viral ଭିଡ଼ିଓ – ସୁନ୍ଦରୀ ଝିଅକୁ ଘରେ ଏକା ଦେଖି ଘରେ ପଶି ଖରାପ ସମ୍ପର୍କ ରଖିଲେ ଯୁବକ,ଆଉ ତାପରେ ଯାହା ହେଲା… ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡ଼ିଓ ଭାଇରାଲ ହେଇଥାଏ ଯାହାକି ଆପଣ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ । ଘରେ କେହି ନ ଥିବାର ସୁଯୋଗ ନେଇ ଜଣେ ଯୁବକ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା ସୁଳିଆପଡ଼ା ଗ୍ରାମ ରୁ ଆସିଛି। ଯୁବତୀ ଜଣକ ଆଖି ରୁ ନିଦ ଭାଙ୍ଗି ଗଲା ଆଉ ସେ ଯୁବକ ଜଣ ହଠାତ୍ ସେ ପାଚେରୀ ଡେଇଁ ପଲେଇ ଯାଇଥିଲେ । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ରାଜ୍ୟ ର ମୂର୍ଷିଦାବାଦ ଅଞ୍ଚଳ ର ଜଣେ ଯୁବକ ଗତକାଲି ସନ୍ଧ୍ୟାରେ 2ଟା ସମୟରେ ଜଣେ ଯୁବକ ଯୁବତୀ ଙ୍କ ଘରେ ପଶି ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲେ ।
ପୀଡ଼ିତା ଙ୍କ ଚିତ୍କାର ଶୁଣି ତାଙ୍କ ବାପା ଓ କାକା ଉଠୀ ପଡ଼ିଥିଲେ ଗାଁ ର ମହିଳା ମାନେ ଜଣେ ଅଭିଯୁକ୍ତ କୁ କାବୁ କରି ଗୋଟିଏ ଗଛରେ ବାନ୍ଧି ପିଟି ଥିଲେ ମୂର୍ଷିଦାବାଦ ର ଜଣେ ଯୁବକ କୁ ପୁଲିସ୍ ଜିମା ରେ ଦେଇଛନ୍ତି। ସେ ପାଖରେ ମହିଳା ମାନେ ପୁଲିସ୍ ବିରୋଧ ରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି।
ଆଜି ସୁଳିଆପଦା ଥାନା ଅଞ୍ଚଳ ର ଜଣେ ଯୁବତୀ ତାଙ୍କ ଘରେ ଏକା ଥିଲେ। କେହି ନ ଥିବାର ସୁଯୋଗ ନେଇ ରାତି 2ଟା ସମୟ ରେ ବେଳେ ଜଣ ଯୁବକ ଘରେ ପଶି ଯୁବତୀ ଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ପୀଡ଼ିତା ଚିତ୍କାର କରିବା ରୁ ତାଙ୍କ ପାଖରୁ ପାଚେରୀ ଡେଇଁ କି ପଳି ଯାଇଥିଲେ ।
ମହିଳା ମାନେ ଅଟେଇ ଥିବା ରୁ ବାକୁ କରିଥିବା ଯୁବକ କୁ ପୁଲିସ୍ ଜିମାରେ ଦେବା ପାଇଁ ମୂର୍ଷିଦାବାଦ ଥାନା କୁ ଫୋନ୍ କରିଥିଲେ। ମାତ୍ର ପୁଲିସ ଗାଁକୁ ଯିବା ପରିବର୍ତ୍ତେ ଅଭିଯୁକ୍ତକୁ ଧରି ଥାନା କୁ ଆସ ବୋଲି କହିଥିଲା। ଏହା ପରେ ମହିଳା ମାନେ ଅଭିଯୁକ୍ତକୁ ଧରି ଥାନା କୁ ଆସିଥିଲେ।
ଏବେ ଅଭିଯୁକ୍ତ ପୁଲିସ୍ ଜିମାରେ ରହିଛି। କିନ୍ତୁ ସୁଳିଆପଦା ଥାନା ର ଜଣେ କର୍ମଚାରୀ ଏହି କେସ କୁ ଅନ୍ୟ ନାମ ଦେବା ପାଇଁ ଚେଷ୍ଟା କରିଥିଲେ ମାମଲା କୁ ଗୋଟିଏ ସରଳ ଚୋରି ଘଟଣା ବୋଲି କହିଛନ୍ତି କିନ୍ତୁ ଦେଖିଲା ବେଳ କୁ ଘଟଣା ଅନ୍ୟ କିଛି ରହିଥିଲା ।
ଦେଖନ୍ତୁ ଯୁବତୀ ଜଣ କହୁଛନ୍ତି ସେହି ଯୁବକ ଟି ଯୁବତୀଙ୍କ କାକା ଙ୍କୁ ପଚାରିଥିଲେ କି ଏଇପଟେ କଲେଜ୍ କୁ ଯିବାକୁ ରାସ୍ତା ଅଛି ନା କିନ୍ତୁ ଝିଅ ର କାକା କହିଲେ କି ଏଇପଟେ ରାସ୍ତା ନାହିଁ ଏପଟେ ପାଚେରୀ ଅଛି ବୋଲି କିନ୍ତୁ ତାଙ୍କ କଥା ମାନି ନ ଥିଲେ ।
ଯୁବକଟି କଲେଜ୍ କୁ କାମ କରିବା ଆସିଥିଲେ କିନ୍ତୁ ଝିଅ ଉପରେ ତାଙ୍କର ନଜର ରଖିଥିଲେ । ତାପରେ ଝିଅ କୁ ଖରାପ ନଜର ରେ ଦେଖୁଥିଲେ ଝିଅ ଟି ଏକୁଟିଆ ରହିବା ଦେଖି ତାର ସୁଯୋଗ ନେଇ ଦୂର୍ଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ