shocking ଭିଡ଼ିଓ – ଚାକିରୀ ଚାଲି ଯିବାରୁ ,ଚାରି ମୋହଲା ଉପରୁ ତଳକୁ ଡେଇଁ ପଡିଲେ ଯୁବତୀ, ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

ଦେଖୁ ଦେଖୁ ଝିଅ ଟି ଚାରି ମୋହଲା ମିହଲା ଛାତ ରୁ ଚିଲା ମାରି ଦେଲା । ପାଖ ରେ ଥିବା ଲୋକ ମାନେ ଯେତେ ଚେଷ୍ଟା କଲେ ଝିଅ କୁ ବଞ୍ଚାଇବା ପାଇଁ ହେଲେ ବଞ୍ଚାଇ ପାରିଲେ ନାହିଁ । ଶେଷରେ ଝିଅ ଟି ମରି ଗୋଲା । ଏ ଘଟଣା ଟି ଘଟି ଥିଲା ହାଇଦ୍ରାବାଦ ର ଷ୍ଟେସନ ପାଖ ସେକ୍ଟର 2 ମୋହଲା ର ଘଟଣା । ଦେଖୁ ଦେଖୁ ଝିଅ ଟି ଜୀବନ ହାରି ଦେଲା ।

ତଳେ ଥିବା ଲୋକ ମାନେ ଯେତେ ମନା କଲେ ମଧ୍ୟ ଝିଅ ଟି କାହାରି କଥା ଟିକେ ହେଲେ ମଧ୍ୟ ଶୁଣି ନ ଥିଲା । ତେବେ ଆସନ୍ତୁ ଏବେ ଜାଣିବା ଝିଅ ଟି କଣ ପାଇଁ ଆତ୍ମହତ୍ୟା କରିଲା । ଆଜି କାଲି ଦୁନିଆରେ ଅଧିକାଂଶ ପାଠୁଆ ଲୋକ ଆତ୍ମହତ୍ୟା ଏକ ପାପ କାମ ଜାଣି ମଧ୍ୟ ସେମାନେ ଆତ୍ମହତ୍ୟା କୁ ଆପଣେଇ ନେଇ ଯାଉ ଛନ୍ତି ।

ଶିକ୍ଷିତ ଲୋକ ବୁଝିବା ର ଶକ୍ତି ମୂର୍ଖ ଲୋକ ଙ୍କ ଠାରୁ ବହୁତ ଅଧିକ । କିମ୍ବା କିଛି ଅସୁବିଧା ହେଲେ ସମାଧାନ ର ବାଟ ସେମାନେ ଖୋଜି ବାହାର କରି ପାରନ୍ତି । କିନ୍ତୁ ଆଜି ଜଣେ ଶିକ୍ଷିତ ଯୁବତୀ ଏହି ଆତ୍ମହତ୍ୟା କୁ ଆପଣେଇ ନେଇ ଯାଇଛି ।

ପଞ୍ଜାବ ରେ ଏକ ଯୁବତୀ ପ୍ରାଇଭେଟ ସଂସ୍ଥା ରେ କାମ କରୁ ଥିଲେ । ହଟାତ ସେ ଶୁଣିବା ପାଇଁ ପାଇଲେ ଯେ , ତାଙ୍କର ଚାକିରୀ ଚାଲି ଯାଇଛି । ତେଣୁ ସେ କଣ କରିବେ ଘର କେମିତି ଚଳାଇବେ ଏ କଥା ଭାବି ଥିଲେ । ଶେଷରେ ସେ ଆତ୍ମହତ୍ୟା କରିବା ପାଇଁ ହାଇଦ୍ରାବାଦ ପଳେଇ ଯାଇ ଥିଲେ ।

ତେବେ ହାଇଦ୍ରାବାଦ ନିକଟସ୍ଥ ସେକ୍ଟର 2 ମୋହଲା ର 4 ନମ୍ବର ଛାତ ଉପରକୁ ଉଠି ଯାଇ ଥିଲେ । ତେବେ ତକେ ଥିବା ଲୋକ ତାଙ୍କୁ ଦେଖି ତଳକୁ ଡାକି ଥିଲେ । ହେଲେ ସେ ତାଙ୍କ କଥା କୁ ଶୁଣି ନ ଥିଲେ । ପୁଣି ପୋଲିସ ମାନେ ମଧ୍ୟ ତାଙ୍କ ପାଖକୁ ଚାଲି ଯାଇ ଥିଲେ । ଅର୍ଥାତ 4 ମୋହଲା ଉପରକୁ ପୋଲିସ ଯାଇ ଥିଲେ ।

ପୋଲିସ ମାନେ କହି ଥିଲେ ତମେ ପଳେଇ ଆସ ଆମେ ତମ କଥା ସବୁ ବୁଝିବୁ କିନ୍ତୁ ଝିଅ ଜଣକ କିଛି ଶୁଣି ନ ଥିଲେ ତାଙ୍କ କଥା । ଶେଷରେ ସେ ଛାତ ଉପରୁ ତଳକୁ ଡେଇଁ ପଡି ଥିଲେ । ତଳେ ଥିବା ଲୋକ ମାନେ ସଂଗେ ସଂଗେ ଚାଦର ଧରି ଠିଆ ହୋଇ ଥିଲେ ।

ହେଲେ କିଛି ଫୋଳ ମିଳି ନ ଥିଲା । ଝିଅ ଟିର ଅଣ୍ଟା ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ଥିଲା । ତାଙ୍କୁ ଡାକ୍ତର ଖାନା ନେଇ ଯାଇ ଥିଲେ । ଡାକ୍ତର ଖାନା ରେ ତାଙ୍କର ମୃତୁ ଘଟି ଥିଲା । ଆତ୍ମହତ୍ୟା କରିବା ଏକ ମହା ପାପ ହୋଇ ଥାଏ , ତେଣୁ ଆପଣ ମାନେ କେବେ ଆତ୍ମହତ୍ୟା କରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।