Ias Interview – ସେଇଟା କଣ ଯାହା ଝିଅ ମାନେ ପ୍ରଥମ ଥର କଲେ କଷ୍ଟ ହୋଇଥାଏ ? ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ!
ଆଜି କାଲି ଦୁନିଆ ରେ ସାଧାରଣ ଜ୍ଞାନ ର ବହୁତ ଆବଶ୍ୟକତା ରହିଛି। କାହିଁକି ନା ଆପଣ ଜୀବନରେ ଯାହା କିଛି ବି କରିବାକୁ ଚାହାନ୍ତୁ ନା କାହିଁକି ଯଦି ଆପଣଙ୍କ ର ସାଧାରଣ ଜ୍ଞାନ ରେ ଭଲ ଜ୍ଞାନ ନାହିଁ ତେବେ ଆପଣ କେବେବି ସଫଳ ହୋଇ ପାରିବେ ନାହିଁ। ଆଗ ଅପେକ୍ଷା ସେମାନେ ଏବେ ଭଲ ଶିକ୍ଷା ଲାଭ କରିବା ସହିତ ବହୁତ ଜ୍ଞାନ ଅର୍ଜନ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ତାଙ୍କର ଜ୍ଞାନ ଗୁଡିକ କେବେଳ ବହି ବା ପୁସ୍ତକ ରେ ସୀମିତ ହୋଇ ରହିଯାଉଛି।
ସେମାନେ ଯାହା ବହି ରେ ପଢୁଛନ୍ତି ସେତିକି ହିଁ ଜ୍ଞାନ ଅର୍ଜନ କରୁଛନ୍ତି। ଯାହା ଫଳରେ ସେମାନେ ଯେତେବେଳେ କୌଣସି ସାକ୍ଷାତ କାର କୁ ଯାଉଛନ୍ତି ସେଠାରେ ବିଭିନ୍ନ ପ୍ରକାର ର ପୁସ୍ତକ ବହିର୍ଭୁତ ପ୍ରଶ୍ନ ପଚରା ଯିବା ଦ୍ୱାରା ସେମନେ ସେଠାରେ ସଠିକ ଉତ୍ତର ଦେଇ ପାରୁ ନାହାନ୍ତି ଓ ବିଫଳତା ର ସମ୍ମୁଖୀନ ହେଉଛନ୍ତି। ତେବେ ଆଜି ଆପଣ ମାନଙ୍କ ପାଇଁ ଆମେ ଏପରି କିଛି ପ୍ରଶ୍ନ ଗୁଡିକ ନବୀ ଆସିଛୁ ଯାହାକି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପରୀକ୍ଷାରେ ସାହାଯ୍ୟ କରିବ।
ଏହି ପ୍ରଶ୍ନ ଗୁଡିକ ବିଭିନ୍ନ ପରୀକ୍ଷାରେ କିମ୍ବା ସାକ୍ଷାତ କାର ମାନଙ୍କ ରେ ପଚରା ଯାଇଥିଲା। ଏଗୁଡିକ ଆଗକୁ ମଧ୍ୟ ପଚରା ଯିବାର ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ।
୧. କେଉଁ ଭିଟାମିନ ଅଭାବ ରୁ ମୁଣ୍ଡର ବାଳ ଧଳା ହୋଇଯାଏ ?
ଉତ୍ତର – ଭିଟାମିନ B6 ଓ B12
୨. ଭାରତ ରେ କେଉଁ ବ୍ୟକ୍ତି ଙ୍କ ର ଫୋଟୋ ସବୁଠୁ ଅଧିକ ଛାଫା ଯାଏ ?
ଉତ୍ତର- ମହାତ୍ମା ଗାନ୍ଧୀ
୩. କେଉଁ ଜିନିଷ ଗାଧେଇଲା ପରେ ଛୋଟ ହୋଇ ଯାଏ ?
ଉତ୍ତର- ସାବୁନ
୪. ଉପରୁ ପଡିଲା ବୁଢା ବ୍ରାହ୍ମଣ ତା ଦେହ ସାରା ପଇତା ବଣ ?
ଉତ୍ତର- ମସିଣା
୫. ସେଇଟା କଣ ଯାହା ଝିଅ ମାନେ ପ୍ରଥମେ କଲେ କଷ୍ଟ ହୋଇଥାଏ ?
ଉତ୍ତର- କାନ ବା ନାକ ଫୋଡିଲା ବେଳେ
୬. ସବୁଠାରୁ ଦ୍ରୁତ ଗତି ରେ ଦୌଡୁଥିବା ପକ୍ଷୀର ନାମ କଣ ?
ଉତ୍ତର- ବାଜ ପକ୍ଷୀ
୭. ଭାରତ ର କେଉଁ ସ୍ଥାନରେ ବଙ୍ଗୋପ ସାଗର ଆରବ ସାଗର ଓ ଭାରତ ମହାସାଗର ର ମିଳନ ହୋଇଛି ?
ଉତ୍ତର- କନ୍ୟାକୁମାରି
୮. କ୍ଷେତ୍ରଫଳ ଅନୁସାରେ ଭାରତ ପୃଥିବୀର କେତେ ନମ୍ବର ଦେଶ ଅଟେ ?
ଉତ୍ତର- 7 ନମ୍ବର
୯. କେଉଁ ଯିବ ର 5 ଟି ଆଖି ଅଛି ?
ଉତ୍ତର- ମହୁମାଛି
୧୦. କେଉଁ ପକ୍ଷୀ ଯେଉଁବାଟେ ଖାଇଥାଏ ସେଇ ବାଟେ ମଳତ୍ୟାଗ କରିଥାଏ ?
ଉତ୍ତର- – ବାଦୁଡି
୧୧. କେଉଁ ଦେଶର ଲୋକ ମାନେ ଅଧିକ p u b g ଖେଳନ୍ତି ?
ଉତ୍ତର- ଭାରତ
୧୨. କେଉଁ ରାଜ୍ୟ ର ଲୋକ ଗୁଜୁରାତି ଭାଷା ରେ କଥା ବାର୍ତା କରନ୍ତି ?
ଉତ୍ତର- ଗୁଜୁରାଟ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ