viral video – ଟ୍ୟୁସନ୍ ପଇସା ନଦେବାରୁ ଛାତ୍ରିକୁ ବିବାହ କଲା ଶିକ୍ଷକ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆଜିର ସମାଜ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ବହୁତ ଆଗରେ ରଖିଛି ଏବଂ ଶିକ୍ଷାର ସ୍ତର ମଧ୍ୟ ବହୁତ ଆଗକୁ ବଢିଛି । ମଣିଷ ଠିକ୍ ଭୁଲର ବିଚାର ମଧ୍ୟ ସଠିକ୍ ଭାବରେ କରି ପାରୁଛି , ଏହାପରେ ମଧ୍ୟ ସେ ଏମିତି କିଛି କାର୍ଯ୍ୟ କରିଥାଏ , ଯାହାଫଳରେ ସମାଜ ସାମ୍ନାରେ ତାକୁ ଅପଦସ୍ତ ହେବା ପାଇଁ ପଡିଥାଏ ।

ସବୁକିଛି ଜାଣି ମଧ୍ୟ ଏମିତି କିଛି ନିନ୍ଦନୀୟ କାର୍ଯ୍ୟ କରିଥାଏ , ଯାହା କଳ୍ପନା କରିବା ମଧ୍ୟ କଷ୍ଟକର ହୋଇଥାଏ । ଆଜିର ସମୟରେ କାହାକୁ ବିଶ୍ୱାସ କରିବା ଏତେ ସହଜ ନୁହଁ , କାରଣ ଯାହାକୁ ଆମେ ନିଜର ଭାବି ସବୁକିଛି ଦାୟିତ୍ୱ ଦେଇଥାଉ ପରିଶେଷରେ ସେ ହିଁ ଆମର କ୍ଷତି କରିଥାଏ!

ବର୍ତ୍ତମାନ ସେମିତି ଏକ ଘଟଣା ସାମ୍ନାକୁ ଆସିଛି , ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ନିଜ ପିଲା ମାନଙ୍କୁ ଗୁରୁ ମାନଙ୍କ ଠାରୁ ମଧ୍ୟ ଦୂରେଇ ରଖିବେ , କାରଣ ଖୁଦ୍ ଶାକ୍ଷାଦାତା ଛାତ୍ରୀଙ୍କୁ ନେଇ ଫେରାର୍ ହେବାର ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆପଣ ଜାଣିବା ପରେ ଆଶ୍ଚର୍ଯ୍ୟ ହେଉଥିବେ ଯେ ଜଣେ ଶିକ୍ଷା ଦାତା ଏପରି କାର୍ଯ୍ୟ କରିପାରିବେ , ସତରେ ଏହା ଅତ୍ୟନ୍ତ ନିନ୍ଦନୀୟ ଅଟେ । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ସୂଚନା ଅନୁସାରେ ଗତ ରବିବାର 19 ତାରିଖରେ ଘରେ ଏକ ଚିଠି ଲେଖି 2 ନାବାଳିକା ଛାତ୍ରୀଙ୍କୁ ଧରି ଟ୍ୟୁସନ ସାର ଫେରାର୍ ହୋଇଯାଇଛନ୍ତି । ଏ ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି । ନାବାଳିକା ଙ୍କ ମା କହିଛନ୍ତି ଝିଅ କୁ ଯେଉଁ ସାର ଟ୍ୟୁସନ କରୁଥିଲେ ସେହିଁ ଦିଲ୍ଲୀ ନେଇଯାଇଛନ୍ତି ଏବଂ ପିଲା ମାନଙ୍କୁ ଭୁଲାଇ ଏମିତି ଏକ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛନ୍ତି । ସେ ଚିଠିରେ ଉଲ୍ଲେଖ ରଖିଛି ଯେ , ଆମେ 8 ଦିନ ପାଇଁ ଦିଲ୍ଲୀ ଯାଉଛୁ , ବ୍ୟସ୍ତ ହବାର ନାହିଁ ଆମେ ଭଲ କାମରେ !

ପୁଣି ଆଜି ଗୁରୁ ଛାତ୍ର ସମ୍ପର୍କରେ ଲାଗିଲାମାଜ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ବହୁତ ଆଗରେ ରଖିଛି ଏବଂ ଶିକ୍ଷାର ସ୍ତର ମଧ୍ୟ ବହୁତ ଆଗକୁ ବଢିଛି । ମଣିଷ ଠିକ୍ ଭୁଲର ବିଚାର ମଧ୍ୟ ସଠିକ୍ ଭାବରେ କରି ପାରୁଛି , ଏହାପରେ ମଧ୍ୟ ସେ ଏମିତି କିଛି କାର୍ଯ୍ୟ କରିଥାଏ , ଯାହାଫଳରେ ସମାଜ ସାମ୍ନାରେ ତାକୁ ଅପଦସ୍ତ ହେବା ପାଇଁ ପଡିଥାଏ । ସବୁକିଛି ଜାଣି ମଧ୍ୟ ଏମିତି କିଛି ନିନ୍ଦନୀୟ କାର୍ଯ୍ୟ କରିଥାଏ , ଯାହା କଳ୍ପନା କରିବା ମଧ୍ୟ କଷ୍ଟକର ହୋଇଥାଏ ।

ଆଜିର ସମୟରେ କାହାକୁ ବିଶ୍ୱାସ କରିବା ଏତେ ସହଜ ନୁହଁ , କାରଣ ଯାହାକୁ ଆମେ ନିଜର ଭାବି ସବୁକିଛି ଦାୟିତ୍ୱ ଦେଇଥାଉ ପରିଶେଷରେ ସେ ହିଁ ଆମର କ୍ଷକିନ୍ତୁ ପରିବାର ଲୋକଙ୍କ କହିବା କଥା ସେମାନଙ୍କ ପିଲା କୁଆଁଡେ ମଧ୍ୟ ଯାଆନ୍ତି ନାହିଁ ଏବଂ ଟ୍ୟୁସନ କରିବାକୁ ଆସୁଥିବା ଗୋପାଳ ବାଡତିଆ ନାମକ ଯୁବକ ସେମାନଙ୍କୁ ନେଇଯାଇଥିବାର ସନ୍ଦେହ କରୁଛନ୍ତି ।

ତେବେ ଫେରାର୍ ହୋଇଥିବା ଉକ୍ତ ଛାତ୍ରୀ 2 ଜଣଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀ ଓ ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀ ର ଛାତ୍ରୀ ବୋଲି କହିଛନ୍ତି । ପରିବାର ଲୋକ ଏହା ମଧ୍ୟ କହିଛନ୍ତି ସାରଙ୍କ ଆବଭାବ ରେ ପରିବର୍ତ୍ତନ ଦେଖି ସେମାନେ ଟ୍ୟୁସନ ଆସିବା ପାଇଁ ମନା ମଧ୍ୟ କରିଥିଲେ । ହୁଏତ ସେଇ ରାଗରେ ଏମିତି କରିଥାଇ ପାରନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ