IAS Question- ତାହା କ’ଣ ଯାହା ଗରିବ ଲୋକମାନେ ବାହାରେ କାଢି ଫିଙ୍ଗି ଦିଅନ୍ତି କିନ୍ତୁ ଧନି ଲୋକ ମାନେ ପକେଟରେ ରଖିଥାନ୍ତି ? ଏହି ଉତ୍ତର ଦେବାରେ 99% ଲୋକ ଫେଲ….

ଆଜିର ଦୁନିଆ ରେ ପ୍ରତିଯୋଗିତା ବହୁତ ବଢି ଯାଇଛି ।ବର୍ତମାନ ଦୁନିଆ ରେ ପିଲା ମାନେ ବହୁତ ଶିକ୍ଷା ଲାଭ କରୁଛନ୍ତି। ଆଗ ଅପେକ୍ଷା ସେମାନେ ଏବେ ଭଲ ଶିକ୍ଷା ଲାଭ କରିବା ସହିତ ବହୁତ ଜ୍ଞାନ ଅର୍ଜନ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ତାଙ୍କର ଜ୍ଞାନ ଗୁଡିକ କେବେଳ ବହି ବା ପୁସ୍ତକ ରେ ସୀମିତ ହୋଇ ରହିଯାଉଛି।

ସେମାନେ ଯାହା ବହି ରେ ପଢୁଛନ୍ତି ସେତିକି ହିଁ ଜ୍ଞାନ ଅର୍ଜନ କରୁଛନ୍ତି। ଯାହା ଫଳରେ ସେମାନେ ଯେତେବେଳେ କୌଣସି ସାକ୍ଷାତ କାର କୁ ଯାଉଛନ୍ତି ସେଠାରେ ବିଭିନ୍ନ ପ୍ରକାର ର ପୁସ୍ତକ ବହିର୍ଭୁତ ପ୍ରଶ୍ନ ପଚରା ଯିବା ଦ୍ୱାରା ସେମନେ ସେଠାରେ ସଠିକ ଉତ୍ତର ଦେଇ ପାରୁ ନାହାନ୍ତି ଓ ବିଫଳତା ର ସମ୍ମୁଖୀନ ହେଉଛନ୍ତି।

ତେବେ ଆଜି ଆପଣ ମାନଙ୍କ ପାଇଁ ଆମେ ଏପରି କିଛି ପ୍ରଶ୍ନ ଗୁଡିକ ନବୀ ଆସିଛୁ ଯାହାକି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପରୀକ୍ଷାରେ ସାହାଯ୍ୟ କରିବ। ଏହି ପ୍ରଶ୍ନ ଗୁଡିକ ବିଭିନ୍ନ ପରୀକ୍ଷାରେ କିମ୍ବା ସାକ୍ଷାତ କାର ମାନଙ୍କ ରେ ପଚରା ଯାଇଥିଲା। ଏଗୁଡିକ ଆଗକୁ ମଧ୍ୟ ପଚରା ଯିବାର ସମ୍ଭା ବନା ରହିଛି। ତେବେ ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ।

୧. ଇଂରାଜୀ ରେ କେଉଁ ଅକ୍ଷର ରେ ବହୁତ ପାଣି ଅଛି ?
ଉତ୍ତର – ସି (C)

୨. ଜଳ କେତେ ଡିଗ୍ରୀ ସେଲସିୟସ ରେ ବାଷ୍ପ ହୋଇ ଥାଏ ?
ଉତ୍ତର- 100℃

୩. ଜାତୀୟ ସଙ୍ଗୀତ କିଏ ଲେଖିଥିଲେ ?
ଉତ୍ତର- ରବୀନ୍ଦ୍ର ନାଥ ଠାକୁର

୪. ଲୋକ ମାନେ କାହିଁକି ସୁନାର ପାଉଁଜି ବନାନ୍ତି ନାହିଁ ?
ଉତ୍ତର- କାହିଁକି ନା ସେଥିରେ ଅଧିକ ଖର୍ଚ୍ଚ ହେବ।

୫. କେଉଁ ଡର ଆପଣଙ୍କୁ ସୁନ୍ଦର ଦେଖା ଯିବାରେ ସାହାଯ୍ୟ କରେ ?
ଉତ୍ତର- ପାଉଡର

୬. କିଛି ଲୋକ ଗୋଟେ କୁକୁର କୁ ଓଲଟାଇ ତାର ପୂଜା କରୁଥିଲେ ଏହାର ଅର୍ଥ କଣ ?
ଉତ୍ତର- କାହିଁକି ନା Dog କୁ ଓଲଟାଇଲେ God ହୁଏ।

. ତାହା କଣ ଯାହା ଗରିବ ଲୋକ ମାନେ ବାହାରେ ଫିଙ୍ଗି ଦିଅନ୍ତି କିନ୍ତୁ ଧନୀ ଲୋକ ମାନେ ପକେଟ ରେ ରଖନ୍ତି ?
ଉତ୍ତର- ସିଙ୍ଘାଣି

୮. କେଉଁ କୁଆ ଉଡିପାରେ ନାହିଁ ?
ଉତ୍ତର- ଠେକୁଆ

୯. ସୂର୍ଯ୍ୟ ପ୍ରତିଦିନ କେଉଁ ଦିଗରେ ଅସ୍ତ ହୁଅନ୍ତି ?
ଉତ୍ତର- ପଶ୍ଚିମ

୧୦. କେଉଁ ଦଂଡାରେ ଘାସ ନାହିଁ ?
ଉତ୍ତର- ନାକ ଦଣ୍ଡା

୧୧. କେଉଁ ଦୀପ ଜଳେ ନାହିଁ ?
ଉତ୍ତର- ପାରାଦୀପ

୧୨. କେଉଁ ରାଜ୍ୟ ର ଲୋକ ତାମିଲ ଭାଷାରେ କଥା ବାର୍ତା କରନ୍ତି ?
ଉତ୍ତର- ତାମିଲ ନାଡୁ

୧୩. ସ୍ଵଭାଵ କବି କାହାକୁ କୁହା ଯାଏ ?
ଉତ୍ତର- ସ୍ଵଭାଵ କବି ଗଙ୍ଗା ଧର ମେହେର ଙ୍କୁ କୁହା ଯାଏ।

14. କେଉଁ ଗୋଲା ରେ କାଠ ନାହିଁ ?
ଉତ୍ତର – ରୋସ ଗୋଲା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।