ଛିଃ…ଛିଃ…ଜିନ୍ସ ପ୍ୟାଣ୍ଟ ଆଉ ନିଜର ମେକଅପ୍ ପଇସା ପାଇଁ ମା’କୁ ମାଡ ମାରି ଚାଲିଛି ଝିଅ,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ମାଆ, ଦୁନିଆ ର ସବୁ ଠୁ ସୁନ୍ଦର ଶବ୍ଦ ହେଉଛି ମାଆ । ତ୍ୟାଗ ଆଉ ତପସ୍ୟା ର ପ୍ରତୀକ ମାଆ । ଏହି ଦୁଇ ଅକ୍ଷର ରୁ ହିଁ ଜୀବନ ର ଆରମ୍ଭ । ମାଆ ଏଭଳି ଶବ୍ଦ ଯାହାକୁ ଶବ୍ଦ ରେ ବଖାଣି ହେବନି । ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ, ଏଇ ଶବ୍ଦnର ଗଭୀରତା ରେ । ମାଆ ଥିଲେ ସଂସାର ରେ ସବୁ ଥିଲା ପରି ଲାଗେ ।

ମା’ ଶବ୍ଦଟି ଆକାଶ ପରି ବ୍ୟାପକ ଓ ମାଟି ଠାରୁ ଅଧିକ ନିବିଡ । ସେଥି ପାଇଁ ତ ମା’ ହେଉଛି ମମତାର ଦେବୀ । ମା କେବଳ ଶବ୍ଦ କି ସମ୍ବୋଧନ ନୁହେଁ ସେ ଆମ ଜୀବନ ନାଆ ର ନାଉରୀ । ମା’ ଓ ସନ୍ତାନ ର ବନ୍ଧନ ମାତୃଗର୍ଭ ରୁ ହିଁ ହୋଇଥାଏ ।

ନିଜେ ଜଳି ସନ୍ତାନ ଙ୍କୁ ଆଲୋକ ଦେଖାଏ ମାଆ । ସେ କେବଳ ସନ୍ତାନ ର ଲାଳନ ପାଳନ କରେ ନାହିଁ ବରଂ ତା ଭିତରେ ସଂସ୍କାର ମଞ୍ଜି ବୁଣିବାର ସବୁ ଠାରୁ ଗୁରୁତ୍ବ ପୂର୍ଣ ଭୂମିକା ଗ୍ରହଣ କରିଥାଏ । ଯିଏ ଜନ୍ମ ଦିଏ ଆଉ ହାତ ଧରି ବାଟ ଚାଲିବା ଶିଖାଏ ।

ମାଆ କଥା ଯେତିକି ମଧୁର ତା’ର ହାତ ରନ୍ଧା ସେତିକି ସୁଆ ଦିଆ । ମାଆ ପାଟିରୁ ଯାହା ବାହାରେ ତାହା ସନ୍ତାନ ପାଇଁ ଆର୍ଶୀବାଦ ପାଲଟିଯାଏ । ସନ୍ତାନ ପାଇଁ ସେ ସଫଳତାର ଏକ ଚିରସ୍ରୋତାର ବୈତରଣୀ । ଯେତେ ଶବ୍ଦ ସହ ତୁଳନା କରିଲେ ମଧ୍ୟ ମାଆ ପାଇଁ ଶବ୍ଦ କୋଶର ଅଭାବ ପଡି ଯିବ । ସେ ସର୍ବାଙ୍ଗ ସାହା, ତ୍ରାରଣ କର୍ତ୍ତା, ପାଳନ କର୍ତ୍ତା । ସେହିଁ ପୁଣି ସଂସାର ସଂଘାର । ଛୁଆଙ୍କ ପାଇଁ ଅଭୟ ବରଦାୟିନୀ, ଶାନ୍ତି ପ୍ରଦାୟିନୀ ।

ମାଆର ପଣତକାନି ଦୁନିଆ ର ସବୁ ସନ୍ତାନ ପାଇଁ ସବୁଠୁ ଶେଷ୍ଠ ସୁରକ୍ଷିତ ଆଶ୍ରୟ ସ୍ଥଳ । ମାଆ କୋଳରୁ ଆରାମ ଦାୟକ ସ୍ଥାନ ଆଉ କେଉଁଠି ନଥାଏ । ସଂସାର ର ଯେତେ ଶ୍ରଦ୍ଧା, ମା’ ଠୁ ଆରମ୍ଭ, ମା’ରେ ଶେଷ । ମାଆ ତୋ ସହନଶୀଳତା ଆଉ ତୋ ଧୈର୍ଯ୍ୟ ଆଗରେ ପଥର ବି ମୁଣ୍ଡ ନୁଆଁଇବ । ମାଆ କେତେବେଳେ ଚୁଲିଧୂଆଁରେ କାନ୍ଦେ ପୁଣି କେତେବେଳେ ପାରିବାରିକ ଅନଟନରେ କାନ୍ଦେ, ହେଲେ କେବେ ଛୁଆକୁ କନ୍ଦାଇବାକୁ ଦିଏନି ।

ସେଇ ମାଆ ଯିଏ ନା ଖାଇ ପିଲାମାନଙ୍କୁ ଖାଇବା ପାଇଁ ଦେଇଥାଏ । ସେଇ ମମତମୟୀ ମାଆଙ୍କୁ ଝିଅ ତାର କିଛି ସୟୁକ୍ ପୂରଣ ପାଇଁ ମାଆ ଙ୍କୁ ନିସ୍ତୁକ ମାଡ଼ ଦେଉଛନ୍ତି । ମାଆ ଭଳି ସ୍ନେହୀ ଙ୍କୁ ସେ ନିର୍ମମ ଭାବରେ ପିଟିଛନ୍ତି । ତାଙ୍କର !

ବାପା ନହନ୍ତୀ ମା ଲୋକ ଙ୍କ ଘରେ ମୂଲ ଲଗିପେତ ପୋଷିଥାନ୍ତି ସେଥିରେ ଝିଅ ଟି ର ପାଠ ପଢ଼ା। ସେତେବେଳେ ଝିଅ ର ଅଳି କରୁଛି ଯେ ମାଆ ମତେ ଜିନ୍ସ ଓ ମେକପ ଦବା ପାଇଁ ମାଆ ଯେତେବେଳେ ବାରଣ କରିଛନ୍ତି ସେହି ସମୟରେ ଝିଅ ଟି ମାଆଙ୍କୁ ପିଟୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !