ତୁଳସୀ ଗଣନାଟ୍ୟ ର Sad Love Song ” ସରୁନି ଗପ କି ସରୁନି ପାପ “… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି
ବିଳମ୍ୱିତ ରାତ୍ରିରେ ଝଲସି ଉଠିବ ମଞ୍ଚ , ଖଳନାୟକଙ୍କ ଡାଇଲଗ ଆଉ ନାୟକ ନାୟିକାଙ୍କ ରୋମାନ୍ସ ଦେଖିବା ପାଇଁ ଯାତ୍ରା ପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଜୁଲାଇ ଶେଷ ସୁଦ୍ଧା ଲୋକଙ୍କ ଗହଣରେ ଯାତ୍ରା ଆରମ୍ଭ କରିବେ ବିଭିନ୍ନ ଯାତ୍ରାପାର୍ଟି ।
ଯାତ୍ରା ପାଇଁ ଏବେ ଆଖଡ଼ା ଶାଳରେ ଚାଲିଛି ଜୋରଦାର ପ୍ରସ୍ତୁତି । ଯାତ୍ରା ଜଗତ ରେ ଅଶ୍ୱିନ ଙ୍କ ନାଟକ ଅନ୍ୟ ତମ ସେ ଖୁବ୍ ସୁନ୍ଦର ଭରେ ସବୁ ଡାଇଲଗ ଦର୍ଶକ ଙ୍କ ଆଗରେ ପ୍ରଦର୍ଶନ କରିଥାନ୍ତି ସେହି ପରି ଭାବରେ ନାଟକ ଟି ଦରଦି ମନରେ ଦରଦ ଦେଲା;, ଏହି ନାଟକରେ ଖୁବ୍ ସୁନ୍ଦର ଭାବରେ ସେ ଦର୍ଶକ ସାମ୍ନା ରେ ପ୍ରଦର୍ଶନ କରିଥିଲେ ।
ଯାତ୍ରା ଦର୍ଶକ ମଧ୍ୟ ଉତ୍କଣ୍ଠାର ସହିତ ଯାତ୍ରା ଦେଖିବା କୁ ଅପେକ୍ଷା କରିଛନ୍ତି । କେଉଁ କଳାକାରଙ୍କୁ ଏଥର କେଉଁ ଯାତ୍ରାପାର୍ଟି ରଖିଛି ଏବଂ କିଏ କେଉଁ ନାଟକ ପରିବେଷଣ କରୁଛି ଏସବୁ ଉପରେ ଏବେ ସଭିଙ୍କ ନଜର । ଯାତ୍ରା ନିର୍ଦ୍ଦେଶକ ଗୁରୁ ପ୍ରସାଦ ମିଶ୍ରଙ୍କ କହିବାନୁଯାୟୀ.. ଚଳିତ ଥର ଯାତ୍ରା ବିଶ୍ୱ ଦରବାର ଏକ ନୂଆ ଢଂଗର କାହାଣୀ ନେଇ ସମସ୍ତଙ୍କ ସାମ୍ନାକୁ ଆସିବ ।
ଏନେଇ ଅଭ୍ୟାସ ଶେଷ ହୋଇଛି । ଗୋଟିଏ ଷ୍ଟୋରୀ ଅଭ୍ୟାସ ପାଇଁ ପାଖାପାଖି ୧୫ ଦିନ ସମୟ ଲାଗିଥାଏ । ଓଡ଼ିଶାର ଯାତ୍ରା ବା ଜଲିଉଡ଼ ଇଣ୍ଡଷ୍ଟ୍ରିର ରହିଛି ଅନେକ ସ୍ୱତନ୍ତ୍ରତା । ମନୋରଞ୍ଜନ ମାଧ୍ୟମ ମଧ୍ୟରେ ଗୋଟିଏ ଅଂଶକୁ ଯାତ୍ରା ନିଜ ଅକ୍ତିଆର ରେ ରଖିଛି । ତେଣୁ ଭଲ କଳାକାର, ଭଲ ଷ୍ଟେଜ୍ ଓ ଦର୍ଶକଙ୍କ ରୁଚି ଉପରେ ସବୁ ଯାତ୍ରାପାର୍ଟି ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି ।
ଗତ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ ଯାତ୍ରା ଜଗତକୁ ବେଶ ହଇରାଣ ହେବାକୁ ପଡିଥିଲା । ମୁଖ୍ୟତଃ ପ୍ରଥମ ବର୍ଷ କରୋନା ପାଇଁ ଯାତ୍ରା ବନ୍ଦ ଥିବା ବେଳେ ଦ୍ୱିତୀୟ ବର୍ଷ ଅଧା ଲୋକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ମିଳିଥିଲା । ହେଲେ ଚଳିତ ଥର କଟକଣା କୋହଳ ପରେ ଦର୍ଶକ ଙ୍କ ଭିଡ଼ ହେବା ନେଇ ଯାତ୍ରା କମିଟି ମାନେ ଆଶା ରଖିଛନ୍ତି ।
ଯାତ୍ରା ଅଭିନେତା ବାପି ପଣ୍ଡା କହିଛନ୍ତି… କରୋନା କଟକଣା କୋହଳ ହୋଇଛି ହେଲେ ଶେଷ ହୋଇନି । ଆମ ସମସ୍ତଙ୍କୁ କୋଭିଡ ଉପରେ ସଚେତନ ଓ ସାବଧାନ ହେବାକୁ ପଡିବ । ତେବେ ଏହା ଭିତରେ ଦର୍ଶକ ଙ୍କୁ ମନରଞ୍ଜନ କରିବା ପାଇଁ ଆମେ ପ୍ରସ୍ତୁତ ହେଉଛୁ । ଖୁବଶୀଘ୍ର ଲୋକଙ୍କ ସାମ୍ନାରେ ଆମେ ଆସିବୁ ନୂଆ କାହାଣୀ ନେଇ ।
ଆଶ୍ୱିନ ଜଣେ ବହୁତ ଭଲ କଳାକର ସେ ଟିଭି ସିରିଏଲ୍ ଗୁଡ଼ିକ ରେ ବହୁତ ନାମ କମେଇଛନ୍ତି । ଓ ଯାତ୍ରା ଜଗତ ରେ ତାଙ୍କର ଅଭିନୟ ବହୁତ ଭଲ ରେ ସ୍ଥାପିତ କରିଥାନ୍ତି । ସେ ବହୁତ ସିରିଏଲ କରିଛନ୍ତି ଓ ଯାତ୍ରା ଜଗତ ରେ ପ୍ରବେଶ କରି ସେ ମଧ୍ୟ ବହୁତ ନାମ କାମେଇଛନ୍ତି । ତାଙ୍କ ଅଭିନୟ ଦେଖିଲେ ଦର୍ଶକ ଙ୍କ ଆଖିରେ ଲୁହ ଆସିଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।