Viral Video – ପ୍ରେମିକ କୁ ଦେଖା କରିବା ପାଇଁ ଆସି ,ନଈ କୁ ଡେଇଁଲା ପ୍ରେମିକା,ଆଉ ତାପରେ ପାଣି ରୁ ଛାଣି ଆଣିଲା ପ୍ରେମିକ….ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…..

ପ୍ରେମ ପାଇଁ ପ୍ରେମିକା ନଦୀ କୁ ଡେଇଁ ପଡିଲେ। ତା ପରେ ପ୍ରେମିକା କୁ ଉଦ୍ଧାର କରିବା ପାଇଁ ପ୍ରେମିକ ବି ନଦୀ କୁ ଡେଇଁ ପଡିଥିଲା,ନିଶ୍ଚିତ ଭାବରେ ଅନେକ ସମୟରେ ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ନିର୍ଯାତନା ର ଘଟଣା ସାମ୍ନାକୁ ଆସୁଥିବାର ଆପଣ ଦେଖିବାକୁ ପାଉଥିବେ। ଏଭଳି ଘଟଣା ଆଜିର ସମାଜରେ ଅନେକ ସମୟରେ ବୃଦ୍ଧି ପାଉଥିବା ର ଲକ୍ଷ୍ୟ କରାଯାଏ।

ଅନେକ କ୍ଷେତ୍ରରେ କିଛି ମହିଳା ପ୍ରତିବାଦ କରୁଥିବା ବେଳେ ଆଉ କିଛି ସାମାଜିକ ପ୍ରତିଷ୍ଠା ଏବଂ ଭୟ ପାଇଁ ଚୁପ୍ ହୋଇ ରହି ଯାଆନ୍ତି। ତେବେ ଆଜିର ଏହି ସମାଜ ରେ ବେଳେବେଳେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥାଏ ଯାହା ଦେଖିଲେ ନିଜକୁ ଲଜ୍ୟା ବୋଧ ହୋଇଥାଏ। ତେବେ ଯଦିଓ ଆଜିର ମନିଷ ଶିକ୍ଷା, ସଂସ୍କୃତି, ସଭ୍ୟତା ସବୁ ପାଇ ପାରୁଛି, ତାପରେ ବି କେଉଁଠି ନା କେଉଁଠି ତା ଭିତରେ ସେସବୁ ଅଭାବ ସମୟକ୍ରମେ ପରିଲକ୍ଷିତ ହେଉଛି।

ଆମେ ଦୁହେଁ ଦୁହିଁଙ୍କୁ ପରସ୍ପର କୁ ଭଲ ପାଇଲୁ ଏବଂ ଘରେ ମଧ୍ଯ୍ଯ ବାହାର ପାଇଁ ରାଜି ଥିଲେ। ବାହାର ଲଗ୍ନ ଧରାଗଲା ବେଦୀ ବନ୍ଦା ଗଲା ବାହାଗର ହେବାକୁ କିଛି ମାତ୍ର ସମୟ ବାକି ଥିଲା। ଦୁଇ ପରିବାର ମଧ୍ଯ୍ଯରେ ଝଗଡା ଆରମ୍ଭ ହୋଇଗଲା। ବାହାଗର ବନ୍ଦ ହୋଇଗଲା।ଏହି ଘଟଣାରେ ଝିଅ ଟି ଏ ପ୍ରେମ ପାଇଁ ପାଗଳ ହୋଇଯାଇଛି। ଏବଂ ରାସ୍ତା ରେ ବୁଲୁଛି।

ଆଜିକାଲି ଦୁନିଆରେ ପୁଅ ଝିଅ ଠାରୁ ଆରମ୍ଭ କରି ବୁଢା ବୁଢୀ ପଯ୍ଯନ୍ତ ସମସ୍ତେ ପ୍ରେମ କରୁଛନ୍ତି। ଦେଖିବାକୁ ଗଲେ ସେମାନେ ବିଭିନ୍ନ ମଧ୍ଯ୍ଯମରେ ପ୍ରେମ କରୁଛନ୍ତି। କିଏ ଫେସବୁକ୍ ରୁ ପ୍ରେମ କରୁଛି ତ କିଏ ଇନଷ୍ଟାଗ୍ରାମ ରେ ପ୍ରେମ କରୁଛି। ସେହି ପରି ଏକ ଘଟଣା ଘଟିଛି ଭଦ୍ରକ ର ରାଜୀବ୍ ଜେନାଙ୍କ ଜୀବନ ରେ ସେ ଯାଜପୁର ର ଜଣେ ଯୁବତୀ ଙ୍କୁ ଇନଷ୍ଟାଗ୍ରାମ ରୁ ସେ ଭଲପାଉ ଥିଲେ।

 ସେମାନେ ପରସ୍ପର କୁ ଇନଷ୍ଟାଗ୍ରାମ ରୁ ହଁ ଜାଣିଥିଲେ । ଏବଂ ଏହା ପରେ ଘରୁ ଲୁଚି ଯାଇ କଟକ ରେ ବିବାହ ବି କଲେ । ପ୍ରେମ ପାଇଁ ପ୍ରେମିକା ନଦୀ କୁ ଡେଇଁ ପଡିଲେ। ତା ପରେ ପ୍ରେମିକା କୁ ଉଦ୍ଧାର କରିବା ପାଇଁ ପ୍ରେମିକ ବି ନଦୀ କୁ ଡେଇଁ ପଡିଥିଲା।

ଦେଖିବାକୁ ପାଉଥିବେ। ଏଭଳି ଘଟଣା ଆଜିର ସମାଜରେ ଅନେକ ସମୟରେ ବୃଦ୍ଧି ପାଉଥିବା ର ଲକ୍ଷ୍ୟ କରାଯାଏ। ଅନେକ କ୍ଷେତ୍ରରେ କିଛି ମହିଳା ପ୍ରତିବାଦ କରୁଥିବା ବେଳେ ଆଉ କିଛି ସାମାଜିକ ପ୍ରତିଷ୍ଠା ଏବଂ ଭୟ ପାଇଁ ଚୁପ୍ ହୋଇ ରହି ଯାଆନ୍ତି।

ତେବେ ଆଜିର ଏହି ସମାଜ ରେ ବେଳେବେଳେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥାଏ ଯାହା ଦେଖିଲେ ନିଜକୁ ଲଜ୍ୟା ବୋଧ ହୋଇଥାଏ। ତେବେ ଯଦିଓ ଆଜିର ମନିଷ ଶିକ୍ଷା, ସଂସ୍କୃତି, ସଭ୍ୟତା ସବୁ ପାଇ ପାରୁଛି, ତାପରେ ବି କେଉଁଠି ନା କେଉଁଠି ତା ଭିତରେ ସେସବୁ ଅଭାବ ସମୟକ୍ରମେ ପରିଲକ୍ଷିତ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।