viral video – ମୁଁ ସେଇ ମାଇକିନା ଧରି ଶୋଇବି ! ସ୍ବାମୀ ଜଣକର ସାବିତ୍ରୀ ବ୍ରତ କରୁଛି ଆଉ ଜଣେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ପ୍ରେମ କଲେ ବିବାହ କଲେ ଘରେ ୩ ବର୍ଷର ପୁଅ ଓ ସ୍ତ୍ରୀ ମଧ୍ୟ ରହିଛନ୍ତି। କିନ୍ତୁ ସେମାନଙ୍କୁ ଛାଡି ପର ସ୍ତ୍ରୀ ପଛରେ ଯୁବକ। ଏଭଳି ଏକ ଅଭିଯୋଗ ଆଣିଛନ୍ତି ଜଣେ ସୋସିଆଲ ୱାକର। ତାଙ୍କ କହିବା ଅନୁଯାୟୀ ତାଙ୍କ ସ୍ବାମୀ ସୁଦର୍ଶନ ସାହୁ ବ୍ୟାଙ୍କରେ ଚାକିରୀ କରନ୍ତି।

ସେ ଗୋପୀନାଥ ପୁର ସ୍କୁଲରେ ଟିଚର୍ ଭାବରେ କାମ କରୁଥିବା ଜଣେ ମହିଳାଙ୍କ ରୁନୁ ବାଳା ନାୟକ।ସହିତ ଗତ ଡିସେମ୍ବର ୧୧ ତାରିଖରୁ ଫେରାର ହୋଇ ଯାଇଥିଲେ। ତା ପରେ ଦୁଇଜଣ ଯାକ ଆସି ଥାନାର ସରେଣ୍ଡର କରିଥିଲେ ଏବଂ କ୍ଷମା ପ୍ରାର୍ଥନା କରିଥିଲେ।

ଏହା ପରେ ଫେବୃଆରୀ ୧୪ ପରଠାରୁ ସେହି ରୁନୁ ବାଳା ନାୟକ ପୁଣି ଥରେ ଫେରାର ହୋଇ ଯାଇଛନ୍ତି। ତେବେ ରୁନୁବାଳା ଜଣକ ହେଉଛନ୍ତି ସ୍ବାମୀ ଦୀପକ କୁମାର ନାୟକଙ୍କ ସେ ଗୋଟେ ପ୍ରାଇଭେଟ୍ ହସ୍ପିଟାଲରେ ଚାକିରୀ କରନ୍ତି। ତା ସହ ତାଙ୍କର ୪ ବର୍ଷର ଝିଅ ମଧ୍ୟ ରହିଛି।

ମହିଳାଙ୍କ ସ୍ବାମୀ ସ୍ତ୍ରୀଙ୍କ ମିଶିଂ କମ୍ପ୍ଲେନ୍ ଦେଲା ପରେ ମଧ୍ୟ ମହିଳାଙ୍କ କିଛି ଖୋଜ ଖବର ମିଳି ପାରି ନାହିଁ।ଏହା ପରେ ମହିଳା ଜଣକ ନିଜେ ଆସି ଥାନାରେ କହିଥିଲେ କି ସେ ନିଜେ ଇଚ୍ଛାରେ ଯାଇଛନ୍ତି ଆଉ କାହା ସାଥୀରେ ଯାଇ ନାହାଁନ୍ତି। ସେ ଶାଶୁ ଘର କି ବାପ ଘରକୁ ଯିବାକୁ ଚାହୁଁ ନାହାଁନ୍ତି।

ତେବେ ଗତ ୪ ମାସ ହେଲା ମହିଳାଙ୍କୁ ତାଙ୍କ ସ୍ଵାମୀ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଛନ୍ତି ଓ ରୁନୁ ବାଳା ହାରସମେଣ୍ଟ କରିବା ସହିତ ବାରମ୍ବାର ତାଙ୍କ ସ୍ୱାମୀଙ୍କୁ ଛାଡି ଦେବା ପାଇଁ କହୁଛନ୍ତି।ଜୀବନରୁ ମାରି ଦେବା ପାଇଁ ଧମକ ଦେଉଛନ୍ତି । ଏ ନେଇ ମହିଳା ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।

ତେବେ ସୁଦର୍ଶନ ସାହୁ ୨୦୧୬ ମେ ୪ ତାରିଖ ଦିନ ମହିଳାଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟ ଉଭୟଙ୍କୁ ପାଠ ପଢୁଥିବା ସମୟରେ ପ୍ରେମ୍ କରୁଥିଲେ ଏବଂ ପରେ ବିବାହ କରିଥିଲେ ସେମାନଙ୍କର ୩ ବର୍ଷର ପୁଅ ମଧ୍ୟ ରହିଛି। କିନ୍ତୁ ଏବେ ସେମାନଙ୍କୁ ଛାଡି ପର ସ୍ତ୍ରୀ ପଛରେ ପାଗଳ ସୁଦର୍ଶନ।

ମହିଳାଙ୍କ ସ୍ଵାମୀ ୪ ମାସ ହେବ ତାଙ୍କୁ ରୁନୁ ବାଳାଙ୍କ ସହିତ ରହୁଛନ୍ତି। ତେବେ ସାବିତ୍ରୀ ବ୍ରତରେ ସୁଦର୍ଶନଙ୍କ ପାଇଁ ରୁନୁ ବ୍ରତ ରଖିଥିବା ଫୋଟ ଓ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ତେବେ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ଉପରେ ତୁରନ୍ତ ଆକ୍ସନ ନିଆଯାଉ ବୋଲି କମ୍ପ୍ଲେନ କରିଛନ୍ତି।

ଏବଂ ରୁନୁ ବାଳା ନାୟକ ତାଙ୍କୁ ଓ ତାଙ୍କ ପୁଅକୁ ଜୀବନରୁ ମାରିଦେବା ପାଇଁ ଧମକ ଦେଉଛନ୍ତି ଯାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମହିଳା ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।