Exclusive ଭିଡ଼ିଓ – ଟୁଙ୍ଗୁରୁ ଭୋଳ ପ୍ରେମିକା ବର୍ଷା ଜଣେ ସେକ୍ସ୍ ପେସେଣ୍ଟ,ଏ ନେଇ କଣ କହୁଛନ୍ତି ବ୍ୟକ୍ତି ଜଣକ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଆଜିକା ଦିନରେ ଆମ ସମାଜରେ ପରକୀୟା ପ୍ରୀତିର ବହୁ ଘଟଣା ସାମ୍ନାକୁ ଆସୁଛି। ସ୍ବାମୀକୁ ଛାଡ଼ି ସ୍ତ୍ରୀ କାହା ସହ ଫୋନରେ ବ୍ୟସ୍ତ ରହିଲାନି ତ କିଏ ସ୍ୱାମୀଙ୍କୁ ଛାଡି ପ୍ରେମିକ ସହ ଛୁ ମାରୁଛି। ଏମିତି କି ଛୁଆ ଥାଇ କି ମଧ୍ୟ ଫେରାର ହୋଇ ଯାଉଛି ମା।

ଆପଣମାନେ ସମସ୍ତେ ଭୁବନେଶ୍ଵରର ଚର୍ଚ୍ଚିତ ପ୍ରେମ କାହାଣୀ ଟୁଙ୍ଗୁରୁ ଓ ବର୍ଷାଙ୍କ ସମ୍ପର୍କରେ ନିଶ୍ଚୟ ଭାବରେ ଜାଣି ଥିବେ। ତେବେ ସେମାନଙ୍କ ପ୍ରେମ କାହାଣୀ ବହୁତ ଅଧିକ ଚର୍ଚ୍ଚିତ ହୋଇ ଯାଇ ଥିଲା । ଏହା ସହିତ ସେମାନଙ୍କ ପ୍ରେମ କାହାଣୀ ଉପରେ ଅନେକ ଲୋକ ଅନେକ ପ୍ରକାରେ ମତ ରଖି ଥିବେ ତେବେ ଏହି ପ୍ରେମ କାହାଣୀ ବହୁତ ଅଧିକ ଚର୍ଚ୍ଚିତ ହୋଇ ଯାଇ ଥିଲା ।

 ଏହା ପରେ ଏହାକୁ ନେଇ ଅନେକ ଘଟଣା ସମ୍ମୁଖକୁ ଆସି ଥିଲା। ଏମିତିକି ଏମାନଙ୍କ ପ୍ରେମ କାହାଣୀକୁ ନେଇ ସୋସିଆଲ ମିଡ଼ିଆରେ ଗୀତ ଭାଇରାଲ ହେବାରେ ଲାଗିଛି।

ତେବେ ସୂଚନା ଅନୁଯାୟୀ ରାଜଧାନୀରେ ବର୍ଷା ନାମକ ଜଣେ ବିବାହିତା ମହିଳା ଭରତପୁର ଥା-ନା ବାହାରେ ହତାରେ ଶଙ୍ଖା ସିନ୍ଦୁର ଫୁଲ ମାଳ ଓ ଗୋଲାପ ଫୁଲ ଧରି ନିଜ ପ୍ରେମିକକୁ ବିବାହ କରିବାକୁ ଜିଦ ଧରି ବସିଥିଲେ । ପ୍ରେମିକ ଥିଲେ ଆଲୋକ ଭୋଳ ଓରଫ୍ ଟୁଙ୍ଗୁରୁ।

 ଆଉ ପ୍ରେମିକ ଥିଲେ ଥାନା ଭିତରେ । ତେବେ ମହିଳା ଜଣକ ପ୍ରେମିକ ଟୁଙ୍ଗୁରୁ ସହିତ କିପରି ପ୍ରେମ ହୋଇଥିଲା ସେ ବିଷୟରେ ମଧ୍ୟ ମିଡ଼ିଆକୁ କହିଥିଲେ। ତାଙ୍କ କହିବା ଅନୁଯାୟୀ ଟୁଙ୍ଗୁରୁ ତାଙ୍କୁ ଏତେ ପ୍ରେମ କରୁଥିଲେ ଯେ ସେ ତାଙ୍କ ପ୍ରେମରେ ପଡ଼ିବାକୁ ବାଧ୍ୟ ହୋଇ ଯାଇଥିଲେ ସେଥିପାଇଁ ସେ ସ୍ବାମୀ ଓ ପିଲା ମାନଙ୍କୁ ପର କରି ଦେଇଥିଲେ।

ଟୁଙ୍ଗୁରୁ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ କିନ୍ତୁ ପରେ ସେ କୋର୍ଟରେ ଅନ୍ୟ ଜଣେ ଯୁବତୀକୁ ବିବାହ କରିଥିଲେ। ଯେ ନେଇ ବର୍ଷା ପ୍ରେମିକ ଟୁଙ୍ଗୁରୁ ନାଁରେ ଅଭିଯୋଗ ଆଣି ବିବାହ କାଟିବା ପାଇଁ ଜିଦ୍ ଧରି ବସିଥିଲେ।

ତେବେ ଏ ନେଇ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହେଉଥିବାର ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଲୋକେ ଏହା ଉପରେ ନାନାଦି ମତ୍ ରଖୁଛନ୍ତି ତେବେ ଏ ନେଇ ଜଣେ ଆଇନଜିବୀ କହିଛନ୍ତି ଟୁଙ୍ଗୁରୁ ଭୋଳଙ୍କ ପ୍ରେମିକା ବର୍ଷା ଭୋଳ ସେ ଜଣେ ସେକ୍ସ ପେସେଣ୍ଟ।

ସେଭଳି ମହିଳା ମାନେ ଅତ୍ୟଧିକ ସେକ୍ସ ଲାଳସାରେ ରହିଥାନ୍ତି। ଓ ପର ପୁରୁଷ ମାନଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି। ଏମାନେ ଜଣେ ଜଣେ ସାଇକୋ ପେସେଣ୍ଟ ଏମାନଙ୍କୁ ଯଦି ତାଗିଦ୍ ନ କରାଯାଏ ଏମାନେ ମୋର୍ଡର ବି କରିଦେଇ ପାରନ୍ତି। ତେଣୁ ଏମାନଙ୍କୁ ଜଗିକି ଟ୍ରିଟମେଣ୍ଟ କରି ରଖିବା ଉଚିତ୍।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।