pregnancy tips – ସ୍ବାମୀ ଓ ସ୍ତ୍ରୀ ଉଭୟ ଏହି ୩ ଟି କାମ କଲେ ଜଲଦି ଗର୍ଭ ରହିଥାଏ। Dr.Sajili….

ମହିଳାଙ୍କ ଡିମ୍ବାଶୟ ରେ Androgen Hormones ର ଅସନ୍ତୁଳନ ସାମାନ୍ୟରୁ ଅଧିକ ମାତ୍ରାରେ ହେବା କାରଣରୁ ଏହି ରୋଗ ଉତ୍ପନ୍ନ ହୋଇଥାଏ l ଏହି ରୋଗ ମହିଳା ମାନଙ୍କର ପିଲା ଜନ୍ମ କରିବାରେ ଗଡବଡ କରିଥାଏ l ପିଟୁଇଟାରି ଗ୍ରନ୍ଥି ଯାହା ମୁଖ୍ୟ ଗ୍ରନ୍ଥି ଅଟେ ସେଥିରେ ଗଡବଡ଼ି କାରଣରୁ ମଧ୍ୟ ଏ ରୋଗର ସମ୍ଭାବନା ବଢିଯାଏ ଓ ଥାଇରଏଡ ରୋଗ ବି ଉତ୍ପନ୍ନ ହୋଇପାରେ,

ଏଥିପାଇଁ ତାଙ୍କୁ ପ୍ରଥମେ ଥାଇରଏଡ ଠିକ କରିବାକୁ ଷ୍ଟେପ ନେବା ଉଚିତ, ମଧୁମେହ କାରଣ ରୁ ମଧ୍ୟ ଏହି ରୋଗର ଆଶଙ୍କା ବଢିଥାଏ l ତଥା ଅନୁବଂଶିକ ମଧ୍ୟ ହୋଇପାରେ l ମହିଳାମାନେ ଗର୍ଭ ଧାରଣ କରିବାକୁ ଅସମର୍ଥ ହୋଇଯାଆନ୍ତି, ଯଦି ଏହାର ଚିକିତ୍ସା କରାନଯାଏ ତାହେଲେ ପରେ ଏହା ଗର୍ଭାଶୟ କର୍କଟ (କ୍ୟାନସର) ର ରୂପ ନେଇ ପାରେ l

ଯେଉଁମାନଙ୍କର ମାସିକ ଧର୍ମ ଠିକ ଭାବରେ ନିୟମିତ ହୁଏ ନାହିଁ ବା କହିପାରିବେ ଯେ ଡିମ୍ବାଣୁ ଡିମ୍ଵାଶୟରୁ ବାହାରି ପାରେ ନାହିଁ ବା ପୂର୍ଣ୍ଣ ବିକଶିତ ହୋଇପାରେ ନାହିଁ, ସେହି ଗୁଡିକ ଓଭାରି ଉପରେ ଛୋଟ ଛୋଟ ଗଣ୍ଠି ପରି ରୂପ ନେଇଥାଏ l ଏହାର କାରଣରୁ ମହିଳା ମାନଙ୍କର ମାସିକ ଧର୍ମ ସହ ପିଲା ଜନ୍ମ କରିବାର କ୍ଷମତା ଉପରେ ପ୍ରଭାବ ପଡେ ଓ ମହିଳାମାନେ ଗର୍ଭ ଧାରଣ କରିବାରେ ଅସମର୍ଥ ହୋଇଥାନ୍ତି l

ଡାଲଚିନି ମିଶାଇ କ୍ଷୀର ପିଇବା ଦ୍ଵାରା ଶରୀରକୁ ବିଭିନ୍ନ ପ୍ରକାରର ଲାଭ ମିଳିଥାଏ । ଆୟୁର୍ବେଦରେ କ୍ଷୀରକୁ ଶରୀର ପାଇଁ ବହୁତ ଗୁଣକାରୀ କୁହାଯାଇଛି । ଗୋଟିଏ ଗ୍ଲାସ ଗରମ ଡାଲଚିନି ବାଲା କ୍ଷୀର ପିଇବା ଦ୍ଵାରା ଶରୀରର ଥକାପଣ ଦୂର ହୋଇଯାଏ । ଡାଲଚିନି ବାଲା କ୍ଷୀର ପିଇବା ଦ୍ଵାରା ଶରୀରକୁ କଣ କଣ ଲାଭ ମିଳିଥାଏ ତାହା ଏହିଭଳି ଅଟେ ।

ଗ୍ୟାସର ସମସ୍ୟା ହେଲେ ଡାଲଚିନି ବାଲା କ୍ଷୀର ପିଅନ୍ତୁ । ଏହା ପେଟ ପାଇଁ ଲାଭଦାୟକ ଅଟେ । ଏହା ଛଡା ଏହି କ୍ଷୀର ପିଇବା ଦ୍ଵାରା ପାଚନ ତନ୍ତ୍ର ବି ସଠିକ ରୂପରେ ସଂଚାଳନ ହୋଇଥାଏ । ଡାଲଚିନି ବାଲା କ୍ଷୀର ହାଡକୁ ମଜବୁତ କରିବାରେ ସହାୟକ ହୋଇଥାଏ ଓ ଏହି କ୍ଷୀରକୁ ପିଇବା ଦ୍ଵାରା ଗଣ୍ଠି ସହିତ ହାଡ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ବି ଦୂର ହୋଇଥାଏ ।

କେମିତି ପ୍ରସ୍ତୁତ କରିବେ ଡାଲଚିନି ବାଲା କ୍ଷୀର:-

ପ୍ରଥମେ ଆପଣ ଗୋଟିଏ ଗ୍ଳାସ କ୍ଷୀରରେ ଅଧ ଚାମଚ ଡାଲଚିନି ପାଉଡର ନିଅନ୍ତୁ ଓ ପୁଣି ଏହି କ୍ଷୀରକୁ ଗରମ କରି ଦିଅନ୍ତୁ । କ୍ଷୀର ଗରମ ହେବା ପରେ ଏଥିରେ ମହୁ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କର କ୍ଷୀର ପ୍ରସ୍ତୁତ ହୋଇଯିବ । ସ୍ବାମୀ ମାନେ କେଶରୀ ଚେମନପ୍ଲାସ ଖାଇଲେ ଦେହ ପାଇ ଭଲ ହେଇଥାଏ ।

ଉଭୟ ସ୍ବାମୀ ଓ ସ୍ତ୍ରୀ ସଙ୍ଘମ କରିବା ପୁର୍ବରୁ ନିହାତି ବାଥରୁମ୍ ରୁ ଯାଇକି ଆସିବେ ତାପରେ ସଂଭୋଗ କରିସାରିବା ପରେ ମହିଳା ମାନେ ବେଡ ଉପରେ 30ମିନିଟ୍ ଯାଇ ଶୋଇ ରହିବେ ଏମିତି କରିଲେ ଜଲଦି ମହିଳା ମାନେ ଗର୍ଭ ଧାରଣ କରିପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।