Exclusive ଭିଡ଼ିଓ – ମୁଁ ଭାଇରାଲ boy ଟୁଙ୍ଗୁରୁ ଭୋଳ ଏବେ କରିବି ଖେଳ ଦେଖନ୍ତୁ ଟୁଙ୍ଗୁରୁର ଲଭ ଷ୍ଟୋରି..କୁ ନେଇ ଏବେ ଆଲବମ କରିବେ ଟୁଁଗୁରୁ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ଟିକୁ ….

ଚର୍ଚ୍ଚାରେ ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ। ଆଉ ଏ ପ୍ରେମ କାହାଣୀକୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଫୁଲେଶରୀ ବସ୍ତିର ଟୁଙ୍ଗୁରୁ ଭୋଳଙ୍କ ବର୍ଷାଙ୍କ ସହ ଥିବା ପ୍ରେମ କାହାଣୀ ଖୁବ୍ ଭାଇରାଲ ହୋଇଛି।

କହିବାକୁ ସୋସିଆଲ ମିଡିଆରେ ସେନ୍ସେଶନ ପାଲଟି ଯାଇଛି ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ପ୍ରେମ କାହାଣୀ। ଖାଲି ସେତିକି ନୁହେଁ ଟୁଙ୍ଗୁରୁଙ୍କ ନାଁରେ ଓଡ଼ିଆ ଆଲବମ୍ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ କିଛି ଗୀତ ଏବେ ସାମାଜିକ ଗଣ ମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି।

ତେବେ ବର୍ତ୍ତମାନ ସମୟର ଖବର ଅନୁଯାୟୀ ଟୁଙ୍ଗୁରୁଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିବା ପାଇଁ ଯାଉଛି। ସୂଚନା ଯୋଗ୍ୟ ମ୍ୟୁଜିକ ଭିଡିଓରେ ଅଭିନୟ କରିବେ ଟୁଙ୍ଗୁରୁ ଭୋଳ।ମ୍ୟୁଜିକ ଡାଇରେକ୍ଟର R.J ଚିକୁ ଟୁଙ୍ଗୁରୁଙ୍କ ନେଇ ଏକ ମ୍ୟୁଜିକ ଭିଡିଓ କରିବେ ବୋଲି କହିଛନ୍ତି।

ତେବେ ଏ ନେଇ ଟୁଙ୍ଗୁରୁ ମଧ୍ୟ ନିଜେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଆଉ ସେ ଯାହା କହୁଛନ୍ତି ଆପଣ ଶୁଣିଲେ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯିବେ। ସେ ଏହାକୁ ନେଇ ବେଶ୍ ଖୁସି ଥିବାର କହିଛନ୍ତି। ଏମିତିକି ସେ କହିଛନ୍ତି ଏଥର ମାର୍କେଟକୁ ଓହ୍ଲେଇବ ପରେ ଟୁଙ୍ଗୁରୁ ଭୋଳ।

ଏଥର ଖେଳ କରିବ ଟୁଙ୍ଗୁରୁ ଆଉ ମାର୍କେଟ ପୁରା ଘାଣ୍ଟି ପକେଇବ। ଟୁଙ୍ଗୁରୁ ଭୋଳ ଏଥର ଖେଳ କରିବ ବୋଲି ମଧ୍ୟ କହୁଛନ୍ତି। ମାର୍କେଟକୁ ଟୁଙ୍ଗୁରୁ ଓହ୍ଲେଇ ନଥିଲା ଓହ୍ଲେଇବ ଏଥର ଟୁଙ୍ଗୁରୁ ଭୋଳ।ଆଉ ତାଙ୍କ ସୁଟିଂ ଆସନ୍ତା କାଲି ହେବ ବୋଲି ସେ କହିଛନ୍ତି।

 ଆଉ ସେ କାଲି ଯାଇ ସୁଟିଂ ମଧ୍ୟ କରିବେ। ତେବେ ପ୍ରଥମ ଥର ସେ ସୁଟିଂକୁ ଯାଉଥିବାରୁ ସେ ବେଶ୍ ଖୁସି ଥିବାର କହିଛନ୍ତି। ତେବେ ସେ ଭଗବାନଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି। ଆଉ ଅତି କନ୍ଫିଡେନ୍ସ ସହ କହିଛନ୍ତି ଏଥର ମାର୍କେଟକୁ ଆସିବ ଟୁଙ୍ଗୁରୁ ଭୋଳ ଓ କରିବ ଖେଳ।

ତେବେ ସୂଚନା ଅନୁଯାୟୀ ଗତ ୨୦ ତାରିଖରେ ରାଜଧାନୀରେ ବର୍ଷା ନାମକ ଜଣେ ବିବାହିତା ମହିଳା ଭରତପୁର ଥା-ନା ବାହାରେ ହତାରେ ଶଙ୍ଖା ସିନ୍ଦୁର ଫୁଲ ମାଳ ଓ ଗୋଲାପ ଫୁଲ ଧରି ନିଜ ପ୍ରେମିକକୁ ବିବାହ କରିବାକୁ ଜିଦ ଧରି ବସିଥିଲେ ।

ପ୍ରେମିକ ଥିଲେ ଆଲୋକ ଭୋଳ ଓରଫ୍ ଟୁଙ୍ଗୁରୁ। ଆଉ ପ୍ରେମିକ ଥିଲେ ଥାନା ଭିତରେ । ତେବେ ମହିଳା ଜଣକ ପ୍ରେମିକ ଟୁଙ୍ଗୁରୁ ସହିତ କିପରି ପ୍ରେମ ହୋଇଥିଲା ସେ ବିଷୟରେ ମଧ୍ୟ ମିଡ଼ିଆକୁ କହିଥିଲେ। ତାଙ୍କ କହିବା ଅନୁଯାୟୀ ଟୁଙ୍ଗୁରୁ ତାଙ୍କୁ ଏତେ ପ୍ରେମ କରୁଥିଲେ ଯେ ସେ ତାଙ୍କ ପ୍ରେମରେ ପଡ଼ିବାକୁ ବାଧ୍ୟ ହୋଇ ଯାଇଥିଲେ ସେଥିପାଇଁ ସେ ସ୍ବାମୀ ଓ ପିଲା ମାନଙ୍କୁ ପର କରି ଦେଇଥିଲେ।

ଟୁଙ୍ଗୁରୁ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ କିନ୍ତୁ ପରେ ସେ କୋର୍ଟରେ ଅନ୍ୟ ଜଣେ ଯୁବତୀକୁ ବିବାହ କରିଥିଲେ। ଯେ ନେଇ ବର୍ଷା ପ୍ରେମିକ ଟୁଙ୍ଗୁରୁ ନାଁରେ ଅଭିଯୋଗ ଆଣି ବିବାହ କାଟିବା ପାଇଁ ଜିଦ୍ ଧରି ବସିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।