ias interview – ସ୍ତ୍ରୀ ସବୁବେଳେ ତାର ସ୍ୱାମୀ ବାମ ପଟେ କାହିଁକି ଶୋଇଥାଏ ? ସାହସ ଅଛି ତ ଉତ୍ତର ଦିଅ !

ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡି ଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତା ରେ ଥାନ୍ତି କି କି ଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । କିଛି ଜଣ ଅଛନ୍ତି ଯେଉଁ ମାନ ଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇ ଥାଏ । ତେବେ ଦେଖନ୍ତୁ ଜାଣନ୍ତୁ କିଛି ପ୍ରଶ୍ନ ଓ ତାର ଉତ୍ତର ।

UPSC ପରୀକ୍ଷା ସବୁ ଠୁ କଷ୍ଟ ପରୀକ୍ଷା ଅଟେ ଓ ଏଥି ରେ ପାସ କରିବା କୁ ହେଲେ ବହୁତ ପରିଶ୍ରମ ବି କରିବା କୁ ପଡି ଥାଏ । ଏହା ଏଥି ପାଇଁ କି IAS ଓ IPS ହେବା କୁ ହେଲେ ଖାଲି ୟୁପିଏସସି ପରୀକ୍ଷା ପାସ କରିବା କୁ ହୁଏ ନାହିଁ । ପ୍ରି – ମେନ୍ସ ପାସ ପରୀକ୍ଷା କରିବା ପରେ କ୍ୟାଣ୍ଡିଡେଟ କୁ ଇଣ୍ଟରଭିୟୁ ବି ପାସ କରିବା କୁ ପଡି ଥାଏ । ଦେଖା ଯାଇଛି କି ଇଣ୍ଟରଭିୟୁ ରେ ବହୁତ କ୍ୟାଣ୍ଡିଡେଟ ଫେଲ ହୋଇଥାନ୍ତି ।

1:- ଜଣେ ଭାଇ ତା ଭଉଣୀ କୁ ଗୋଟିଏ ଫଳ ଦେଲା କହିଲେ କୁ ଭୋକ ହେଲେ ଖାଇବୁ ଶୋଷ ହେଲେ ପିଇବୁ ଓ ଶୀତ ହେଲେ ଜାଳିବୁ ତାହା କଣ ?
Ans:- ନଡ଼ିଆ

2:- କେଉଁ ବୁକ୍ ଛପା ହୋଇ ନାହିଁ ?

Ans:- Facebook
3:- ସେଇଟା କେଉଁ ଜିନିଷ ତାକୁ ବେବହାର କରିବା ପାଇଁ ଭାଙ୍ଗିବାକୁ ପଡ଼ିଥାଏ ?
Ans:- ଅଣ୍ଡା
4:- କେଉଁ ଗଛ ର ପତ୍ର ପୂଜାରେ ଲାଗେ ଓ ଆମେ ଖାଇଥାଉ ?
Ans:- ପାନ ପତ୍ର
5:- ଘରେ ଦୁଇଟି ଦ୍ବାର ରହିଛି ଗୋଟିଏ ମୁଖ୍ୟଦ୍ୱାର କବାଟ ଅନ୍ୟଟି ନାମ କଣ ?
Ans:- ଝରକା

6:- ଭାରତର ଜାତୀୟ ସ୍ତମ୍ଭ ର ନାମ କଣ ?
Ans: – ଅଶୋକ ସ୍ତମ୍ଭ
7:- ଭାରତର ଜାତୀୟ ଧ୍ବନି ର ନାମ କଣ ?
Ans:- ଶଙ୍ଖ ଧ୍ବନି
8:- ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆନ୍ତର୍ଜତୀୟ ବିମାନ ବନ୍ଦର କେଉଁ ଠାରେ ଅବସ୍ଥିତ ?
Ans:- କୋଲକାତା
9:- ବିଜୁ ପଟ୍ଟନାୟକ ଆନ୍ତର୍ଜତୀୟ ବିମାନ ବନ୍ଦର କେଉଁ ଠାରେ ଅବସ୍ଥିତ ?
Ans: – ଭୁନେଶ୍ବର
10:- ଭାରତର ମୁଖ୍ୟ ଶୃଙ୍ଗ ର ନାମ କଣ ଓ ଏହାର ଉଚ୍ଚତା କେତେ ?
Ans:- ଏଭରେଷ୍ଟ ଶୃଙ୍ଗ ଓ ଏହାର ଉଚ୍ଚତା ୮୮୫୦ ମିଟର


11:- ଭାରତର ମୁଖ୍ୟ ଜଳ ବିଦ୍ୟୁତ୍ ନେଭେଲି ପାୱାର ଷ୍ଟେସନ କେଉଁ ଠାରେ ଅବସ୍ଥିତ ?
Ans:- ତାମିଲନାଡୁ
12:- ଟ୍ରମ୍ବେ ଥର୍ମାଲ ପାୱାର ଷ୍ଟେସନ କେଉଁ ଠାରେ ଅବସ୍ଥିତ ?
Ans:- ମହାରାଷ୍ଟ୍ର
13:- ଭାରତରେ ପ୍ରଧାନ କୃଷି ଧାନ କେଉଁ ଠାରେ ହୋଇଥାଏ ?
Ans:- ପଶ୍ଚିମବଙ୍ଗ, ଆନ୍ଦ୍ରପ୍ରଦେଶ, ମଧ୍ୟପ୍ରଦେଶ,ବିହାର, ତାମିଲନାଡୁ ଓ ଓଡ଼ିଶା
14:- ଗହମ କେଉଁ କେଉଁ ଠାରେ ପ୍ରଧାନ ଚାଷ ?
Ans:- ପଞ୍ଜାବ, ଉତ୍ତରପ୍ରଦେଶ
15:- ବିନ୍ଦୁପୁର ଅଭୟାରଣ୍ୟ କେଉଁ ଠାରେ ଅବସ୍ଥିତ ?
Ans: – କର୍ଣାଟକ

16:- ଗିର ଅଭୟାରଣ୍ୟ କେଉଁ ଠାରେ ଅବସ୍ଥିତ ?
Ans:- ଗୁଜୁରାଟ
17:- ଗାନ୍ଧୀ ସାଗର ଅଭୟାରଣ୍ୟ କେଉଁ ଠାରେ ଅବସ୍ଥିତ ?
Ans:- ମାଣ୍ଡସାର (ମଧ୍ୟପ୍ରଦେଶ)
18:- ସ୍ତ୍ରୀ ସବୁବେଳେ ତାର ସ୍ୱାମୀର ବାମ ପଟେ କଣ ପାଇଁ ଶୋଇଥାଏ ?
Ans:- ସ୍ତ୍ରୀ ସ୍ୱାମୀର ବାମାଙ୍ଗି ହୋଇଥିବାରୁ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!