ଆଜି ଏକ ଏମିତି ଘଟଣା ସାମ୍ନା କୁ ଆସିଛି ଯାହା ଆପଣ ଦେଖିବା ପରେ ସମ୍ପୂର୍ଣ ଡରି ଯିବେ । ତେବେ ଘଟଣା ଟି ହେଉଛି ଚିତା ବାଘ ଓ ମାଙ୍କଡ଼ ର ଛକା ପଂଜା ଖେଳ । ଆଜ୍ଞା ଚିତା ବାଘ ଭାରତ ରେ ବହୁତ କମ ସଂଖ୍ୟା ରେ ଦେଖିବା କୁ ମିଳି ଥାଏ । କିନ୍ତୁ ମାଙ୍କଡ଼ ଭାରତ ରେ ଅଧିକ ସଂଖ୍ୟକ ଦେଖିବା ପାଇଁ ମିଳି ଥାଏ । ତେବେ ଚିତା ବାଘ ଅଧିକ କୋଉଠି ଦେଖିବା ପାଇଁ ମିଳି ଥାଏ ।
ଚିତା ବାଘ ସାଧାରଣ ଭାବରେ ଦେଖିବା ପାଇଁ ଗଲେ ଆମେରିକା , ରୁଷ ରେ ଅଧିକ ସଂଖ୍ୟକ ଦେଖିବା ପାଇଁ ମିଳି ଥାଏ । କିନ୍ତୁ ମାଙ୍କଡ଼ ଦେଖିବା ସେମାନଙ୍କ ର ଗୋଟିଏ ସ୍ୱପ୍ନ ହୋଇ ଥାଏ ।
ଯେମିତି ଆମେ ଚିତା ବାଘ ଦେଖିବା ଆମ ପାଇଁ ଗୋଟେ ସ୍ୱପ୍ନ ହୋଇ ଥାଏ । ସଧାରଣ ବାଘ ଆମ ଭାରତ ରେ ବହୁତ ସ୍ଥାନ ରେ ଦେଖିବା ପାଇଁ ମିଳି ଥାଏ । କିନ୍ତୁ ଚିତା ବାଘ ଗୋଟେ ଏମିତି ଜନ୍ତୁ ଯେ କି ସେ ଗଛ ଉପରକୁ ଉଠି ପାରେ । ଗଛ ଉପରେ ମଧ୍ୟ ଶିକାର କରି ପାରେ ।
ତେବେ ସେ ବେଶି ପତଳା ବୋଲି ଗଛ ଉପରକୁ ଉଠି ପାରେ । ତାର ଗୋଡ଼ ରେ ବଡ଼ ବଡ଼ ନଖ ଥିବାରୁ ସେ ଗଛ ଉପରକୁ ଉଠି ପାରେ ଏବଂ ଏ ଗଛ ରୁ ସେ ଗଛ କୁ ମଧ୍ୟ ଚିଲା ମାରିବାର ମଧ୍ୟ ସକ୍ଷମ ରଖି ପାରେ । ଆଜି ଏକ ଘଟଣା ସାମ୍ନା କୁ ଆସିଛି । ଯେଉଁ ଘଟଣା ରେ ଗୋଟେ ଚିତା ବାଘ ମାଙ୍କଡ଼2 ଟିକୁ ଶିକାର କରିବା ପାଇଁ ବସିଛି ।
ପ୍ରଥମେ ଚିତା ବାଘ ଟି ଦେଖି ଥିଲା ମାଙ୍କଡ଼ ଟିକୁ । ଚିତା ବାଘ ଟି ବହୁତ ଭୋକିଲା ଥିଲା । ତେଣୁ ସେ ମାଙ୍କଡ଼ ଟିକୁ ଶିକାର କରିବା ପାଇଁ ବସିଲା । ମାଙ୍କଡ଼ ଟି ଭୟ ରେ ଏ ଡାଳରୁ ସେ ଡାଳକୁ ଲମ୍ଫ ଦେବାରେ ଲାଗିଲା । ଚିତା ବାଘ ଟି ମଧ୍ୟ ଠିକ ସେହି ପରି ତାକୁ ଗୋଡ଼ାଇ ବାରେ ଲାଗିଲା । କିନ୍ତୁ ମାଙ୍କଡ଼ କୁ ଧରିବା ବହୁତ କଷ୍ଟ କର ଥିଲା ତା ପାଇଁ ।
ହେଲେ ମଧ୍ୟ ସେ ହାର ମାନି ନ ଥିଲା । ତେବେ ଭିଡିଓ ଟିରେ ଯାହା ରହିଛି ଆମେ ଆପଣଂକୁ ତାହା ଜଣାଇଲୁ । ଆପଣ ଭିଡିଓ ଟିକୁ ଦେଖିଲେ ଜାଣି ପାରିବେ । ମାଙ୍କଡ଼ ଟିକୁ ଶିକାର କରିବା ପାଇଁ ସେ ଚିତା ବାଘ ଟି କେମିତି ହେଉ ଥିଲା ।
ବାରମ୍ବାର ବିଫଳ ହେବା ସ୍ୱତେ ମଧ୍ୟ ଚେଷ୍ଟା ଜାରି ରଖି ଥିଲା । ହେଲେ ମାଙ୍କଡ଼ କୁ ପାଇବ ତା ପାଖେ ଅସମ୍ଭବ । ତେଣୁ ଏଥିରୁ କିଛି ଶିଖିବା ପାଇଁ ମିଲିଲା ଯେ , କୌଣସି ଜିନିଷ ମିଳୁ ବା ନ ମିଳୁ କର୍ମ କରିବା ନିହାତି ଆବଶ୍ୟକ ଅଟେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।