ସ୍କୁଲ ଭିତରେ ସାହିତ୍ୟ ଦିଦି ଙ୍କ ଜବରଦସ୍ତ ହଟ ଡାନ୍ସ ,ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି , ମାତ୍ର 2 ଘଣ୍ଟାରେ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ ….
ଆଜିର ବ୍ୟସ୍ତ ବହୁଳ ଜୀବନରେ ଲୋକେ ସମୟରେ ବାହାର କରି କିଛି ନା କିଛି ସମୟ ସୋସିଆଲ ମିଡିଆରେ ବିତାଉଛନ୍ତି।ଆଜିର ଏହି ଟେକ୍ନୋଲୋଜିର ଦୁନିଆର ସବଠାରୁ ଏକ ବଡ଼ ଦାନ ହେଉଛି ସୋସିଆଲ ମିଡ଼ିଆ।ଆଜିର ଦିନରେ ସୋସିଆଲ ମିଡ଼ିଆ ଲୋକମାନଙ୍କ ପାଇଁ ଅଧିକରୁ ଅଧିକ ଗୁରୁତ୍ବ ହୋଇ ଯାଇଛି।ଏହି ଇଣ୍ଟରନେଟ୍ ଯୁଗରେ ଲୋକ ମାନେ ସବୁକିଛି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛନ୍ତି।
ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରିବା ମାତ୍ରେ ଲୋକମାନେ ସୋସିଆଲ ମିଡ଼ିଆରେ ଏକ୍ଟିଭ ରହିବାକୁ ପସନ୍ଦ କରୁଛନ୍ତି ।ଏମିତି କି ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଯେଉଁ ସବୁ ଘଟଣା ଘଟି ଚାଲିଛି ତାହା ଆମେ ଗୋଟିଏ ସ୍ଥାନରେ ରହି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛୁ।
ତେବେ ସୋସିଆଲ ମିଡିଆର ସବୁଠାରୁ ଲୋକପ୍ରିୟ ଆପ୍ଲିକେସନ ହେଉଛି ୟୁଟ୍ୟୁବ। ଏହି ୟୁଟ୍ୟୁବ ଆଜିର ଯୁବପିଢିକୁ ସ୍ଵତନ୍ତ୍ର ପରିଚୟ ଦେବା ସହ ରୋଜଗାର କ୍ଷମ ମଧ୍ୟ ହୋଇ ପାରୁଛନ୍ତି। ୟୁଟ୍ୟୁବରେ ବିଭିନ୍ନ ପ୍ରକାରର କଣ୍ଟେଣ୍ଟ ମାଧ୍ୟମରେ ୟୁଟ୍ୟୁବରମାନେ ଦର୍ଶକ ମାନଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଇ ପାରୁଛନ୍ତି।
ତେବେ ୟୁଟ୍ୟୁବରେ ଲୋକେ କମେଡି ଭିଡିଓ ଦେଖିବା ପାଇଁ ଖୁବ୍ ପସନ୍ଦ କରୁଛନ୍ତି। କମେଡ ଭିଡିଓ ଦେଖି ଲୋକେ ତାର ଭରପୁର ମଜା ଉଠାଇ ଥାନ୍ତି। ଆଉ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିବା ସହ ବହୁତ୍ ସାରା ଲାଇକ ମଧ୍ୟ କରିଥାନ୍ତି।ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି କମେଡି ଭିଡିଓ ଦେଖିବାକୁ ମିଳିଥାଏ ଯାହା ଦେଖି ଲୋକେ ହସି ହସି ବେଦମ୍ ହୋଇ ପଡନ୍ତି।
ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ମଧ୍ୟରୁ କେତେକ ଭିଡିଓକୁ ଲୋକେ ମଜାଳିଆ ଢଙ୍ଗରେ ଖୁବ୍ ସମାଲୋଚନା କରିଥାନ୍ତି। ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରନ୍ତି ଏବଂ ସେହି ଭିଡିଓର ଖୁବ୍ ମଜାନିଅନ୍ତି ଯାହାକୁ ଆମେ ରୋଷ୍ଟ ଭିଡିଓ ବୋଲି କହିଥାଉ।
ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଭିଡିଓ ଦେଖାଇବୁ ଯେଉଁ ଭିଡିଓକୁ ଆପଣ ଏମଆର୍ ଏଣ୍ଡ ଏମଏସ ପାତ୍ର ନାମକ ୟୁଟ୍ୟୁବ ଚ୍ୟାନେଲରେ ଦେଖି ପାରିବେ। ଏହି ୟୁଟ୍ୟୁବର ଜଣକ ଖୁବ ମଜାଳିଆ ଢଙ୍ଗରେ ରୋଷ୍ଟ୍ କରୁଥିବାର ନଜର ଆସୁଛନ୍ତି।
ଭିଡିଓରେ ଦେଖିବାକୁ ମିଳିଛି ଗୋଟିଏ ସ୍କୁଲରେ ଦିଦି ପିଲାଙ୍କୁ ପାଠ ପଢ଼ାଇବା ପାଇଁ ହସି ହସି କ୍ଲାସ ପହଁଚିଛନ୍ତି। ଆଉ ପିଲା ମାନେ ଦିଦିଙ୍କୁ ଦେଖି ସମସ୍ତେ ନାଚି ଉଠିଛନ୍ତି ଆଉ ଦିଦି ଖୁବ୍ ଜୋରରେ ହସିବାକୁ ଲାଗିଛନ୍ତି। ତେବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହି ଭିଡିଓକୁ ନେଇ ଏହି ୟୁଟ୍ୟୁବର ଜଣକ ମଜାଳିଆ ଢଙ୍ଗରେ ଏହିଭଳି କିଛି ରୋଷ୍ଟ କରିଛନ୍ତି। ଯାହାକୁ ଲୋକେ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ଆପଣ ମଧ୍ୟ ଏହି ଭିଡିଓଟି ଦେଖି ଏହାର ମଜା ନିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।