Viral ଭିଡ଼ିଓ – ରାସ୍ତା ଉପରେ ମଦ ପିଇ ଗଡ଼ିଲେ ଯୁବତୀ ଦେଖିଲେ ମୁଣ୍ଡ କାମ କରିବନି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ମାନ ପ୍ରତେକ ଦିନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ସେହିଭଳି ଏକା ଭିଡ଼ିଓ ଦେଖିବାକୁ ମିଳିଛି ଆଉ ଯେଉଁଠି ଦେଖା ଯାଇଛି କି ଏକ କିଡ ସ୍କୁଲ ରେ ପିଲାମାନଙ୍କର ଡାନ୍ସ ର ପ୍ରଗ୍ରାମ ହେଉଛି |

ଆଉ ଯେଉଁ ପ୍ରଗ୍ରାମ ରେ ଛୋଟ ଛୁଆଁ ମାନେ ସେମାନଙ୍କର ଡାନ୍ସ ର ଯାଦୁ ଦେଖାଇଛନ୍ତି | ଆଉ ଯେଉଁ ଡାନ୍ସ ଦର୍ଶକ ମାନଙ୍କ ମନକୁ ବେଶ ଆକୃଷ୍ଟ କରିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଛୋଟ ଛୋଟ ପିଲା ମାନଙ୍କର ଡାନ୍ସ ପ୍ରଗ୍ରାମ ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ତ ଅନେକ ପ୍ରକାରର ଡାନ୍ସ ର ପ୍ରଗ୍ରାମ ଦେଖିଥିବେ | ତେବେ ଯେତେବେଳେ ଛୋଟ ଛୋଟ ପିଲା ମାନଙ୍କର ଡାନ୍ସ ର କଥା ଉଠେ ସେତେବେଳେ ସମସ୍ତେ ତାହାକୁ ଦେଖିବାକୁ ଅଧିକ ପସନ୍ଦ କରିଥାନ୍ତି | ଆଉ ସେହିଭଳି ଏକା ଡାନ୍ସ ର ଭିଡ଼ିଓ ତେବେ କୁନି କୁନି ପିଲା ମାନେ ଏତେ ସୁନ୍ଦର ଭାବରେ ଡାନ୍ସ କରୁଛନ୍ତି କି ଯାହାକୁ ଦେଖିବା ପରେ ଆପଣ ମାନଙ୍କ ଓଠ ରେ ମଧ୍ୟ ହସ ଖେଳି ଉଠିବ |

ଆଉ ଯାହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ ଭାବିବେ ସତରେ କେତେ ସୁନ୍ଦର ଡାନ୍ସ କରୁଚନ୍ତି ମନ ଖୁସି ରେ ପିଲାମାନେ | ଆଉ ସେମାନଙ୍କର ଏହି ଖୁସି କୁ ଦେଖିବାରୁ ଦର୍ଶକ ମାନଙ୍କର ମନ ମଧ୍ୟ ପୁରି ଉଠୁଛି | ଆଉ ସମସ୍ତେ ପିଲାମାନଙ୍କ ର ପ୍ରସଂଶା ମଧ୍ୟ କରୁଛନ୍ତି |ଆଉ ଯେଉଁ ଡାନ୍ସ ର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେଉଛି | ଭାଇରାଲ ହେବାରେ ଲାଗିଛି |

ଆଉ ଯେଉଁଠି ଦେଖା ଯାଉଛି କୁ ବିବେକାନନ୍ଦ କିଡ ସ୍କୁଲ ରେ ପିଲା ମାନଙ୍କର ଡାନ୍ସ ର ପ୍ରଗ୍ରାମ ଚାଲିଛି | ଆଉ ଯାହା ଚାଲୁଥିବା ସମୟରେ ସୁନ୍ଦର ଭାବରେ ଗ୍ରୁପ ରେ ଡାନ୍ସ କରୁଛନ୍ତି ଛୋଟ ଛୋଟ ପିଲା ମାନେ |ତେବେ ଛୋଟ ଛୋଟ ପିଲା ମାନଙ୍କର ଅଣ୍ଟା କୁ ହଲେଇ ଯେଉଁଭଳି ଭାବରେ ଡାନ୍ସ କରିବାକୁ ଲାଗିଛନ୍ତି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ |

ତେବେ ଆଜି କାଲି ଯୁଗର ଉନ୍ନତି ଘଟିଲାଣି | ଲୋକମାନେ ଛୋଟ ବେଳରୁ ପିଲାମାନଙ୍କୁ ପାଠ ପଢେଇବା ସହିତ ଅନେକ କଥା ମଧ୍ୟ ଶିଖାଇଛନ୍ତି | ଆଉ ଗୀତ ନାଚ ସହିତ ପିଲା ମାନଙ୍କର ଆଉ କଣ ପ୍ରତି ବିଶେଷ ଭାବରେ ଆଗ୍ରହ ରହିଛି ତାହାକୁ ଦେଖା ଯାଉଛି ଓ ସେହି ଅନୁସାରେ ପିଲା ମାନଙ୍କୁ ଶିକ୍ଷା ଦିଆଯାଉଛି | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡ଼ିଓ ଦେଖିବାକୁ ମିଳୁଛି କୁନି କୁନି ପିଲା ମାନଙ୍କର |

ତେବେ କୁନି କୁନି ପିଲା ମାନେ ଏତେ ସୁନ୍ଦର ଭାବରେ ଡାନ୍ସ କରୁଛନ୍ତି କି ଯାହାକୁ ଦେଖିବା ପରେ ଆପଣ ମାନଙ୍କ ଓଠ ରେ ମଧ୍ୟ ହସ ଖେଳି ଉଠିବ | ଆଉ ଯାହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ ଭାବିବେ ସତରେ କେତେ ସୁନ୍ଦର ଡାନ୍ସ କରୁଚନ୍ତି ମନ ଖୁସି ରେ ପିଲାମାନେ |

ଆଉ ସେମାନଙ୍କର ଏହି ଖୁସି କୁ ଦେଖିବାରୁ ଦର୍ଶକ ମାନଙ୍କର ମନ ମଧ୍ୟ ପୁରି ଉଠୁଛି | ଆଉ ସମସ୍ତେ ପିଲାମାନଙ୍କ ର ପ୍ରସଂଶା ମଧ୍ୟ କରୁଛନ୍ତି |ଆଉ ଯେଉଁ ଡାନ୍ସ ର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।