viral ଭିଡ଼ିଓ – ସରପଞ୍ଚ ମ୍ୟାଡମଙ୍କୁ ରାତିରେ ଶୋଇବାକୁ ଡାକୁଛନ୍ତି ନାଳୁଆ ଇଞ୍ଜିନିୟର | ଆଉ ଟିକେ ଭିଡିଓ କଲିଙ୍ଗ କର ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ପ୍ରତିଦିନ ସୋସିଆଲ ମିଡ଼ିଆ ରେ କିଛି ନା କିଛି ଭିଡ଼ିଓ ସାମ୍ନା କୁ ଆସିଥାଏ ବିଭିନ୍ନ ପ୍ରକାର ଭିଡ଼ିଓ ଦେଖିବାକୁ ମିଳିଥାଏ । ଶିଭଳି ଭାବରେ ଏକ ଚାଞ୍ଚଲ୍ୟ ଘଟଣା ଆଗ କୁ ଆସିଛି କୁ ସରପଞ୍ଚ କୁ ଦୁର୍ବ୍ୟବହାର କରିଥିଲେ ଜେଇ ମଦ୍ୟ ପାନ ସରକାରୀ ଘରେ କୁ ଡାକିଥିଲେ ଯେଇ ଓ ସେଠାରେ ସରପଞ୍ଚ କୁ ଅଟକାଇ ଜେଇ ତକାନ ସହିତ କରି ଦୁର୍ବ୍ୟବହାର କରିଥିଲେ ଓ ମଦ୍ୟ ପାନ କରି ସରପଞ୍ଚ କୁ ଗାଳି ଗୁଲଜ କରୁଥିଲେ ଜେଇ।

ଘଟଣା ଟି ଘଟିଛି ସୁକିନ୍ଦା ବ୍ଲକ୍‌ ହରିପୁର ପଞ୍ଚାୟତ ର ସରପଞ୍ଚ ଶର୍ମିଷ୍ଠା ବରାଳ ଙ୍କୁ କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ବେହେରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଲିଙ୍ଗରାଜ ବେହେରା ଦୁର୍ବ୍ୟବହାର ମହିଳା ସରପଞ୍ଚ କୁ ଭିଡ଼ିଓ କଲ୍ କରିବା ପାଇଁ କହିଥିଲେ । ସେ ନ କଲ କରିବା ରୁ ଜେଇ ତାଙ୍କୁ ଘରକୁ ଡାକିଥିଲେ ।

 ଏନେଇ ସରପଞ୍ଚ ଶ୍ରୀମତୀ ଶର୍ମିଷ୍ଠା ବରାଳ ଥାନା ରେ ଅଭିଯୋଗ ଯାଜପୁର ଜିଲ୍ଲା ର ସୁକିନ୍ଦା ବ୍ଲକ ଅନ୍ତର୍ଗତ ରେ ଥିବା ପୋଲିସ୍ ଥାନା ଅନ୍ତର୍ଗତ ଅଭିଯୋଗ କରିଛନ୍ତି। ହରିପୁର ପଞ୍ଚାୟତ ବଞ୍ଜା ସାହି ରୁ ଲକ୍ଷ୍ମୀ ବଜାର ପର୍ଯ୍ୟନ୍ତ କଂକ୍ରିଟ୍‌ ରାସ୍ତା ନିର୍ମାଣ ରେ ଅନିୟମିତତା ହୋଇ ଥିବା ଗ୍ରାମ ବାସୀ ଅଭି ଯୋଗ କରିଥିଲେ।

ସରପଞ୍ଚ ଶ୍ରୀମତୀ ବରାଳ ନିର୍ମାଣ ସ୍ଥଳ କୁ ଯାଇ ଫଳକ ହୋଇ ନ ଥିବା ଏବଂ ନିମ୍ନ ମାନ ର କାର୍ଯ୍ୟ ସମ୍ପର୍କ ରେ ଦାୟିତ୍ବ ରେ ଥିବା କନିଷ୍ଠ ଯନ୍ତ୍ରୀ ଶ୍ରୀ ଲିଙ୍ଗରାଜ ବେହେରା ଙ୍କୁ ଫୋନ୍‌ ରେ ପଚାରି ଥିଲେ। ସେ ବାହା ରେ ଅଛନ୍ତି, ପରେ ବୁଝିବେ ବୋଲି କନିଷ୍ଠ ଯନ୍ତ୍ରୀ କହି ଥିଲେ।

ଅଭିଯୋଗ କରିବା ପାଇଁ ସରପଞ୍ଚ ଶ୍ରୀମତୀ ଶର୍ମିଷ୍ଠା ବରାଳ ସ୍ବାମୀ ରବୀନ୍ଦ୍ର ବରାଳ ଙ୍କ ସହିତ ବ୍ଲକ୍‌ କାର୍ଯ୍ୟାଳୟ କୁ ଆସି ଥିବା ବେଳେ କନିଷ୍ଠ ଯନ୍ତ୍ରୀ ସେ ଠାରେ ପହଞ୍ଚି ତାଙ୍କୁ ଦୁର୍ବ୍ୟବହାର କରି ଥିଲେ। କନିଷ୍ଠ ଯନ୍ତ୍ରୀ ଗାଳି ଗୁଲଜ କରିବା ସହ ଖରାପ ଭାଷା ରେ ଗାଳି ଦେଇଥିଲେ ଅଭିଯୋଗର ପରେ କାମ ରେ ସମ୍ପୃକ୍ତ ଥିବା କିଛି ଯୁବକ ସରପଞ୍ଚ ଓ ତାଙ୍କ ସ୍ବାମୀ ଙ୍କୁ ମାରି ଦେବା କୁ ଧମକ ଦେଇ ଥିଲେ।

ଏହି ସମୟ ରେ ସୁକିନ୍ଦା ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ ପହଞ୍ଚି ସେମାନ ଙ୍କୁ ବୁଝା ସୁଝା କରିବା ସହ ସରପଞ୍ଚ ଙ୍କୁ ଘର କୁ ପଠାଇ ଦେଇ ଥିଲେ। ପରେ ସରପଞ୍ଚ ଶ୍ରୀମତୀ ବରାଳ ଥାନା ରେ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କ ରେ ପଚାରିବା ରୁ ଆଇ ଆଇସି କାବୁଲି ବାରିକ ଅଭିଯୋଗ କୁ ସ୍ବୀକାର କରିଛନ୍ତି। ହେଲେ ବିଡିଓ ପଦକ୍ଷେପ ନେବେ ବୋଲି କହିଥିବା ଥାନାଧିକାରୀ ଶ୍ରୀ ବାରିକ ସୂଚନା ଦେଇଛନ୍ତି। ଜେଇ ଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଉ ସରପଞ୍ଚ କହିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !