ତପସ୍ୱିନୀ ଙ୍କ ବିବାଦ ରେ ପୁଣି ଆସିଲା ତିକ୍ତତା । କୁକୁର ଯେଉଁ ରୁମ ରେ ରହୁଛି ସେଇ ରୁମ ଟିକୁ ତପସ୍ୱିନୀ କୁ ଦିଆ ଯାଉଛି ।

କୁକୁର କୁ ଦିଆଯିବ ବେଡ଼ ରୁମ ମୋତେ ଦିଆ ଯିବ କୁକୁର ରୁମ । ତେବେ ଆପଣ ମାନେ ତ ତପସ୍ୱିନୀ କଥା ସମସ୍ତେ ଜାଣି ଥିବେ । ଦୀର୍ଘ 41 ଦିନର ତପସ୍ୱିନୀ ଙ୍କର ତପସ୍ୟା ପରେ ଆଜି ତାଙ୍କ ସ୍ୱାମୀ ଙ୍କୁ ଫେରି ପାଇଛନ୍ତି । ସେ ତାଙ୍କ ଉଜାଡ଼ି ଯାଇ ଥିବା ସଂସାର କୁ ସଜାଡି ଦେଇ ସାରିବା ପରେ , ଏକ ନୂଆ ଘଟଣା ସାମ୍ନା କୁ ଆସିଛି । ଯେତେ ତପସ୍ୱିନୀ ଙ୍କୁ ତାଙ୍କ ଶଶୁର ଘର ଲୋକ କୁକୁର ଯେଉଁ ଘରେ ରହେ ସେହି ଘରେ ଶୋଇବା ପାଇଁ କିମ୍ବା ରହିବା ପାଇଁ ଦେଉ ଛନ୍ତି । ତେବେ ତପସ୍ୱିନୀ ଙ୍କର ଶଶୁର ଘରେ ତାଙ୍କ ଶାଶୁ ଓ ଶଶୁର ଏବଂ ତାଙ୍କ ବୁଢ଼ୀମା ରୁଅନ୍ତି । ତାଙ୍କ ସ୍ୱାମୀ ଜଣେ ଡାକ୍ତର । କନ୍ତୁ କିଛି ଦିନ ତଳେ ତାଙ୍କ ସ୍ୱାମୀ ସ୍ତ୍ରୀ ଭିତରେ ମନ ମାଳିନ ହୋଇ ଥିଲା । ଯାହା ଫୋଳରେ କୋଟ ର ଦ୍ୱାରସ୍ଥ ହୋଇ ଥିଲେ । କିନ୍ତୁ ପ୍ରଥମେ କୋର୍ଟ କିଛି ରାୟ ଦେଇ ନ ଥିଲେ ।


କେବଳ ଏତିକି କହି ଥିଲେ ସେମାନେ ଦୁଇ ଜଣ ଗୋଟେ ଘରେ ରହୁନ୍ତି । ରହିବା ପରେ ଯଦି ତାଙ୍କ ମନ ମିଶିଲା ତାହାଲେ ସେମାନେ ଏକାଠି ରହିବେ ଯଦି ନ ମିଶିଲା ତାହାଲେ ଡିଭୋସ ହୋଇ ଯିବ । ତେବେ ଦୀର୍ଘ 41 ଦିନର ଅପରେସନ ପରେ ସେମାନେ 2 ଜଣ ସାଥି ହୋଇ ରହିବେ । ତେବେ ସେଥି ପାଇଁ ଡାକ୍ତର ସୁମିତ ତାଙ୍କୁ ମାସକୁ 17 ହଜାର ଟଙ୍କା ଦେବେ । ପୁଣି ଏହି 17 ହଜାର ଟଙ୍କା 10 ତାରିଖ ମଧ୍ୟରେ ଦେବେ ବୋଲି କୋର୍ଟ କହିଛି ।

ତେବେ ଶାଶୁ ଘରକୁ ପୁଣି ଥରେ ଯିବା ପାଇଁ ତପସ୍ୱିନୀ ମିଡ଼ିଆ ଆଗରେ କହି ଛନ୍ତି । ଯେ ସେ ଶାଶୁ ଘରକୁ ଯିବେ ଶାଶୁ ଶାଶୁ ଶଶୁରଙ୍କ ସେବା କରିବେ । ଆଜି ସିନା ମୋତେ ଭଲ ପାଉ ନାହାଁନ୍ତି ଦିନ ଆସିବ ସେମାନେ ମୋତେ ବହୁତ ଭଲ ପାଇବେ । ମଣିଷର ସବୁ ଦିନ ଭୁଲ ହେଇ ନ ଥାଏ , ପରିସ୍ଥିତି ତାକୁ ଦିନେ ସମ୍ପୂର୍ଣ ଠିକ କରି ଦେଇ ଥାଏ ।
ମୁଁ ଆଗରୁ ଯେମିତି ଶାଶୁ ଘରେ ରହୁଥିଲି ଆଜି ମଧ୍ୟ ଠିକ ସେହି ଭଳି ରହିବି । କିନ୍ତୁ ଏବେ ଘଟଣା ସାମ୍ନା କୁ ଆସିଛି ତପସ୍ୱିନୀ ତାଙ୍କ ଶାଶୁ ଘର ଲୋକ ତାଙ୍କୁ ଉପର ରୁମ ରେ ରହିବା ପାଇଁ ଦେଉଛନ୍ତି । ଯେଉଁ ରୁମ ରେ କୁକୁର ରହୁ ଥିଲା ସେହି ରୁମ ରେ ତପସ୍ୱିନୀ ଙ୍କୁ ରହିବା ପାଇଁ ଦେଉଛନ୍ତି ।

ତେବେ ବର୍ତ୍ତମାନ ର ସବୁ ଠାରୁ ବଡ଼ ଖବର । ତେବେ ଏଥି ପାଇଁ ଜଣା ପଡୁଛି ଯେ ତାଙ୍କ ଶାଶୁ ଶଶୁର ତାଙ୍କ ଉପରେ ବହୁତ ରାଗି ଛନ୍ତି । ଏହି ଖବର ଟି ଏବେ ସୋସିଆଲ ମିଡିଆରେ ବେସ ଚର୍ଚା ରେ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।