ଭାବନା ରହିଛି।

୪- ତୁଳା ରାଶି-:

ଏହି ରାଶିର ବ୍ୟକ୍ତି ମାନଙ୍କ ଠାରେ କୁବେରୁ ମହାରାଜା ଙ୍କର କୃପା ରହିଥିବାରୁ ଏମାନେ ଯୋଉ କାର୍ଯ୍ୟରେ ହାତ ଦେବେ ତାହା ନିଶ୍ଚୟ ପୂରଣ ହେବ, ଆହୁରି ମଧ୍ୟ ଏମାନେ ଯଦି କିଛି ନୂଆ କାର୍ଯ୍ୟରେ ଶୁଭାରମ୍ଭ କରିବା ପାଇଁ ଯାଉଛନ୍ତି ତାହେଲେ ସେମାନଙ୍କୁ ନିଶ୍ଚୟ ସଫଳତା ମିଳିବ।

୫- କୁମ୍ଭ ରାଶି-:

ଏମାନଙ୍କ ପାଇଁ ସବୁଠାରୁ ଧନରେ ବଡ଼ ଲାଭ ହେବ। ବ୍ୟାପାରୀ ମାନଙ୍କୁ ବ୍ୟାପାର କ୍ଷେତ୍ରରେ ଅଧିକ ଧନଲାଭ ହୋଇପାରେ। ଏହି ଯୋଗ ପ୍ରଭାବରେ ଆପଣଙ୍କ ଜୀବନରେ ଯାହାବି ଧନ ଜନିତ ସମସ୍ୟା ରହିଥିବା ତାହା ଦୂର ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।