Ias Interview – ତାହା କଣ ଅଟେ ଯାହା ଝିଅ ମାନଙ୍କ ଭିତରେ ପୁଅ ମାନେ ପୁରାଇଲେ ପ୍ରଥମେ କଷ୍ଟ ଲାଗେ ଆଉ ପରେ ମଜା ? ସାହସ ଅଛି ତ ଉତ୍ତର ଦିଅ…..

ଆଜି କାଲି ଦୁନିଆ ରେ ସାଧାରଣ ଜ୍ଞାନ ର ବହୁତ ଆବଶ୍ୟକତା ରହିଛି। କାହିଁକି ନା ଆପଣ ଜୀବନରେ ଯାହା କିଛି ବି କରିବାକୁ ଚାହାନ୍ତୁ ନା କାହିଁକି ଯଦି ଆପଣଙ୍କ ର ସାଧାରଣ ଜ୍ଞାନ ରେ ଭଲ ଜ୍ଞାନ ନାହିଁ ତେବେ ଆପଣ କେବେବି ସଫଳ ହୋଇ ପାରିବେ ନାହିଁ। ଆଗ ଅପେକ୍ଷା ସେମାନେ ଏବେ ଭଲ ଶିକ୍ଷା ଲାଭ କରିବା ସହିତ ବହୁତ ଜ୍ଞାନ ଅର୍ଜନ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ତାଙ୍କର ଜ୍ଞାନ ଗୁଡିକ କେବେଳ ବହି ବା ପୁସ୍ତକ ରେ ସୀମିତ ହୋଇ ରହିଯାଉଛି।

ସେମାନେ ଯାହା ବହି ରେ ପଢୁଛନ୍ତି ସେତିକି ହିଁ ଜ୍ଞାନ ଅର୍ଜନ କରୁଛନ୍ତି। ଯାହା ଫଳରେ ସେମାନେ ଯେତେବେଳେ କୌଣସି ସାକ୍ଷାତ କାର କୁ ଯାଉଛନ୍ତି ସେଠାରେ ବିଭିନ୍ନ ପ୍ରକାର ର ପୁସ୍ତକ ବହିର୍ଭୁତ ପ୍ରଶ୍ନ ପଚରା ଯିବା ଦ୍ୱାରା ସେମନେ ସେଠାରେ ସଠିକ ଉତ୍ତର ଦେଇ ପାରୁ ନାହାନ୍ତି ଓ ବିଫଳତା ର ସମ୍ମୁଖୀନ ହେଉଛନ୍ତି। ତେବେ ଆଜି ଆପଣ ମାନଙ୍କ ପାଇଁ ଆମେ ଏପରି କିଛି ପ୍ରଶ୍ନ ଗୁଡିକ ନବୀ ଆସିଛୁ ଯାହାକି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପରୀକ୍ଷାରେ ସାହାଯ୍ୟ କରିବ।

ଏହି ପ୍ରଶ୍ନ ଗୁଡିକ ବିଭିନ୍ନ ପରୀକ୍ଷାରେ କିମ୍ବା ସାକ୍ଷାତ କାର ମାନଙ୍କ ରେ ପଚରା ଯାଇଥିଲା। ଏଗୁଡିକ ଆଗକୁ ମଧ୍ୟ ପଚରା ଯିବାର ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ।  ୧.ପ୍ରଶ୍ନ-ଏହା କେଉଁ ଜିନିଷ ଅଟେ ଯାହା ପୁଅ ମାନଙ୍କ ର ଲମ୍ବା ଏବଂ ଝିଅ ମାନଙ୍କ ର ଗୋଲ ଗୋଲ ହୋଇଥାଏ ?
ଉତ୍ତର-ଚନ୍ଦନ ଟୀକା ।

୨.ପ୍ରଶ୍ନ-ତାହା କେଉଁ ଜାଗା ଅଟେ ଯେଉଁ ଠାରେ ପୁଅ ଓ ଝିଅ ଙ୍କର ବାଳ ମୋଡ଼ି ମୋଡି ହୋଇ ରହିଥାଏ ?
ଉତ୍ତର-ଆଫ୍ରିକା ।

୩.ପ୍ରଶ୍ନ-ଭାରତ ର ପ୍ରଥମ ଖବର କାଗଜ ର ନାମ କଣ ?
ଉତ୍ତର-ବେଙ୍ଗଲ ଗ୍ୟାଜେଟ ।

୪.ପ୍ରଶ୍ନ-ତାହା କଣ ଅଟେ ଯାହା ଝିଅ ମାନଙ୍କ ଭିତରେ ପୁଅ ମାନେ ପୁରାଇଲେ ପ୍ରଥମେ କଷ୍ଟ ଲାଗେ ଆଉ ପରେ ମଜା ?
ଉତ୍ତର-କାନ ବା ନାକ ଫୁଡାଇଲେ।

୫.ପ୍ରଶ୍ନ-ରାଜ୍ୟସଭା ର ମୁଖ୍ୟ ଚେୟାରମ୍ୟାନ କିଏ ହୋଇଥାନ୍ତି ?
ଉତ୍ତର-ଭାଇସ ପ୍ରେସିଡେଣ୍ଟ ।

୬.ପ୍ରଶ୍ନ-ତାହା କଣ ଅଟେ ଯାହା ଯାହା ନିଆଁ ପାଇଲେ ବଞ୍ଚିଥାଏ ଏବଂ ନିଆଁ ଦ୍ଵାରା ହିଁ ମରିଯାଏ ?
ଉତ୍ତର-ଛାଇ ।

୭.ପ୍ରଶ୍ନ-ଭାରତ ର ସମ୍ବିଧାନ ନାଗରିକ ମାନଙ୍କ ପାଇଁ କେତୋଟି ମୌଳିକ ଅଧିକାର ଲାଗୁ କରିଛନ୍ତି ?
ଉତ୍ତର-୬ ଟି।

୮.ପ୍ରଶ୍ନ-କେଉଁ ଦେଶ କି ଧଳା ହାତୀ ର ଦେଶ ବୋଲି କୁହାଯାଏ ?
ଉତ୍ତର-ଥାଇଲାଣ୍ଡ ।

୯.ପ୍ରଶ୍ନ-କେଉଁ ପ୍ରାଣୀ ର ହୃଦୟ ତାର ମସ୍ତିଷ୍କ ରେ ରହିଥାଏ ?
ଉତ୍ତର-ଚିଙ୍ଗୁଡ଼ି।

୧୦.ପ୍ରଶ୍ନ-ଝିଅ ମାନେ କେତେବେଳେ ସବୁ କପଡ଼ା ବାହାର କରିଥାନ୍ତି ?
ଉତ୍ତର-ଡ୍ରେସ ସଫା କରି ସୁଖେଇ ସାରିବା ପରେ ସବୁ କପଡ଼ା ବାହାର କରିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ