କୁନି ଝିଅ ସହିତ ଖେଳୁଛି ମାଙ୍କଡ ଏମିତି hart touching ଭିଡ଼ିଓ ଆଗରୁ କେବେ ଦେଖିନଥିବେ,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ……

ଭଲ ପାଇବା ଗୋଟେ ଏମତି ଜିନିଷ କାହା ସହିତ କେତେ ବେଳେ ହୋଇ ଯାଏ ତାହା କେହି କେବେ କହି ପାରେ ନାହିଁ । ଜଣେ ପଶୁ ପାଖରେ ଯେତିକି ଭଲ ପାଇବା ରହିଛି , ଜଣେ ମଣିଷ ପାଖରେ ଠିକ ସେତିକି ଭଲ ପାଇବା ରହିଛି। କେବଳ ଯେ ମଣିଷ ଧକା ଖାଇଲେ କାନ୍ଦି ପାରେ ତା ନୁହେଁ । ଜଣେ ପଶୁ କୁ ମଧ୍ୟ ଧକା ଦେଲେ ଠିକ ସେତିକି କାନ୍ଦି ଥାଏ ।

କିନ୍ତୁ ଆପଣଂକୁ ସେହି ପଶୁ ର ଦୁଃଖ ଦେଖି ପାରନ୍ତି ନାହିଁ । କିନ୍ତୁ ପଶୁ ମାନେ ମଧ୍ୟ ମଣିଷ ଠୁ କିଛି କମ ନିହେଁ ଆଜ୍ଞା । ପଶୁ ମାନେ ସିନା କିଛି କହି ପାରନ୍ତି ନାହିଁ କି କିଛି ଆପଣଂକୁ ଦେଖାଇ ପାରନ୍ତି ନାହିଁ । ପଶୁ ମାନେ ଠିକ ମଣିଷ ପରି । ସେମାନେ ମଧ୍ୟ ମଣିଷ ମାନଙ୍କ ସହିତ ରହିବା ପାଇଁ ବହୁତ ଇଚ୍ଛା କରି ଥାନ୍ତି ।

ମଣିଷ ମାନଙ୍କ ସାଙ୍ଗରେ ଖେଳିବା ଓ ଖୁସି ରେ ରହିବା ପାଇଁ ବହୁତ ଚେଷ୍ଟା କରି ଥାନ୍ତି । ତେବେ ଆଜି ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁ ଭିଡିଓ ଟି ଆପଣ ମାନେ ଦେଖିଲେ ମଣିଷ ଓ ପଶୁ ମାନଙ୍କ ସମ୍ପର୍କ ବିଷୟ ରେ ଜାଣି ପାରିବେ ।

 ତେବେ ଆଜି ଯେଉଁ ଭିଡିଓ ଟି ଭାଇରାଲ ହୋଇଛି , ସେହି ଭିଡିଓ ରେ ଦେଖିବା ପାଇଁ ମିଳିଛି ଗୋଟେ ଛୋଟ ପିଲା ସହିତ ଗୋଟେ ମାଙ୍କଡ଼ ବେଶ ଖୁସି ମନାଉଛି । ଖୁସି ରେ ମାଙ୍କଡ଼ ଟି ପିଲା ଟି ସହିତ ଖେଳୁଛି । ଏମିତି ଲାଗୁଛି ଯେମିତି ମାଙ୍କଡ଼ ଟି ପିଲା ଟିକୁ ଗେଲ କରିବ ।

ପିଲା ଟିର ଗାଲରେ ମାଙ୍କଡ଼ ଟି ଚୁମ୍ମା ଦେବ । ତାଙ୍କ ଦୁଇ ଜଣଙ୍କ ର ପ୍ରେମ ଦେଖି ଭିଫିଓ ଟି ଆଜି ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେଉଛି । ଏହି ଭିଡିଓ ଦେଖି ଲୋକ ମାନେ ବହୁତ ଭଲ କମେଣ୍ଟ ଦେଉ ଛନ୍ତି । ଭିଫିଓ ଟିକୁ ଦେଖି ମଧ୍ୟ ବହୁତ ଲୋକ ଲାଇକ କରୁ ଛନ୍ତି ।


ତେବେ ଆପଣ ମାନେ ମଧ୍ୟ ସେହି ଭିଡିଓ ଟିକୁ ଦେଖନ୍ତୁ ଆଉ ତାର ମୋଜା ନିଅନ୍ତୁ । ତେବେ ଭିଡିଓ ଟିରେ ଆଉ ଏକ ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା । ମାଙ୍କଡ଼ ଟି ପିଲା ଟି ସହିତ ଖେଳୁ ଥିଲା । ଶେଷରେ ପିଲା ଟି କାନ୍ଦି ବାରେ ଲାଗି ଥିଲା । ଆଉ ଶେଷରେ ମାଙ୍କଡ଼ ଟି ଗଛ ଉପର କୁ ପଳାଇ ଯାଇ ଥିଲା ।

ପିଲା ଟି କାନ୍ଦି ବାରୁ ମାଙ୍କଡ ଟି ଜାଣି ପାରି ଥିଲା ଯେ ପିଲା ଟି ଏବେ ମୋ ସହିତ ଖେଳିବା ପାଇଁ ଚାଂହୁ ନାହିଁ । ସେଥି ପାଇଁ ମାଙ୍କଡ଼ ଟି ଗଛ ଉପର କୁ ପଳାଇ ଯାଇ ଥିଲା । ତେବେ ଜାଣି ପାରୁ ଛନ୍ତି ତ ପଶୁ ମାନଙ୍କ ର କେତେ ମାନବିକାତ । ପଶ ମଧ୍ୟ ମଣିଷ ସହିତ ସମାନ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।