ତପସ୍ୱିନୀ ପରେ ଆଉ ଏକ ଘଟଣା ସାମ୍ନା କୁ ଆସିଲା ।ତପସ୍ୱିନୀ ବସିଥିଲା 41 ଦିନ , କିନ୍ତୁ ଏ ମହିଳା ବସିବେ 100 ଦିନ ପର୍ଯ୍ୟନ୍ତ । ଯେତେ ଦିନ ପର୍ଯ୍ୟନ୍ତ ତାକୁ ନ୍ୟାୟ ନ ମିଳି ନାହିଁ ସେତେ ଦିନ ପର୍ଯ୍ୟନ ଏ ମହିଳା ଅନଶନ ରେ ବସିବେ ବୋଲି କହୁ ଛନ୍ତି । ତେବେ ଘଟଣା ଟି ହେଉଛି ଯାଜପୁର ଜିଲ୍ଲା ରେ ଦେଖିବା ପାଇଁ ମିଳି ଥିଲା । ଜଣେ ମହିଳା ଗୋଟେ ଦୋକାନ ଆଗରେ ବସି ଥିବା ର ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା ।
ତେବେ ଜଣା ପଡୁଛି ଯେ ସେଟା ତାଙ୍କ ସ୍ୱାମୀ ଙ୍କ ଦୋକାନ । ନାରୀ ଅବହେଳା ଦୁର୍ବଳତା ଫାଇଦା ଉଠାଇ , ନାରୀ ମାନଙ୍କ ପ୍ରତି ବହୁତ ଅନ୍ୟାୟ ହେଉଛି । ଯେମିତି ତପସ୍ୱିନୀ ପ୍ରତି ଅନ୍ୟାୟ ହୋଇ ଥିଲା , କିନ୍ତୁ ସେ ଏବେ ନ୍ୟାୟ ପାଇ ଗଲେଣି । ଠିକ ସେହି ଭଳି ଆଜି ଏକ ଘଟଣା ସାମ୍ନା କୁ ଆସିଛି । ଆସନ୍ତୁ ସେହି ଘଟଣା ବିଷୟରେ କିଛି ଜାଣିବା ।
ଜଣେ ମହିଳାଙ୍କ ର 2020 ମସିହା ରେ ବିବାହ ହୋଇ ଥିଲା । ତେବେ ବିବାହ ର 8 ମାସ ପରେ ମହିଳା ଟିର ବାପା , ଭାଇ , ମା ମରି ଗଲେ । ଯାହା ଫୋଳରେ ଶାଶୁ ଘର ଲୋକ ସେହି ଦିନ ପାଖରୁ ତାଙ୍କୁ ବହୁତ ଅତ୍ୟାଚାର କରି ଥିଲେ । ଯେହେତୁ ତାଙ୍କର କେହି ନାହାନ୍ତି ସେଥି ପାଇଁ ତାଙ୍କୁ ବହୁତ ଅତ୍ୟାଚାର କରି ଥିଲେ ।
ତା ପରେ ମହିଳା ଜଣକ ତାଙ୍କ ବାପ ଘରକୁ ପଳେଇ ଆସି ଥିଲେ ।ତାଙ୍କ ବାପ ଘରେ କେହି ନାହାନ୍ତି , କେବଳ ତାଙ୍କ ବୁଢ଼ୀ ମା ଅଛନ୍ତି
ତେବେ ସେ ମହିଳା ଜଣକ ଜାଣି ପାରିଲେ ଯେ ତାଙ୍କ ସ୍ୱାମୀ ପାଇଁ ନୂଆ ପ୍ରସ୍ତାବ ଆସୁଛି । ସେଥି ପାଇଁ ସେ ରାଜ ରାସ୍ତା କୁ ଓଲ୍ହାଇ ଆସି ଥିଲେ ନିଆୟ ପାଇବା ପାଇଁ ।
ସେଠାରେ ସେ ବହୁତ ସମୟ ଧରି ବସି ଥିଲେ । ଲୋକ ମଧ୍ୟ ବହୁତ ଭିଡ ହୋଇ ଥିଲେ । ତେବେ ମହିଳା ଜଣକ ତାଙ୍କ ସ୍ୱାମୀ ନାଁ ରେ ବହୁତ କଟୁ କଥା କହି ଥିଲେ । ତେବେ ପ୍ରକୃତ କଥା ହେଉଛି ମହିଳା ଟିକୁ ନିଆୟ ମିଳି ନାହିଁ ସେଥି ପାଇଁ ସେ ରାଜ ରାସ୍ତା କୁ ଓଲ୍ହାଇ ଆସିଛି । ତେବେ ଘଟଣା ସ୍ଥଳ ପୋଲିସ ଆସି ଥିଲା ।
ଆଉ ତାପରେ ସେହି ମହିଳା ଟିକୁ ଥାନା କୁ ନେଇ ଯାଇ ଥିଲା । ମହିଳା ଟିର କହିବା କଥା ଯେ , ସେ ପ୍ରଥମେ ଥାନା ରେ ଅଭିଜଗ କରିଥିଲା । ଥାନା ରୁ କୋର୍ଟ ପର୍ଯ୍ୟନ୍ତ କଥା ଯାଇ ଥିଲା । କୋର୍ଟ ରେ କହି ଥିଲେ ମହିଳା ଟିକୁ ତାର ମାସିକ ଖର୍ଚ୍ଚ ଦେବା ପାଇଁ । କିନ୍ତୁ ତା ସ୍ବାମୀ ତାକୁ ଦେଇ ନ ଥିଲେ । ତେବେ ଏହା ହେଉଛି ତାର ସମ୍ପୂର୍ଣ ଘଟଣା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।