CC TV : ସ୍ୱାମୀ ସାଜିଲା ସୈତାନ ! ଟ୍ରେନ ଆଗକୁ ସ୍ତ୍ରୀ କୁ ଠେଲି ଦେଲା ସ୍ୱାମୀ ଭିଡ଼ିଓ ଦେଖିଲେ ଛାତି ଥରିଉଠିବ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆପଣ ତ ଜାଣିଛନ୍ତି ବିବାହ ଯେ ଏକ କେତେ ବଡ଼ ସମ୍ପର୍କ ହୋଇ ଥାଏ ଯାହା ଏକ ସ୍ତ୍ରୀ ପାଇଁ ତା ସ୍ୱାମୀ ହିଁ ସବୁକିଛି ହୋଇ ଥାଏ | ବିବାହ ପରେ ସେ ହିଁ ସାତ ଜନ୍ମ ର ସାଥି ହୋଇ ଥାଏ ଆଉ ସୁଖ ଦୁଃଖ ର ସାଥି ମଧ୍ୟ ହୋଇ ଥାଏ | କିନ୍ତୁ ଆଜିକାଲି ଯୁଗରେ ସେମିତି ଆଉ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପବିତ୍ର ସମ୍ପର୍କ ଦେଖିବାକୁ ମିଳୁ ନାହିଁ | ପ୍ରାୟ ସମ୍ପର୍କ ରେ ଏବେ କଳହ ନଚେତ ସ୍ତ୍ରୀ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖୁଛି ତ ଆଉ ସ୍ୱାମୀ ଅନ୍ୟ ମହିଳା ସହିତ ସମ୍ପର୍କ ରଖୁଛି |

ଅନ୍ୟ ପୁରୁଷ ଓ ମହିଳା ପାଇଁ ସ୍ୱାମୀ ସ୍ତ୍ରୀ କୁ ଛାଡ଼ି ଦେଉଛି ଓ ସ୍ତ୍ରୀ ସ୍ୱାମୀ କୁ ଛାଡ଼ି ଦେଉଛି | ଏମିତି କି ତାର ଯଦି ଜନ୍ମ କଲା ଛୁଆ ମଧ୍ୟ ରହୁଛି ତାକୁ ମଧ୍ୟ ଛାଡ଼ି ଦେଇ ଅନ୍ୟ କାହାର ହାତ ଧରି ଚାଲି ଯାଉଛି | ତେବେ ଆମ ସମାଜ ଏତେ କଳୁଷିତ ହୋଇ ଗଲାଣି ଯେ ଯାହାକୁ କଳ୍ପନା ମଧ୍ୟ କରି ହେବ ନାହିଁ | ତେବେ ପୁଣି ସେଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ଖୁବ ନିନ୍ଦା କରିବେ |

ସ୍ୱାମୀ ଙ୍କର କହିବା ଅନୁଯାଇ ଦୁହେଁ ସ୍ୱାମୀ ସ୍ତ୍ରୀ 2014 ମସିହା ରେ ପ୍ରେମ ବିବାହ କରି ଥିଲେ ଆଉ 2018 ପର୍ଯ୍ୟନ୍ତ ଉଭୟ ଙ୍କର ବୈବାହିକ ଜୀବନ ଖୁବ ଖୁସି ରେ ଚାଲି ଥିଲା | ତେବେ ମଝିରେ ଉଭୟ ସ୍ୱାମୀ ସ୍ତ୍ରୀ ଏବଂ ସ୍ୱାମୀ ଙ୍କର ସାଙ୍ଗ ଓ ତାଙ୍କ ସ୍ତ୍ରୀ ମିଶି ହାଇଦ୍ରାବାଦ ବୁଲିବା ପାଇଁ ଯାଇ ଥିଲେ |

ତେବେ ସେଠାରୁ ବୁଲିକି ଆସିବା ପରେ ତାଙ୍କ ସ୍ତ୍ରୀ ଓ ତାଙ୍କ ସାଙ୍ଗ ଙ୍କର ପ୍ରେମ ହୋଇ ଯାଇ ଥିଲା ଆଉ ସମ୍ପର୍କ ମଧ୍ୟ ବହୁତ ଆଗେଇ ନେଇ ଥିଲେ ଆଉ ପ୍ରାୟ ସମୟ ସେହି ବ୍ୟକ୍ତି ଜଣଙ୍କ ସ୍ୱାମୀ ଘରେ ନଥିବା ବେଳେ ତାଙ୍କ ଘରକୁ ଯିବା ଆସିବା କରୁ ଥିଲେ |

ତେବେ ସ୍ୱାମୀ ଏହି କଥା ଜାଣିବା ପରେ ସ୍ତ୍ରୀ ଙ୍କୁ ବହୁତ ବୁଝାଇବା ପାଇଁ ଚେଷ୍ଟା କଲେ ଆଉ ଶଶୁର ଘରେ ମଧ୍ୟ କହିଲେ କିନ୍ତୁ କେହି ହେଲେ ଶୁଣିଲେ ନାହିଁ | ଯେତେବେଳେ ଏହି କଥାକୁ ନେଇ ସ୍ୱାମୀ ଶଶୁର ଘରକୁ ଯାଇ ଥିଲେ ସେଠାରେ ତାଙ୍କୁ ମାଡ଼ ମାରି ଥିଲେ | ତେବେ ପରେ ପରେ ସ୍ୱାମୀ ଭରତ ସାହୁ ଯେତେ!

ବେଳେ ଥାନାରେ ଅଭିଯୋଗ କଲେ ପୋଲିସ ମଧ୍ୟ ତାଙ୍କ କଥା ଶୁଣିଲେ ନାହିଁ ଓଲଟି ଟର୍ଚ୍ଚର କଲେ | ତେବେ ସ୍ୱାମୀ ଭରତ ସାହୁ ମିଡ଼ିଆ ସାମ୍ନାରେ କହିଛନ୍ତି କି ମୁଁ ସବୁଠି ଯାଇକି କେସ କରିକି ବି ହାରାସମେଣ୍ଟ ହେଉଛି | ପୁଅ ପାଇଁ ଆଜି କେହି ଏ ଦୁନିଆଁ ରେ ନାହାଁନ୍ତି ପୁଅ ମାନେ ସବୁବେଳେ ନିରାଶ ହେଉଛନ୍ତି ବୋଲି ଭରତ ସାହୁ ଅଭିଯୋଗ କରି କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।