viral ଭିଡ଼ିଓ – କଲେଜ ଛାତ୍ରୀ ! ପାଠ ପଢା ଛାଡି ଦେହ ବ୍ୟବସାୟ କରୁଛନ୍ତି, ବାବୁ ଭିତରକୁ ଆସ କେଟେ ଟଙ୍କା ଦେବୁ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ସମୟ ଓ ପରିସ୍ଥିତି ସମସ୍ତଙ୍କ ପାଇଁ ସମାନ ନଥାଏ ବେଳେ ବେଳେ ଏହି ସମୟ ଆଗରେ ନିଜକୁ ମୁଣ୍ଡ ନୁଆଁଇବାକୁ ହୁଏ ତ ପୁଣି ପରିସ୍ଥିତି ହାତରେ ନିଜକୁ ହାର ମାନିବାକୁ ପଡିଥାଏ ।ତେବେ ଏମିତି ଲୋକ ଆମ ସମାଜରେ ବହୁତ ଅଛନ୍ତି କିନ୍ତୁ କିଏ ନିଜର ଵିଵଶତା ପାଇଁ ବାଧ୍ୟ ହେଇ କିଛି ଏମିତି ରାସ୍ତା ଆପଣେଇ ନେବା ପାଇଁ ଯେ ଯାହାକୁ ସମାଜ କେବେ ଗ୍ରହଣ କରେ ନାହିଁ ଓ ସେମାନେ ଇଛା ନଥିଲେ କରିବାକୁ ବାଧ୍ୟ ହେଇଥାନ୍ତି ।କାରଣ ଦେଖନ୍ତୁ ଏହି ଝିଅ ମାନଙ୍କୁ ପାଠ ପଡୁଥିବା ବୟସ କିନ୍ତୁ ନିଜ ଶରୀରକୁ ନେଇ ବ୍ୟବସାୟ କରୁଛନ୍ତି ।
ବେଶ୍ୟା ବା ବେଶ୍ୟାବୃତି ଏହି ଦୁଇଟି ନାକୁ ଆମ ଭଦ୍ର ସମାଜ ଏତେ ଘୃଣା କରିଥାଏ କି ସେମାନେ କୋଉଠି ବି ମୁଣ୍ଡ ଉଠାଇ ବାଟ ଚାଲି ପାରନ୍ତି ନାହିଁ ।କିନ୍ତୁ ସେହି ଭଦ୍ର ସମାଜର ଲୋକମାନେ ରାତିର ଅନ୍ଧକାର ଭିତରେ ନିଜ ଭୋକ ଶାନ୍ତ କରିଥାନ୍ତି ସେହି ବେଶ୍ୟା ମାନଙ୍କ ପାଖରେ ।ଆଉ ଦୁନିଆ ଆଗରେ ନିଜକୁ ପୁରା ପବିତ୍ର ଓ ନ୍ୟାୟଯୁକ୍ତ ଦେଖାଇ ହୁଅନ୍ତି ।
ଆମ ସରକାର ଙ୍କ ବ୍ୟବସ୍ଥା ବହୁତ କିନ୍ତୁ କେତେ ବ୍ୟବସ୍ଥା ଠିକ ଭାବରେ କାର୍ଯ୍ୟକାରୀ ହେଉଛି ତାହା ବିଷୟରେ କିନ୍ତୁ ଟକାହାର ନଜର ନାହିଁ ।ଆଉ ଏହି ଅଭାବର ଶୀକାର ହେଇଥାଏ କିଛି ଏମିତି ଜୀବନ ଯେଉଁ ମାନଙ୍କ ପାଖରେ ନିଜକୁ ବିକ୍ରି କରିବା ବ୍ୟତୀତ ଅନ୍ୟ କିଛି ମାର୍ଗ ନଥାଏ ।
ତେବେ ଦେଖୁ ନାହାଁନ୍ତି ଏହି ଯୁବତୀ ମାନଙ୍କୁ କେଡେ ସୁନ୍ଦର ସଜବାଜ ହେଇଛନ୍ତି ଦେଖିଲେ ଲାଗୁଚି କଲେଜ ପଡୁଆ ଝିଅ ପରି କିନ୍ତୁ ଇଏ କଣ ରମାନେ କବାଟ ଖୋଲି ଲୋକ ମାନଙ୍କୁ ଡାକୁଛନ୍ତି ଆଉ କହୁଛନ୍ତି “ଆସ ଭିତରକୁ ଆସ କେତେ ଦେବ,ଭିତରେ ଆହୁରି ସୁନ୍ଦରୀ ଝିଅ ଅଛନ୍ତି” ।
ତେବେ ଏହା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ନା ଏପ୍ରି କାହିଁକି କରୁଛନ୍ତି ଏହି ଯୁବତୀ ମାନେ ।ତେବେ ଏହି ଭିଡ଼ିଓ ହେଉଛି ରାଜସ୍ଥାନ ର ଜୋଧପୁର ପୁର ଅଞ୍ଚଳର ଏକ ବେଶ୍ୟାଗାରର ଯେଉଁଠାରେ ଯୁବତୀ ମାନେ ନିଜ ନିଜର ମଜବୁରୀ ପାଇଁ ଏହି ମାର୍ଗ କୁ ଆପଣେଇ ନେଇଛନ୍ତି ।
ଆପଣ ଭିଡ଼ିଓରେ ଦେଖି ପାରୁଥିବେ କେମିତି ଧାଡି ହେଇ ଯୁବତୀ ମାନେ ଛିଡା ହେଇଛନ୍ତି ଆଉ ଜଣେ କେହି ବ୍ୟକ୍ତି ସେହି ଘର ଭିତରକୁ ଚାଲି ଯାଉଛି ।ବୋଧେ ସେ ବି ଜଣେ ଗ୍ରାହକ ଅଟନ୍ତି, ତେବେ ଏହି ଭିଡ଼ିଓ ମଧ୍ୟ ଜଣେ ବ୍ୟକ୍ତି ଲୁଚେଇ କରିଛନ୍ତି ଆଉ ସେହି ଯୁବତୀଙ୍କର ଫେସକୁ ଦେଖାଇ ନାହାନ୍ତି ।
କାରଣ ସେହି ଝିଅଙ୍କ ପାଇଁ ଦୁନିଆରେ ବାଟ ଚାଲିବା ପାଇଁ କଷ୍ଟକରହେଇ ଯୁବତୀ ମାନେ ଛିଡା ହେଇଛନ୍ତି ଆଉ ଜଣେ କେହି ବ୍ୟକ୍ତି ସେହି ଘର ଭିତରକୁ ଚାଲି ଯାଉଛି ।ବୋଧେ ସେ ବି ଜଣେ ଗ୍ରାହକ ଅଟନ୍ତି, ତେବେ ଏହି ଭିଡ଼ିଓ ମଧ୍ୟ ଜଣେ ବ୍ୟକ୍ତି ଲୁଚେଇ କରିଛନ୍ତି ଆଉ ସେହି ଯୁବତୀଙ୍କର ଫେସକୁ ଦେଖାଇ ନାହାନ୍ତି ।
କାରଣ ସେହି ଝିଅଙ୍କ ପାଇଁ ଦୁନିଆରେ ବାଟ ଚାଲିବା ପାଇଁ କଷ୍ଟକର ହେଇ ପଡିବ ।ତେବେ ଏମିଟିକାମ ରୋକିବାକୁ ଚେଷ୍ଟା କରାଯାଉଛି କିନ୍ତୁ ନିଜର ମଜବୁରୀ ଲୁଚେଇ ଲୁଚେଇ ଝିଅ ମାନେ ଏମିତି କାମ କରିବାକୁ ବାଧ୍ୟ ହେଉଛନ୍ତି
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ