ଦେଖନ୍ତୁ Shocking ଭିଡ଼ିଓ : ଥିଲୁ ତୁ କାଳି, କରିଛି ଗୋରୀ, ସବୁ ରାତିରେ ତୁ ସାଜିବୁ ରାଣୀ…ଯାହା କରୁଛ କର ମୋତେ ହିରୋଇନ୍ କର ଏମିତି କହିଥିଲେ ଶ୍ରର୍ଦ୍ଧାଞ୍ଜଳୀ…

ସୋସିଆଲ ମିଡିଆରେ ବେଶ କିଛି ଦିନ ହେବ ଚର୍ଚ୍ଚା ର ବିଷୟ ପାଲଟିଛି ଲେଡି ବ୍ଲାକ ମେଲର ଅର୍ଚନା ନାଗ ।ଆଉ ଯେଉଁଠି ପ୍ରଯୋଜକ ଙ୍କ ପାଖରୁ ଆରମ୍ଭ କରିକି ବଡ଼ ବଡ଼ ନେତା ଓ ରାଜ ନେତା ଓ ଧନି ପ୍ରଭାବ ଶାଳି ଲୋକ ମାନଙ୍କୁ ନିଜର ମାୟା ଜାଲରେ ଫୋସାଇ ନିଜର ଦେହ ବ୍ୟବସାୟ ର ଏକ ବଡ଼ ସାମ୍ରାଜ୍ୟ ବିସ୍ତାର କରିବାକୁ ଲାଗିଥିଲେ ଅର୍ଚନା ନାଗ । ଆଉ ସେମାନଙ୍କୁ ନାଗର ଫାସରେ ଫସାଇ କୋଟି କୋଟି ଟଙ୍କାର ମାଲିକାଣୀ ହେଉଥିଲା ଅର୍ଚନା ନାଗ। ଆଉ ଯେଉଁଠି ଅର୍ଚନା ନାଗ ର ସତ ଧରା ପଡିବା ପରେ ଜେଲ ର ଚାରିକାନ୍ଥ ଭିତରେ ଅଛନ୍ତି ଅର୍ଚନା ନାଗ । ତେବେ ଏହି ସବୁ ଘଟଣା ପରେ ମଧ୍ୟ ଅର୍ଚ୍ଚନାଙ୍କ ମୁହଁ ଟାଣ ଯାଇ ନଥିଲା। ଆଉ ଗଣମାଧ୍ୟମକୁ ମିଥ୍ୟା କଥା ପ୍ରଚାର କରିବା ପାଇଁ ମନା କରିଥିଲେ।

କୁହାଯାଏ କି ଚୋର ମୁହଁ ସବୁବେଳେ ଟାଣ ହୋଇଥାଏ । ସେହିଭଳି କିଛି ଦେଖିବାକୁ ମିଳିଥିଲା ଅର୍ଚନା ନାଗ ଙ୍କ ପାଖରେ । ଆଉ ଯେଉଁଠି କୁହାଯାଉଛି କି ନିଜର ନାଗ ଜାଲରେ ସମସ୍ତଙ୍କୁ ଫୋସାଇବା ପରେ ପୋଲିସ ଙ୍କ ହାତରେ ଧରା ପଡିଥିଲେ ଅର୍ଚନା ନାଗ । ଆଉ ଯେଉଁଠି କୁହାଯାଉଛି କି ଅର୍ଚନା ନାଗ ଙ୍କୁ ଜେଲ ରେ ମଧ୍ୟ ରଖା ଯାଇଥିଲା । ଆଉ ପରେ ତାଙ୍କର ସ୍ୱାମୀ ଜଗବନ୍ଧୁ ଙ୍କୁ ମଧ୍ୟ ଜେଲ ଭିତରେ ବନ୍ଦୀ କରାଯାଇଥିଲା।ତେବେ ଅର୍ଚନା ଙ୍କ ନାଁ ରେ ବିଭିନ୍ନ ପ୍ରକାରର ଘଟଣା ଗୁଡିକ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଆଉ ଯେଉଁଠି ଅର୍ଚନା ଙ୍କ ପଛରେ ଥିବା ସମସ୍ତ ସତ୍ୟ କୁ ପୋଲିସ ତଦନ୍ତ କରିକି ବାହାର କରିଛି ।

ଆଉ ତାହା ସହିତ ସମସ୍ତ ସତ୍ୟ କୁ ଜାଣିବା ପରେ ପୋଲିସ ଅର୍ଚନା ଙ୍କୁ ଥାନା ରେ ବନ୍ଦୀ କରିକି ରଖିଛି । ତାହା ସହିତ ଅର୍ଚନା କାହା କାହା ସହିତ ମିଶୁଥିଲେ, ଆଉ ଏହି ଭଳି ହନି ଟ୍ରାପ ପଛରେ କାହାର ଆଉ ହାତ ରହିଛି ସେ ବିଷୟରେ ମଧ୍ୟ ତଦନ୍ତ ଆରମ୍ଭ କରିଛନ୍ତି ।ଆଉ ଗୋଟିଏ ପରେ ଗୋଟିଏ ଅର୍ଚ୍ଚନାଙ୍କ ସବୁ ପାପର ପେଡ଼ି ସାମ୍ନାକୁ ଆସିଛି। ତେବେ ଅର୍ଚନାଙ୍କ ସହିତ ଶ୍ରଦ୍ଧାଞ୍ଜଳି ବୋଲି ଜଣେ ଝିଅ ମଧ୍ୟ ସାମିଲ ଥିଲେ ।

 

ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳି କୁ କହୁଥିଲା କି ସେ ବି ଦିନେ କାଳୀ ଥିଲା ଜଣେ ଷ୍ଟାର ମାଲିକଙ୍କ ସାହାଯ୍ୟ ପାଇଁ ଆଜି ସେ ଗୋରା ହୋଇ ପାରିଛନ୍ତି। ସେହିପରି ଅର୍ଚନା ଶ୍ରଦ୍ଧାଞ୍ଜଳି ଙ୍କୁ କାଳୀ ଗୋରୀ କରିଦେବ ତାପୁଣି ଗୋଟିଏ ସର୍ତ୍ତ ରେ ବୋଲି କହିଥିଲେ। ଆଉ ସେହି ସର୍ତ୍ତ ଟି ଥିଲା ତୁମେ ସବୁ ରାତିର ରାଣୀ ହେବ। ତାର ଅଧୁରା କାମକୁ ଶ୍ରଦ୍ଧାଞ୍ଜଳି କୁ ପୁରା କରିବା ପାଇଁ କହିଥିଲେ, ଆଉ ତା ଗରାଖ କୁ ଖୁସି କରିବା ପାଇଁ କହିଥିଲା।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।