ମୁଁ ଭଲପାଇ ଘରୁ ପଳେଇ ଆସିଲି ବୋଲି .. ଆମକୁ ଜୀବନରୁ ମାରିଦେବା ପାଇଁ ମୋ ବାପା ଅଉା ମୋ ପିଇସା କରୁଛନ୍ତି ଷଡଯନ୍ତ୍ର,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ଆଜି ଏକ ଏକ ହୃଦୟ ବିଦାରକ ଘଟଣା ସାମ୍ନା କୁ ଆସିଛି , ଯାହା ଆପଣ ମାନେ ଶୁଣିବା ପରେ , ଆପଣ ମାନଂକ ଆଖିରେ ଲୁହ ଆସି ଯିବ । ତେବେ ଘଟଣା ଟି ହେଉଛି ଦୁଇ ପ୍ରେମୀ ଯୁଗଳ ଙ୍କୁ ଝିଅ ର ବାପା ଏବଂ ପିଇସା ଦୁଇ ଜଣ ମିଶି ପୁରା ପ୍ଲିମ ଷ୍ଟାଇଲ ରେ ହଇରାଣ କରୁ ଛନ୍ତି । ତେବେ ଆମେ ମାନେ ସମସ୍ତେ ଜାଣୁ ଯେ ପ୍ରେମ ଯେଉଁ ମାନେ କରନ୍ତି ସେମାନେ କାହାରିକୁ ଡରନ୍ତି ନାହିଁ ।
ଏ ସମାଜ ତାଙ୍କୁ ୱେବ ତାଙ୍କ ବିଷୟ ରେ କଣ କହୁଛି କଣ ତାଙ୍କ ବିଷୟ ରେ ଭାବୁଛି ତାଙ୍କର ଟିକେ ହେଲେ ଫରକ ପଡେ ନାହିଁ । ସେଥି ପାଇଁ ସେମାନେ ଯାହା ଚାହାନ୍ତି ତାହା କରି ପକାନ୍ତି । କିନ୍ତୁ ଏହା ଏକ ବିରଳ ସତ ପ୍ରେମ କାହାଣୀ ଅଟେ । ଯେଉଁ ପ୍ରେମ କାହାଣୀ ଟି କଟକ ଜିଲ୍ଲା ରେ ଘଟିଛି । କଟକ ଜିଲ୍ଲା ର ଗୁରୁଣ୍ଡି ଗ୍ରାମ ରେ ଏହି ଘଟଣା ଟି ଘଟିଛି । ଘଟଣା ଟି କଟକ ସାଲେପୁର ଥାନା ରୁ ଆସି ଅଛି । ଏବେ ଜାଣିବା ଆସନ୍ତୁ ପ୍ରକୃତ ଘଟଣା ଟି କଣ ।
ଘଟଣା ଟିରେ ଗୁରୁଣ୍ଡି ଗ୍ରାମ ରେ ଜଣେ ଝିଅ ଓ ଜଣେ ପୁଅ ପରସ୍ପର କୁ ବହୁତ ଭଲ ପାଉ ଥିଲେ । ଭଲ ପାଇବା ପରେ ସେମାନେ ଦୁଇ ଜଣ ଇଛା କରି ଥିଲେ ସବୁ ଦିନ ପାଇଁ ସାଥି ରେ ରହିବା ପାଇଁ । ସେଥି ପାଇଁ ଝିଅ ଯାଇ ତାଙ୍କ ଘରେ କହି ଥିଲା ସେ ପୁଅ କୁ ବିବାହ କରିବା ପାଇଁ ।
ପୁଅ ଯାଇ ମଧ୍ୟ କହି ଥିଲା ତାକୁ ବିବାହ କରିବା ପାଇଁ । କିନ୍ତୁ ଘଟଣା ରେ ପୁଅ ଘର ଲୋକ ବିବାହ ପାଇଁ ରାଜି ହୋଇ ଥିବା ବେଳେ ଝିଅ ଘର ଲୋକ କିନ୍ତୁ ବାହାଘର ପାଇଁ ରାଜି ହୋଇ ନ ଥିଲେ । ତେଣୁ ଝିଅ ପୁଅ ମିଶି ଦୁଇଜଣ ଘର ଛାଡ଼ି ପଳାଇ ଯାଇ ଯାଇ ଥିଲେ । ଆଉ ବାହାରେ ଯାଇ ଗୋଟେ ମନ୍ଦିର ରେ ଵିଵାହ କରି ଥିଲେ ।
ୱେବ କୋର୍ଟ ରେ ମଧ୍ୟ ସେମାନେ ବିବାହ କରି ଥିଲେ । ସେମାନେ ଭାବି ଥିଲେ କିଛି ଦିନ ଘର ଛାଡ଼ି ଚାଲି ଗଲା ପରେ ଘର ଲୋକ ପୁଣି ଆମକୁ ସ୍ୱୀକାର କରି ନେବେ । କନ୍ତୁ ଏମତି କିଛି ହେଇ ନ ଥିଲା । ଝିଅ ର ପିଇସା ଏବଂ ଝିଅ ର ବାପା ମିଶି , ପୁଅ ର ବାପା କୁ ବହୁତ ପିଟି ଛନ୍ତି । ସେଥି ପାଇଁ ଝିଅ ଗୋଟିଏ ଭିଡିଓ କରି କହିଚି ଯେ , ଯଦି ତାର ଶଶୁର ଘର ର ଲୋକ ର କିଛି ହୋଇ ଥାଏ , ତାହାଲେ ପୋଲିସ ଏବଂ ଝିଅ ଘର ଲୋକ ଦାଇ ହେବେ ବୋଲି ଝିଅ ଭିଡିଓ ମାଧ୍ୟମ ରେ କହିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।