viral ଭିଡ଼ିଓ – ଓଡ଼ିଆ ସିରିଏଲ ହିରୋ ସୁମନ ହେଲେ ଗିରଫ,ପ୍ରେମିକ ସହ ୨ ବର୍ଷ ଲିଭ୍ ଇନ୍‌ ରିଲେସନରେ ରହି,ଏବେ ନୂଆ ଝିଅ ପାଇଲେ ମତେ ଛାଡିଦେଲେ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

ଅଭିନେତା ମିଲନ ମହାରଣା ପ୍ରେମ କରି ଦେଲେ ଧକା । ଆଜିର ସବୁ ଠାରୁ ବଡ଼ ଖବର । ଅଭିନେତା ସିରିଏଲ ରେ ରୋଲ କରୁ ଥିବା ସମୟ ରେ ଆଜି ସତ ସତିକା ଆଉ କାହା ସହିତ ରୋଲ କରି ଦେଲେ । ତେବେ ଦେଖିବା ପାଇଁ ଗଲେ ଏହା ଏକ ଲଜ୍ୟା ଜନକ କଥା ଅଟେ । ତେବେ ମିଲନ ଦେଖିବା ପାଇଁ ବହୁତ ଭଲ ପୁରା ଗୋଟିଏ ଚାଉଳ ରେ ଗଢ଼ା ।

ତାଙ୍କ ହାତରେ ଯିଏ ପଡିବ ସେ ପଟି ଯିବ । ତେବେ ଆଜିର ଘଟଣା ଏକ ଦମଦାର ଘଟଣା ଅଟେ । ତେବେ ଆଜି କାଲି ସମାଜ ରେ ବହୁତ ଘଟଣା ଶୁଣିବା ପାଇଁ ମିଳେ ଝିଅ ମିଛ ପ୍ରେମ କରି ପୁଅ ପାଖରୁ ସବୁ ଲୁଟି ନେଇ ପୁଅକୁ ଧକା ଦେଇ ଚାଲି ଗଲା ।

 କିନ୍ତୁ ନା ଆଜିର ଘଟଣା ଟିକେ ଉଲଟା । କାରଣ ଯୁଗ ଉଲଟା ହେଲାଣି ସେଥି ପାଇଁ ଆଜିର ମଣିଷ ମାନେ ମଧ୍ୟ ଉଲଟା ହେଇ ଗଲେଣି । ଜୀବନ ରେ ଏମିତି ବି ଘଟଣା ଶୁଣିବା ପାଇଁ ପାଇବେ ଆପଣ କେବେ ଭାବି ନ ଥିବେ । ତେବେ ଆସନ୍ତୁ ଘଟଣା ଟି କଣ ଜାଣିବା ।

ଅଭିନେତା ମିଲନ ତାଙ୍କ ଗାର୍ଲ ପ୍ରେଣ୍ଡ କୁ ଧକା ଦେଇ ଛନ୍ତି । ଏବେ ତାଙ୍କ ଗାର୍ଲ ପ୍ରେଣ୍ଡ ଥାନା ରେ ଅଭିଯୋଗ କରି ଛନ୍ତି କି , ତାଙ୍କ ପାଖରୁ ସେ ଭଲ ପାଇବା ସମୟ ରେ ଯାହା ନେଇ ଛନ୍ତି ତାହା ତାଙ୍କୁ ସେ ଫେରେଇ ଦଉନ୍ତି । ତେବେ ମିଲନ ଭଲ ପାଇବା ସମୟ ରେ ତାଙ୍କୁ 2 ଲକ୍ଷ ଟଙ୍କା ମାଗି ଥିଲେ ଆଉ ଗୋଟେ ବୁଲେଟ ଗାଡି ଆଣି ଥିଲେ ଠିକ ସେହି ପରି ଆଉ ଥରେ ଏକ ଲକ୍ଷ ଟଙ୍କା ମାଗି ଥିଲେ ।

ତାଙ୍କ ଗାର୍ଲ ଫ୍ରେଣ୍ଡ ମନା କରି ନ ଥିଲେ ପଇସା ଦେଇ ଥିଲେ । ତେବେ ଏଥିରୁ ସ୍ପଷ୍ଟ ହେଲା ଯେ ତାଙ୍କ ଗାର୍ଲଫ୍ରେଣ୍ଡ ତାଙ୍କୁ କେତେ ଭଲ1 ପାଆନ୍ତି । କିନ୍ତୁ ମିଲନ ଏବେ ଆଉ କାହାକୁ ଭଲ ପାଉ ଛନ୍ତି । ତେଣୁ ଥାନା ରେ ତାଙ୍କ ଗାର୍ଲ ଫ୍ରେଣ୍ଡ ଅଭିଯୋଗ କରି ଛନ୍ତି ।

ପ୍ରଥମେ ସେମାନେ ବାହା ନ ହୋଇ ବି ଲିଭ ଇନ ରିଲେଶନ ଶିପ ରେ ରହୁ ଥିଲେ । ଏକାଠି ରହୁ ଥିଲେ , ଏକାଠି ଖାଉ ଥିଲେ ଏବଂ ଏକାଠି ଶୋଉ ଥିଲେ ମଧ୍ୟ । ସେଥି ପାଇଁ ଝିଅ ର ପ୍ରେମ ତାଙ୍କ ପ୍ରତି ଅତି ନିବିଡ଼ ହୋଇ ଯାଇ ଥିଲା ।

ହେଲେ ମିଲନ ଙ୍କର ଏହା ଏକ ଅଭିନୟ ଥିଲା , ଯେମିତି ସେ ସିରିଏଲ ରେ ଅଭିନୟ ଭାବି ଦେଇ ଥିଲେ । ଏବେ ତାଙ୍କ ଗାର୍ଲଫ୍ରେଣ୍ଡ ଥାନା ରେ ତାଙ୍କ ନାମ ରେ ଅଭିଜଗ କରିଛନ୍ତି କି ସେ ଆଉ କାହାକୁ ଭଲ ପାଉ ଛନ୍ତି , ତେଣୁ ମୋ ଠାରୁ ନେଇ ଥିବା ଟଙ୍କା ମୋତେ ଫେରେଇ ଦେଉନ୍ତି ତାଙ୍କ ଦାବି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।