ସୁପ୍ରିମ କୋର୍ଟ ର ନୂଆ ନିୟମ ! ଶାଶୁ ଘରେ ବହୂଙ୍କୁ ଟିକେ ବି ଆଘାତ ଲାଗିଲେ ସମ୍ପୂର୍ଣ ଦାୟୀ ରହିବେ ସ୍ୱାମୀ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ……
ସୁପ୍ରିମକୋର୍ଟ ର ନୂଆ ନିୟମ ଏଣିକି ଶଶୁର ଘରେ ବହୁର ଯଦି କିଛି ଅସୁବିଧା ହୋଇ ଥାଏ , ସମ୍ପୂର୍ଣ ଦାଇ ରହିବେ ସ୍ୱାମୀ । ଯୁଗେ ଯୁଗେ ନାରୀ ମାନେ ପୁରୁଷ ହାତରୁ ବହୁତ କଷ୍ଟ ପାଇ ଥାନ୍ତି । ନାରୀ ମାନେ ନିଷ୍ପେସିତ ଅବହେଳିତ । ଭାରତରେ ବହୁତ ଜାଗା ଥର ଏମିତି ଦେଖିବା ପାଇଁ ମିଳିଛି ଯେ ଶାଶୁ ଘରେ ବହୁ ସହିତ ଅତ୍ୟାଚାର କରୁ ଛନ୍ତି । ତେବେ ଏହା ପୂର୍ବରୁ ଗୋଟେ ନୂଆ ନିୟମ ଲାଗୁ ହୋଇ ଥିଲା ।
ସେହି ନୂଆ ନିୟମ ଟି ହେଉଛି ରାତିରେ ସ୍ତ୍ରୀ ନ ଚାହିଁଲେ ପୁରୁଷ ତା ସହିତ ଜବରଦସ୍ତ ସେକ୍ସ କରି ପାରିବ ନାହିଁ । ଯଦି ପୁରୁଷ ଏମିତି କରି ଥାଏ । ଆଉ ସ୍ତ୍ରୀ ଯଦି ଥାନରେ ଅଭିଯୋଗ କରି ଥାଏ , ତାହାଲେ ସ୍ୱାମୀ ଙ୍କୁ ଆଠ ମାସ ଜେଲ ହୋଇ ଯିବ । ଯଦି ସ୍ତ୍ରୀ ଚାହିଁବ ତାହାଲେ ସ୍ୱାମୀ ଙ୍କୁ ବେଲ ମାଧ୍ୟମରେ ଆଣି ପାରିବ ।ତେବେ ବନ୍ଧୁ ମାନେ ଏବେ ଗୋଟିଏ ନୂଆ ନିୟମ ସାମ୍ନା କୁ ଆସିଛି । ଏଣିକି ଶାଶୁ ଘର ଲୋକ ବହୁକୁ ଯଦି ଅତ୍ୟାଚାର କରନ୍ତି । ଆଉ ବହୁ ଯଦି ଥାନା ରେ ଅଭିଯୋଗ କରେ ତାହାଲେ ସ୍ୱାମୀ ଜେଲ କୁ ଯିବେ । ଏମିତି ଗୋଟେ ଘଟଣା ସାମ୍ନା କୁ ଆସିବାରୁ , ସୁପ୍ରିମକୋର୍ଟ ଏମିତି ପଦକ୍ଷପ ନେଇ ସାରିଛି । ତେବେ ବନ୍ଧୁ ମାନେ ଏବେ ଆସନ୍ତୁ ଘଟଣା ଟି ଜାଣିବା । କଟର ସଦର ଥାନରେ ଏହି ଘଟଣା ଟି ଆସି ଥିଲା । ଅଭିଯୋଗ ଥିଲା ଜଣେ ଶଶୁର ତା ବହୁ ସହିତ ଖରାପ କାମ କରିବା ପାଇଁ ବସି ଥିଲା । ରତ୍ରୀ 10 ଘଟିକା ସମୟରେ ଶଶୁର ଡାକି ଥିଲା ବହୁକୁ । ଆଉ ବହୁ ମଧ୍ୟ ଯାଇ ଥିଲା ଶଶୁର ପାଖକୁ । ତେବେ ଶଶୁର ଡାକି ଥିଲା ବହୁକୁ ଗୋଡ ମୋଡି ଦେବା ପାଇଁ । କିନ୍ତୁ ଗୋଡ଼ ମୋଡୁ ମୋଡୁ ବହୁର ମୁଣ୍ଡ ବୁଲାଇ ବାରେ ଲାଗି ଥିଲା ।
ସେହି ସୁଯଗ ର ଫାଇଦା ଉଠାଇ । ଶଶୁର କରି ଥିଲା ବହୁ ସହିତ ଖରାପ କାମ । ସେହି ସମୟରେ ସ୍ୱାମୀ ଦେଖି ନେଇ ଥିଲା ସ୍ତ୍ରୀ କୁ । କିନ୍ତୁ ସ୍ୱାମୀ ଜାଣି ନ ଥିଲା ସ୍ତ୍ରୀ ର ମୁଣ୍ଡ ବୁଲେଇ ଥିଲା ଆଉ ସ୍ତ୍ରୀ ପଡ଼ି ଯାଇ ଥିଲା ଆଉ ତା ପରେ ଶଶୁର ଯାହା କରି ଥିଲେ । କିନ୍ତୁ ସକାଳେ ଉଠିବା ବେଳକୁ ବହୁ ସୋଇଛି ଶଶୁର ରୁମ ରେ । ତେବେ ଏହି କଥା ଟିକୁ କିଛି ନ ବୁଝି ସ୍ୱାମୀ ତାର ସ୍ତ୍ରୀ କୁ କ୍ରିକେଟ ଖେଳାଳି ବେଟ ରେ ନିର୍ଧୁମ ପିଟି ଥିଲା । ଆଉ ତା ପରେ ସ୍ତ୍ରୀ ଯାଇ ଥିଲା କଟକ ସଦର ଥାନା ରେ ଅଭିଯୋଗ କରିଥିଲେ । ଆଉ ତା ପରେ ହୋଇ ଥିଲା ଏହି ନିୟମ । ତେବେ ବନ୍ଧୁ ମାନେ ସାବଧାନ ହୋଇ ଯାଆନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।