Pregnancy Tips – ମହିଳାଙ୍କ ଠାରେ ଏହି ସବୁ ଲକ୍ଷଣ ଥିଲେ କରନ୍ତୁ ସହବାସ, ନିଶ୍ଚୟ ରହିବ ଛୁଆ…..

ମା ହେବା ପ୍ରତ୍ୟେକ ମହିଳା ପାଇଁ ଏକ ସୁଖଦ ଅନୁଭୃତି। ବିବାହ ପରେ ପ୍ରତ୍ୟେକ ମହିଳା ମା ହେବା ପାଇଁ ଚାହିଁଥାନ୍ତି।ନାରୀଟିଏ ମା ହେବାର ସୌଭାଗ୍ୟ ଅର୍ଜନ କଲା ପରେ ହିଁ ସେ ନାରୀର ଜୀବନରେ ପୂର୍ଣ୍ଣତା ଆସି ଥାଏ।ଏଥି ନିମନ୍ତେ ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ ଶାରୀରିକ ସଂପର୍କ ରଖିବାକୁ ପଡ଼ିଥାଏ।ତେବେ କିଛି ଦମ୍ପତି ବାପା ମା ହେବାର ସୌଭାଗ୍ୟ ଅର୍ଜନ କରି ପାରନ୍ତି ନାହିଁ। ଅନେକ ଥର ଚେଷ୍ଟା ପରେ ମଧ୍ୟ ସେମାନେ ସନ୍ତାନ ସୁଖ ପାଇ ପାରନ୍ତି ନାହିଁ।

ଏହାର ମୁଖ୍ୟ କାରଣ ହେଉଛି ସଠିକ ସମୟରେ ସହବାସ ନ କରିବା।କିଛି ମହିଳା ମାନେ ଜାଣି ପାରି ନଥାନ୍ତି କି ସେମାନେ କେଉଁ ସମୟରେ ସମ୍ପର୍କ ରଖିଲେ ଗର୍ଭ ଧାରଣ କରିବାରେ ସକ୍ଷମ ହୋଇ ପାରିବେ। ତେବେ ଗର୍ଭ ଧାରଣ ପାଇଁ ସଠିକ ସମୟରେ ସହବାସ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ଶୀଘ୍ର ଗର୍ଭବତୀ ହେବାର ସଠିକ ଉପାୟ କହିବୁ ଯାହା ପ୍ରତ୍ୟେକ ମହିଳା ଜାଣିବାର ଆବଶ୍ୟକତା ରହିଛ।ତେବେ ଆସନ୍ତୁ ଜାଣିବା କେଉଁ ଲକ୍ଷଣ ଯାହାକୁ ଦେଖିକି ଆମେ ଆମର ଅଭୁଲେସନ ର ଡେଟ ଉପରେ ଜାଣି ପରିବା ଓ ସେହି ଅନୁସାରେ ଆମେ ଆମର ଗର୍ଭ ଧାରଣ କୁ ନେଇକି ଘଟୁଥିବା ସମସ୍ତ ପ୍ରକାରର ସମସ୍ୟାକୁ ମଧ୍ୟ ଦୂର କରିପାରିବା।

ଆମେ ମାନେ ସମସ୍ତେ ଜାଣିଛୁ କି ମହିଳା ମାନଙ୍କ ଠାରେ ଏହି ଅଭୁଲେସନ ହୋଇଥାଏ , ତାହେଲେ ଅଭୁଲେସନ କୁ ଜାଣିବା ପାଇଁ ହେଲେ ଆମକୁ ଆମ ପିରିୟଡ଼ ଡେଟ ଉପରେ ଲକ୍ଷ୍ୟ ଦେବାକୁ ପଡିଥାଏ।ଆଉ ସେହି ପିରିୟଡ଼ସ ଡେଟ କୁ ନେଇକି ଆମେ ଆମର ଅଭୁଲେସନ ର ଡେଟକୁ ମଧ୍ୟ ଜାଣିପାରିବା।

ତାହେଲେ ଆମେ ସେହି ସମୟକୁ ଜାଣିବା ପାଇଁ ହେଲେ ପ୍ରଥମେ ଦୁଇ ମାସର ପିରିୟଡ଼ସ ଡେଟ କୁ ମନେ ରଖିବା ପାଇଁ ହେବ ଆଉ ଯାହା ଫଳରେ ଆମେ ଅଭୁଲେସନ ର ଡେଟ ମଧ୍ୟ ଜାଣି ପାରିବା। କାରଣ ପିରିୟଡ଼ ପରେ ମହିଳା ମାନଙ୍କର ଗର୍ଭାଶୟରେ ଡିମ୍ବାଣୁ ଆସିକି ରହିଥାଏ। ଆଉ ପୁରୁଷ ଶରୀରରୁ ସ୍ପର୍ମ ଯଦି ଯାଇକି ସେହି ଡିମ୍ବାଣୁ ସହିତ ମିଶ୍ର ତାହେଲେ ଜଣେ ଗର୍ଭବତୀ ହେଇପାରିବ।

ତେବେ ଆସନ୍ତୁ ଜାଣିବା ଅଭୁଲେସନର ଲକ୍ଷଣ ଗୁଡିକ:-

ଦୁଇ ପିରିୟଡ଼ସ ମଧ୍ୟବର୍ତ୍ତୀ ଦିନରେ ଛାତି ନରମ ଲାଗିବା ସହିତ ଯନ୍ତ୍ରଣା ଅନୁଭବ ହୋଇଥାଏ ଏଥିସହିତ ଶରୀରର ଯଦି ତାପମାତ୍ରା ବଢିଯାଏ ତାହେଲେ ବି ସେହି ଦିନ ଗୁଡିକ ଅଭୁଲେସନ ଦିନ ବୋଲି କହିବା।ତେବେ ଅଭୁଲେସନ ଦିନ ମାନଙ୍କରେ ସ୍ପଟିଙ୍ଗ ଅଧିକ ହୋଇଥାଏ କାରଣ ଓଷ୍ଟ୍ରୋଜେନ ନାମକ ଗୋଟିଏ ହର୍ମୋନ ଆଦିକ କ୍ଷରଣ ହୋଇଥାଏ!

ଅଭୁଲେସନ ଦିନ ମାନଙ୍କରେ ମିଉକୋଷ ଡିସ୍ଚାର୍ଜ ହୋଇଥାଏ , ଯାହା ଠିକ ପୁରା ଆଣ୍ଡାର ଜେଲି ଭଳି ହୋଇଥାଏ ।ଆହୁରି ଅଭୁଲେସନ ସମୟରେ ପେଟରେ ଗୋଟିଏ ସାଇଡ ରୁ ଅଭୁଲ ରିଲିଜ ହୋଇଥାଏ। ଏହା ଥିଲା ଅଭୁଲେସନ ର ଲକ୍ଷଣ ଯାହାକୁ ଜାଣି ରଖିବା ପ୍ରତି ମହିଳା ଙ୍କ ଆବଶ୍ୟକତା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।