ଥାନରେ ମହିଳା ପୋଲିସ ସହିତ , ଆଉ ଜଣେ ପୁରୁଷ ପୋଲିସ କରୁ ଥିଲେ ଖେଳ । ଯାହା ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ପୋଲିସ କହିଲେ ଆମେ ସମସ୍ତେ ଡରି ଯାଇ ଥାଉ । ପୋଲିସ କହିଲେ ଦେଶର ରକ୍ଷା କର୍ତ୍ତା କୁ ବୁଝାଉ ଥାଏ । ତେବେ ଯଦି ସେହି ପୋଲିସ ରକ୍ଷକ ହୋଇ ଭକ୍ଷକ ସାଜେ , ତାହାଲେ ସମାଜ କାହାକୁ ଦଶ ଦେଵ । ତେବେ ଆଜି ଆମେ ଆପଣଂକୁ ସେହି ପୋଲିସ ବିଷୟରେ କହିବା ପାଇଁ ଯାଉଛୁ ଯାହା ଆପଣ ଶୁଣିବା ପରେ ପୋଲିସ ମାନଙ୍କ ପ୍ରତି ଆପଣ ମାନଂକ ଉପରେ ଗୋଟେ ଘୃଣା ଭାବ ଆସି ଯିବ ।

ତେବେ ଥାନା ରେ ଦେଖିବା ପାଇଁ ମିଳୁଛି ଜଣେ ଲେଡି ପୋଲିସ ସହିତ ଜଣେ ଯୁବକ ପୋଲିସ ଖେଳ କରୁଛି । ତେବେ ହଁ ଆଜ୍ଞା ଘଟଣା ଟି ସମ୍ପୂର୍ଣ୍ଣ ସତ ଅଟେ । ଜଣେ ଝିଅ ପୋଲିସ ସହିତ ଜଣେ ପୁଅ ପୋଲିସ କରୁଛି ରାସ ଲିଳା , ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଆସନ୍ତୁ ପୁରା ଘଟଣା ଟିକୁ ଜାଣିବା ।

ମଧ୍ୟ ପ୍ରଦେଶ ର ଜଣେ ଝିଅ ପୋଲସ ସହିତ ଜଣେ ପୁଅ ପୋଲିସ କରୁ ଥିଲେ ରାସ ଲୀଳା । ତେବେ ସେମାନେ ଦୁହେଁ କଲେଜ ପଢୁ ଥିବା ସମୟରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ଥିଲେ । ତେବେ ସେମାନେ ଏକା ସାଙ୍ଗରେ ପୋଲିସ ଚାକିରୀ ପାଇ ଥିଲେ ଏବଂ ଗୋଟିଏ ଜାଗାରେ ମଧ୍ୟ ସେ ଚାକିରୀ ପାଇ ଥିଲେ । ତେବେ ସେମାନଙ୍କୁ ଟିକେ ଲଜ୍ୟା ଲାଗୁ ଥିବା ଦରକାର ଯେ ସେମାନେ ପୋଲିସ ଅଫିସ ରେ କେହି ନ ଥିବା ସମୟରେ ରିମାନ୍ସ କରି ବାରେ ଲାଗି ଥିଲେ ।

ପୁଣି ପୋଲିସ ଇଉନିଫର୍ମ ରେ ଥିବା ବେଳେ ଏହି କାର୍ଯ୍ୟ କରୁ ଥିଲା । ଆପଣ ରୋମାନ୍ସ କରନ୍ତୁ , କିନ୍ତୁ ଘରେ କିମ୍ବା ହୋଟେଲ ରେ କରନ୍ତୁ । କିନ୍ତୁ ଏମିତି ପୋଲିସ ଅଫିସ ରେ ପୋଲିସ ଡ୍ରେସ ରେ କରିବା ଅର୍ଥ , ସାରା ପୋଲସ କୁ ଲଜିତ କରିବା ସହିତ ସମାନ ହେଇ ଯାଉଛି ।

ପୁଣି ଏକ ରାସ୍ତା ରେ ଗୋଟେ ଘଟଣା ଦେଖିବା ପାଇଁ ମିଳି ଥିଲା ,ଯାହା ଆପଣ ମାନେ କେବେ ଭାବି ପାରିବେ ନାହିଁ , ଜଣେ ମହିଳା ଏଭଳି କାମ କରି ପାରିବ । ତେବେ ଘଟଣା ଟି ହେଉଛି , ଜଣେ ସାଧାରଣ ମହିଳା ପୋଲିସ ଡ୍ରେସ ପିନ୍ଧି ଲୋକଙ୍କ ପାଖରୁ ପଇସା ମାଗୁଛି ଯାହା ଲୋକ ମାନେ ଅଭିଜଗ କରି ଛନ୍ତି ତା ସହିତ ଭିଡିଓ ମଧ୍ୟ କରି ଛନ୍ତି ।

ତ ଯେତେବେଳେ ମିଡ଼ିଆ ପଚାରିଲେ ଆପଣ କି ପୋଲିସ ସେ ସେଠାରେ କିଛି କହି ପାରି ନ ଥିଲେ , ସେ କହି ଥିଲେ ମୁଁ ଏବେ ଏବେ ନୂଆ ଆସିଛି , ସାର ମୋତେ ଏଠାରେ ରହିବା ପାଇଁ କହି ଛନ୍ତି । ତେବେ ଏହି ଭଳି ଅନେକ ଘଟଣା ଦେଖିବା ପାଇଁ ମିଳେ ସୋସିଆଲ ମିଡିଆରେ । ତେବେ ଆପଣ ମାନେ ଏମିତି କାମ କରନ୍ତୁ ନାହିଁ , ଯେଉଁ କାମ ଦ୍ୱାରା ଆପଣ ଦିନେ ବହୁତ ପସତେଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।