Exclusive Video -ପ୍ରେମ କରି ମଜା ନେଲା ଏବେ ମୋ ଭିଡ଼ିଓ viral କରୁଛି, ମୁଁ ଏବେ ଦୁନିଆ ଛାଡି ଯାଉଛି ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ସୋସିଆଲ ମିଡ଼ିଆରେ ମାଧ୍ୟମରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯେଉଁଠି ପ୍ରେମ କୁ ନେଇ ବିଭିନ୍ନ ଘଟଣା ନଜରକୁ ଆସିଥାଏ।ଆଉ ଏବେ ପୁଣି ଜଣେ ଯୁବକ ଏହି ପ୍ରେମ କରିବା ପରେ ବ୍ଲକମେଲ ରେ ଶିକାର ହୋଇଛନ୍ତି ତାହା ପରେ ଯାହା ସବୁ ହୋଇଛି ଆସନ୍ତୁ ଜାଣିବା।

ଏଠାରେ ଏବେ ଏକ ସୋସିଆଲ ମିଡ଼ିଆରେ ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯେଉଁଠି ଜଣେ ଯୁବତୀ ଏମିତି କିଛି କହିଛନ୍ତି। ଆଉ ଏହିଠାରେ ଯୁବତୀ ଜଣଙ୍କ ନିଜ ପ୍ରେମିକ ନାଁ ରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯାହା ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଥିଲା।

ଏମିତି ବିଭିନ୍ନ ସମୟରେ ଭିନ୍ନ ସମସ୍ୟା ପ୍ରେମ କୁ ନେଇ ଦେଖା ଦେଇଥାଏ। ପ୍ରେମ କରିବା ପରେ ଯୁବ ପିଢ଼ି ମାନେ ସର୍ବଦା ଭୁଲ ବଶତଃ କାମ ସବୁ କରି ଥାନ୍ତି ଯାହା ସୋସିଆଲ ମିଡ଼ିଆ ମାଧ୍ୟମରେ ନଜରକୁ ଆସିଥାଏ। ଆଉ ପ୍ରେମ କରିବା ପରେ ଅନେକ ସ୍ଥାନରେ ରେ ପ୍ରେମିକ ମାନେ ପ୍ରେମିକା ଙ୍କ ପାଖରୁ ପ୍ରତାରଣା ପାଇଁ ଥାନ୍ତି ଯାହା ଦ୍ୱାରା ସେମାନେ ଜୀବନ ହାରି ଦେବା ପାଇଁ ଇଚ୍ଛା କରି ଥାନ୍ତି ଯାହାର ଭିଡ଼ିଓ ଅନେକ ସମୟରେ ନଜରକୁ ଆସିଥାଏ।

ଏମିତି ଯୁବତୀ ମାନେ ମଧ୍ୟ ବେଳେ ବେଳେ ଯୁବକ ମାନଙ୍କ ପ୍ରେମ ରେ ପଡି ସବୁ କିଛି ଭୁଲି ଯାଇ ଥାନ୍ତି ଯାହା ପାଇଁ ପରବର୍ତ୍ତୀ ସମୟରେ ଅନେକ ଘଟଣା ସବୁ ନଜରକୁ ଆସିଥାଏ ଯାହା ଜାଣିବା ପରେ ଯୁବତୀ ଆଇନର ଆଶ୍ରୟ ନେଇଥାଏ।

 ହେଲେ ଏବେ ପୁଣି ଜଣେ ଯୁବତୀ ପ୍ରେମ କରିବା ପରେ ବ୍ଲାକମେଲ ର ଶିକାର ହୋଇଛନ୍ତି ଯାହା ପାଇଁ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଆଉ ଏହି ସମୟରେ ଯୁବତୀ ଜଣଙ୍କ ମଧ୍ୟ କହିଛନ୍ତି ତାଙ୍କ ସହ ଯାହା ସବୁ ଘଟି ଯାଇଛି। ସେହି ଯୁବତୀ ଜଣଙ୍କ କହିଛନ୍ତି ଯେ ପ୍ରଥମେ ଯୁବକ ସହିତ ଏକ ଭୁଲ ବଶତଃ କଲ ରୁ ପ୍ରେମ ହୋଇଥିଲା।

ଆଉ ସେ ଏଠାରେ କହିଛନ୍ତି ଯେ ପ୍ରଥମେ ତାଙ୍କ ସହିତ ଫୋନ ରେ କଥା ହୋଇଥିଲେ କିନ୍ତୁ ପ୍ରଥମେ ସେହି ଯୁବକ ଟି ଏମିତି ଅଜଣା ଭାବରେ କଲ କରିଥିଲେ। ଆଉ ଜବରଦସ୍ତ କଥା ହେବା ପାଇଁ ଇଚ୍ଛା କରିଥିଲେ ଯାହା ଦ୍ୱାରା। ଯୁବତୀ ସହିତ ପ୍ରଥମେ ପ୍ରେମ ହୋଇଥିଲା।

କିଛି ଦିନ ପରେ ଦୁହେଁ ଦୁହିଁଙ୍କ ପ୍ରେମ ଅଧିକ ନିବିଡ଼ ହେବାରୁ ସମ୍ପର୍କ ଅତି ନିବିଡ଼ ହୋଇଗଲା। ଯାହା ଫଳ ରେ ଦିନେ ଯୁବକ ଟି ପ୍ରେମିକା ସହିତ ଭିଡ଼ିଓ କଲ ରେ ଶରୀର ସବୁ ଦେଖିବା ପାଇଁ କହିଥିଲେ ଯାହା ସବୁ ନିଜର ଭାବି ଯୁବତୀ ଦେଖାଇ ଦେଇଥିଲେ। ଆଉ ଏହି ଭିଡିଓ ସବୁ ରେକର୍ଡ କରି ଏବେ ବ୍ଲକମେଲ କରିଥିବା ନେଇ ଅଭିଯୋଗ ଆଣିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।