ଯିଏ ଦେଖିବ ସିଏ ହସିବ… ପ୍ରଥମ ଥର ରୂପା ପିଣ୍ଟୁ ଙ୍କ ଏମିତି ଭିଡ଼ିଓ ହେଲା ଭାଇରାଲ…

ଓଡ଼ିଶାର ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ର ଏକ ସୁପରହିଟ ଯୋଡି ଭାବରେ ରୂପା ଏବଂ ପିଣ୍ଟୁ ଦୁଇ ଜଣ ଏକ ଲୋକପ୍ରିୟ ଚେହେରା ପାଲଟିଛନ୍ତି।ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟ କୁ ଛୁଇଁଲା ଭଳି ଗୀତ ସବୁ କରୁଛନ୍ତି।

ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି। ଯାହା ଆପଣ ସୋସିଆଲ ମିଡ଼ିଆରେ ସେମାନଙ୍କ ପ୍ରଶଂସକ ମାନଙ୍କର ଭଲପାଇବା ଏବଂ ପ୍ରତିକ୍ରିୟାରୁ ଜାଣି ପାରୁଥିବେ। ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ। ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ସମୟକ୍ରମେ ଦେଖିବାକୁ ପାଉଥିବେ।

ଯାହାକୁ ଦେଖି ଆପଣ ବହୁତ୍ ଖୁସି ବି ହେଉଥିବେ ଏବଂ ଏକ ଭିନ୍ନ ଧରଣର ମନୋରଂଜନ ବି ହେଉଥିବେ। ତେବେ ରୂପା ଏବଂ ପିଣ୍ଟୁ ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି। ଏବେ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ବହୁତ୍ ଅଧିକ।

ତେବେ ସେମାନେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ଓଡ଼ିଶା ରେ। ବହୁତ୍ ସୁନ୍ଦର୍ ସୁନ୍ଦର୍ ଭିଡିଓ ସବୁ ସେମାନେ ଲୋକଙ୍କୁ ମନୋରଂଜନ ପାଇଁ ଭେଟି ଦେଉଛନ୍ତି। ତେବେ ଏହି ଯୋଡ଼ି ବହୁତ୍ ଲୋକପ୍ରିୟ ହେବା ପରେ ସେମାନଙ୍କ ଜୀବନ ଶୈଳୀ ବିଷୟ ରେ ଜାଣିବାକୁ ଆଗ୍ରହ କରୁଛନ୍ତି ଲୋକେ। ଏଥିପାଇଁ ଲୋକଙ୍କର ଅଧିକ ନିକଟତର ହେବାକୁ ସେମାନେ ବ୍ଲଗ୍ କରିବା ବି ଆରମ୍ଭ କରି ଦେଇଛନ୍ତି।

ଏହି ବ୍ଲଗ୍ ଜରିଆ ରେ ନିଜ ବ୍ୟକ୍ତିଗତ ଜୀବନର ଏବଂ ପ୍ରଫେସନାଲ ଲାଇଫ୍ ର ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେମାନେ ତାଙ୍କର ପ୍ରାସଂଶକ ମାନଙ୍କ ସହ ସେୟାର କରୁଛନ୍ତି। ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମ ରେ ତିଆରି ହୋଇଛି ତାଙ୍କର ଏହି ବ୍ଲଗ୍ ଚ୍ୟାନେଲ।

ଏହି ଚ୍ୟାନେଲ ରେ ଅନେକ ଭିଡିଓ ଅପଲୋଡ଼ ହୋଇ ଥିବାର ଆପଣ ଦେଖିବାକୁ ପାଇଥିବେ। ସେମାନଙ୍କର ଅନେକ ସୁନ୍ଦର୍ ସୁନ୍ଦର୍ ମୁହୂର୍ତ୍ତ କୁ ଏହି ଚ୍ୟାନେଲ ରେ ଦର୍ଶକ ମାନେ ଦେଖିବାକୁ ପାଉଥିବା ବେଳେ ଏବେ ପୁଣି ଏକ ଭିଡିଓ ସାମ୍ନା କୁ ଆସିଛି। ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ରୂପା ଏବଂ ପିଣ୍ଟୁ ସୁଟିଂ ରୁ ଫେରିବା ପରେ କିପରି ଭାବରେ ତାଙ୍କର ଅବସ୍ଥା ରହିଛି।

କାର ରୁ ଡ୍ରେସ୍, କଷ୍ଟ୍ୟୁମ୍ ସବୁ ବାହାର କରୁଛନ୍ତି ରୂପା ଯେଉଁ ପୋଷକ ସବୁ କାର ଡିଗି ରେ ଅସଜଡା ହୋଇ ପଡ଼ିଥିଲା। ଏହା ପରେ ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ ଯେ ରୂପା ଏବଂ ପିଣ୍ଟୁ ତାଙ୍କ ବାଡ଼ି ରୁ କିପରି ପରିବା ତୋଲୁ ଛନ୍ତି।

ଏହି ସମୟରେ ପିଣ୍ଟୁ ମଜା କରୁଛନ୍ତି। ଝିଅ ଖୁସି ମଧ୍ୟ ମାଆ ବାପାଙ୍କୁ ସହିତ ବାଡ଼ିକୁ ଯାଇଛି ଏବଂ ଲେମ୍ବୁ ଗଛରୁ ଲେମ୍ବୁ ତୋଳିବା ପାଇଁ କହୁଛି। ଏହିପରି ଅନେକ ମଜାଦାର ଦୃଶ୍ୟ ଆପଣ ଏହି ବ୍ଲଗ୍ ଭିଡିଓ ରେ ଦେଖିବାକୁ ପାଇବେ, ଯାହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।