Exclusive : ତୁ ପିତଳ ମୁଁ କଣ ମାଟି ହାଣ୍ଡି ! ବନ୍ଧୁ ବୋଲି ପାଖରେ ଠିଆ ହୋଇଥିଲି, ତୋ ଭଲରେ ମନ୍ଦରେ ସାହାଯ୍ୟ କରୁଥିଲି, ହେଲେ ତୁ କଣ ଦେଲୁ…..! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ପ୍ରତିଦିନ କିଛି ନା କିଛି ସୋସିଆଲ ମିଡିଆରେ ନୂତନ ନୂତନ ବିବାଦ ଦେଖିବାକୁ ମିଳିଥାଏ , ଘରେ ଥାଇ ଲୋକମାନେ ସୋସିଆଲ ମିଡିଆ ମାଧ୍ୟମରେ ଘଟଣାର ପ୍ରକୃତ ରହସ୍ୟ ବିଷୟରେ ଜାଣିପାରିଥାନ୍ତି । ଘଟଣା ସମ୍ପର୍କରେ ନିଜର ମତା ମତ ମଧ୍ୟ ଦେଇଥାନ୍ତି , କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଫୋଟା ଜିନ୍ସ ବିବାଦକୁ ନେଇ ଏବେ ତେଜିବାରେ ଲାଗିଛି ।

ତେବେ ଉତ୍ତରାଖଣ୍ଡର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓତ ଙ୍କ ଏକ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ଙ୍କ ଏପରି ପ୍ରତିକ୍ରିୟା ରେ ସାଧାରଣ ଲୋକମାନେ ମଧ୍ୟ ସୋସିଆଲ ମିଡିଆରେ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଏପରି ପ୍ରତିକ୍ରିୟାରେ ଅଭିନେତା ଓ ଅଭିନେତ୍ରୀ ଓ ସାଧାରଣ ବର୍ଗର ଲୋକମାନେ ମଧ୍ୟ ନିନ୍ଦା କରିଛନ୍ତି ।

ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଙ୍କ ଠାରୁ ଏଭଳି ପ୍ରତିକ୍ରିୟା କେବେ ଆଶା କରାଯାଏ ନାହିଁ । ମୁଖ୍ୟମନ୍ତ୍ରୀ ତରୀଥ ସିଂ ରାୱତ ଝିଅ ପିଲାଙ୍କ ଫୋଟ ଜିନ୍ସ ବିବାଦ କୁ ନେଇ ଏକ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ମତରେ ଏପରି ଝିଅ ମାନେ ଫୋଟା ଜିନ୍ସ ପରିଧାନ କରିବା ସଂସ୍କୃତିର ବିରୋଧାଭାସ ଅଟେ ।

ଏପରି ପୋଷାକ ପରିଧାନ କରିବା ଗ୍ରହଣୀୟ ତଥା ଶୋଭନୀୟ ନୁହେଁ ବୋଲି ମତ ଦେଇଥିଲେ । ସୋସିଆଲ ମିଡିଆ ଜରିଆରେ ଏନେଇ ଅନେକ ମତ ଦେଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ଏପରି ମନ୍ତବ୍ୟରେ ଲୋକମାନେ ବହୁତ ସମାଲୋଚନା କରିଥିଲେ ।

ଫୋଟା ଜିନ୍ସ ବିବାଦରେ ଓଡିଶାର ଜଣେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ପ୍ରକୃତି ମିଶ୍ର ଗଣମାଧ୍ୟମ ସମ୍ମୁଖରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି ପୁଅ ମାନଙ୍କୁ ମଧ୍ୟ ହ୍ୟାପ ପ୍ୟାଣ୍ଟ ପିନ୍ଧିବା ବନ୍ଦ କରିଦେବା କଥା । ଏପରି ଚିନ୍ତାଧାରା ଜଣେ ନିଚ ମାନସିକତା ବ୍ୟକ୍ତିଙ୍କ ମନରେ ଆସିଥାଏ ,

ଯେ ଝିଅମାନେ ଏପରି ପୋଷାକ ପିନ୍ଧି ପାରିବେ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଏତେ ବଡ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ଏଭଳି ନୀଚ ବୟାନ ଦେବା ବାସ୍ତବରେ ଦୁଃଖ ଦାୟକ ଅଟେ ।ତାଙ୍କ ମତରେ ସେ କହିଛନ୍ତି କି ” ମୁଁ ତ କହୁଛି ଯେତିକି ଫାଟିଛି ସେଠାରେ ବ୍ଲେଡ ଆଣି ଆହୁରୀ ଅଧିକ ଚିରି ଦିଅ ।

ଏହାଛଡା ଆପଣଙ୍କୁ ଯେମିତି ଇଚ୍ଛା ହେଉଛି , ସେମିତି ପିନ୍ଧ କିନ୍ତୁ କୌଣସି କ୍ରିମିନାଲ ଭଳି କାମ କର ନାହିଁ କାରଣ ଫୋଟାଜିନ୍ସ ପିନ୍ଧିବା ଏକ କ୍ରିମିନାଲ ନୁହଁ । ତେଣୁ ଆପଣ ମାନଙ୍କୁ ଯେମିତି ଇଚ୍ଛା ସେମିତି ପିନ୍ଧିବା ଆବାସ୍ତବରେ ଦୁଃଖ ଦାୟକ ଅଟେ ।

ତାଙ୍କ ମତରେ ସେ କହିଛନ୍ତି କି ” ମୁଁ ତ କହୁଛି ଯେତିକି ଫାଟିଛି ସେଠାରେ ବ୍ଲେଡ ଆଣି ଆହୁରୀ ଅଧିକ ଚିରି ଦିଅ । ଏହାଛଡା ଆପଣଙ୍କୁ ଯେମିତି ଇଚ୍ଛା ହେଉଛି , ସେମିତି ପିନ୍ଧ କିନ୍ତୁ କୌଣସି କ୍ରିମିନାଲ ଭଳି କାମ କର ନାହିଁ କାରଣ ଫୋଟାଜିନ୍ସ ପିନ୍ଧିବା ଏକ କ୍ରିମିନାଲ ନୁହଁ ।

ତେଣୁ ଆପଣ ମାନଙ୍କୁ ଯେମିତି ଇଚ୍ଛା ସେମିତି ପିନ୍ଧିବା ଆବଶ୍ୟକ , ମୁଁ ମଧ୍ୟ ମୋର ଯେମିତି ଇଚ୍ଛା ସେମିତି ପିନ୍ଧେ । ଛୋଟ ବେଳୁ ମୁଁ ସେହିପରି ମାହଲ ରେ ବଢିଛି , ତେବେ ମୋର ଇଚ୍ଛା ଅନୁସାରେ ପୋଷାକ ପିନ୍ଧିବାକୁ ପରିବାର ଲୋକେ ଉତ୍ସାହିତ କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।