Maxwell ଙ୍କ ବୟାନ, କହିଲେ ‘Surya Kumar ଙ୍କୁ କିଣିବା ପାଇଁ ଆମ ପାଖରେ ପଇସା ନାହିଁ, କାହିଁକି ନା ସେ

ସୋସିଆଲ ମିଡ଼ିଆରେ ଅନେକ ସମୟରେ ସବୁ ଘଟଣା ଦେଖିବାକୁ ମିଳି ଥାଏ। ଆଉ ବିଭିନ୍ନ ଘଟଣା ସହିତ ଖେଳାଳି ମାନଙ୍କ ର ମଧ୍ୟ ମଝିରେ ମଝିରେ ଭିଡ଼ିଓ ଭାଇରଲ ହୋଇଥାଏ। ତେବେ ଆପଣ କ୍ରିକେଟ ଖେଳ ଦେଖିବାକୁ ନିଶ୍ଚିତ ପସନ୍ଦ କରୁଥିବେ। କେବଳ ଆମ ରାଜ୍ୟ ଓଡ଼ିଶାରେ ନୁହଁ ବରଂ ସାରା ଭାରତରେ କ୍ରିକେଟ ପ୍ରେମୀଙ୍କ ସଂଖ୍ୟା ଅନେକ। ଯଦିଓ ହକି ଆମର ଜାତୀୟ ଖେଳ କିନ୍ତୁ କ୍ରିକେଟ ଖେଳ ଦେଖିବାକୁ ଅନେକ ଲୋକ ବହୁତ୍ ଭଲ ପାଆନ୍ତି। ଭାରତରେ କ୍ରିକେଟ ପ୍ରେମୀଙ୍କ ସଂଖ୍ୟା ଏତେ ଅଧିକେ ଯେ ଏବଂ ସେମାନେ କ୍ରିକେଟ ଖେଳ ଦେଖିବାକୁ ଯେମିତି ପାଗଳପ୍ରାୟ ଅଟନ୍ତି। ଆପଣ ଯଦି ଏହି ଖେଳକୁ ଦେଖିଥିବେ ତେବେ ଏହା ନିଶ୍ଚିତ ଜାଣିଥିବେ ଯେ ଏହି ଖେଳରେ କିପରି ଭାବରେ ରୋମାଞ୍ଚକ ଭରି ରହିଛି। ଯାହାକୁ ଦେଖିଲେ ଏକ ପ୍ରକାର ନିଶା ଭଳି ଏହା ହୋଇ ଯାଇଥାଏ।

 

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଚଳିତ ବର୍ଷ T -20 ମ୍ୟାଚ ଖେଳା ଯାଇଥିଲା | ଆଉ ଯେଉଁଠି ଦୁଇ ବିପକ୍ଷ ଦଳ ଭାବରେ ଖେଳ ରେ ଭାଗ ନେଇଥିଲେ ଟିମ ଇଣ୍ଡିଆ ଓ ଟିମ ନିୟୁଜଲ୍ୟାଣ୍ଡ | ତେବେ ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ତାହାର ପ୍ରଦର୍ଶନୀ ଦେଖାଇଥିଳା | ଆଉ ସୂର୍ଯ୍ୟାକୁମାର ଙ୍କର ଦମଦାର ବ୍ୟାଟିଂ ଆଗରେ ହାର ମାନିଥିଲେ ବିପକ୍ଷ ନିୟୁଜଲ୍ୟାଣ୍ଡ ଦଳ | ସୁରୀୟାଙ୍କ ବ୍ୟଟ ଗର୍ଜିବାକୁ ଲାଗିଥିଲେ T-20 ରେ ଆରମ୍ଭ ହେବାକୁ ଯାଇଥିବା ଏହି ସିରିଜ ରେ ଏବଂ ନିଜର ଦମଦାର ପ୍ରଦର୍ଶନୀ ଦେଖାଇ ନିୟୁଜଲ୍ୟାଣ୍ଡ ଗସ୍ତ ରେ ଯାଇଥିଲା ଟିମ ଇଣ୍ଡିଆ ବିଜୟୀ ହୋଇ ଫେରିଥିଲା ବୋଲି |

 

ତେବେ ବର୍ଷା ଯୋଗୁ T -20 ର ପ୍ରଥମ ମ୍ୟାଚ ବାତିଲ ହୋଇଯାଇଥିଲା ବେଳେ ଦ୍ଵିତୀୟ ମ୍ୟାଚ ରେ ଇଣ୍ଡିଆ 65 ରନ ରେ ବିଜୟୀ ହୋଇଥିଲା | ଇଣ୍ଡିଆ ଟସ ହାରିଲା ପରେ ପ୍ରଥମେ ତାହାର ବ୍ୟାଟିଂ କରିଥିଲା ଆଉ 192 ରନ କରିଥିଲା।ନିୟୁଜଲ୍ୟାଣ୍ଡ 192 ରନ ର ବିଜୟୀ ଲକ୍ଷ୍ୟ ରଖି 126 ରନ କରିଥିଲା । ନିୟୁଜଲ୍ୟାଣ୍ଡ ଦଳ 7 ବଲ ଥାଇ ଅଲ ଆଉଟ ହୋଇଯାଇଥିଲା | ମାଉଣ୍ଟ ମାଉଣ୍ଡେ ରେ ଖେଳା ଯାଇଥିବା ଏହି ଖେଳ ରେ ସୂର୍ଯ୍ୟାକୁମାର ଙ୍କର ଶତକୀୟ ଇନିକ୍ସ ବଳରେ 20 ଅଭର ରେ ହରାଇ 191 ନମ୍ୱର କରିଥିଲେ | ଆଉ 51 ବଲ ରେ 111 ରନ କରି ଅପରାଜିତା ରହିଥିଲେ ସୂର୍ଯ୍ୟକୁମାର ଏବଂ ତାଙ୍କର ଏହି ବିସ୍ପରକ ସତକ ରେ ରହିଥିଲା 11 ରି ଚୌକା ଓ 7 ଟି ଛକ୍କା |

ତେବେ ବର୍ତ୍ତମାନ ସମୟରେ ସୂର୍ଯ୍ୟକୁମାରଙ୍କୁ ନେଇ ଏକ ବଡ ଖଵର ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଏହାରି ମଧ୍ୟରେ ଅଷ୍ଟ୍ରେଲିଆର ଦିଗଜ ଖେଳାଳି ମ୍ୟାକ୍ସୱେଲ ସୂର୍ଯ୍ୟ କୁମାରଙ୍କ ଖେଳ ପଦର୍ଶନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଯେତେବେଳେ ତାଙ୍କୁ ସୂର୍ଯ୍ୟ କୁମାର ବିଗ ବେସ ଲିଗରେ ଖେଳିବା କଥା ପଚରା ଯାଇଥିଲା ସେତେବେଳେ ସେ ଏକ ମଜାଦାର ଉତ୍ତର ଦେଇଥିଲେ । ଏହାର ଉତ୍ତର ସେ କହିଥିଲେ, ଆମ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ ଆଉ ଏହା ସହ କୌଣସି ସୁଯୋଗ ନାହିଁ । ସେ ହସି ହସି କହିଛନ୍ତି ଆମକୁ ସବୁ ଖେଳାଳିଙ୍କୁ ବରଖାସ୍ତ କରିବାକୁ ହେବ ।