ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପୈତୃକ ସମ୍ପତ୍ତିରୁ ଭାଗ ନେଇ ପାରିବେ ନାହିଁ ଝିଅ ..ଏଥିରେ ଆପଣଙ୍କ ମତାମତ କଣ କମେଣ୍ଟ କରି ଜଣାନ୍ତୁ ଏବଂ ସେୟାର କରନ୍ତୁ

ଏଣିକି ବାପ ସମ୍ପତି କୁ ଆଉ ଝିଅ ନେଇ ପାରିବ ନାହିଁ । ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ଯଦି ଝିଅ ବିବାହ ପରେ ବହୁତ ଦିନ ଧରି ବାପା ମାଙ୍କ ସହ ସମ୍ପର୍କ ନ ରଖନ୍ତି । ତାଙ୍କ କଥା ନ ବୁଝନ୍ତି , ତାହାଲେ ଝିଅ ର କୌଣସି ଅଧିକାର ନାହିଁ ବାପ ର ସମ୍ପତି କୁ ନେବା ରେ । ସୁପ୍ରିମକୋର୍ଟ ଏକ ଛାଡପତ୍ର ମାମଲା ଶୁଣାଣି ବେଳେ ବିଚାରପତି ଜଷ୍ଟିସ ସଞ୍ଜୟ ପତି ଓ ଏମ ଏସ ସୁରେନ୍ଦ୍ର ଦାସ ଏହାକୁ ଶୁଣାଣି କରି ଛନ୍ତି ।

ଆଜି ର ସବୁ ଠାରୁ ବଡ଼ ଖବର ଏଣିକି ଝିଅ ନେଇ ପାରିବ ନାହିଁ ବାପ ସମ୍ପତି କୁ । ଏବେ ଯେଉଁ ଝିଅ ସବୁ ଜନ୍ମ ନେଉ ଛନ୍ତି , ସେମାନେ ସବୁ 20 ବର୍ଷ ନ ହୋଉଣୁ ନିଜର ଲାଇଫ ପାଟନର କୁ ସେମାନେ ବାଛି ନେଉ ଛନ୍ତି । କିଛି ଝିଅ ମଧ୍ୟ ଘର ଛାଡି ପଳେଇ ଯାଉ ଛନ୍ତି , ଯାହା ଫୋଳରେ ବାପା ମା ସହିତ କିଛି ସମ୍ପର୍କ ରଖୁ ନାହାନ୍ତି , ଜମି ଓ ଜାଗା ବଣ୍ଟା ହେଲେ ସେମାନେ ଆସି ଭାଗ ନେଉ ଛନ୍ତି । ତେବେ ଆସନ୍ତୁ ପୁରା ଘଟଣା ଜାଣିବା। ।
ଆପଣ ମାନେ ମଧ୍ୟ ବହୁତ ଥର ଦେଖିବା ପାଇଁ ପାଇ ଥିବେ । ବାପା ଯେତେ ବେଳେ ବୁଢ଼ା ହୋଇ ଯାଇ ଥାଏ । ସେହି ସମୟ ରେ ବାପା କହି ଥାଏ , ସମସ୍ତ ଙ୍କୁ ଡାକି ଦିଅ ଜମି ଭାଗ କରି ଦେବା , ସେହି ସମୟ ରେ ଝିଅ ମଧ୍ୟ ଆସି ଥାଏ ଭାଗ ନେବା ପାଇଁ ।

ନ ଡାକିଲେ ମଧ୍ୟ ଝିଅ ଜର ଜବରଦସ୍ତ ଭାଗ ନେଇ ଥାଏ । ଆଉ ଝିଅ ଦସ୍ତକତ ମାରିଲେ ଯାଇ ତମେ ଜମି ଜମି ଜାଗା କୁ ବିକ୍ରି କରି ପାରୁ ଥିଲ । କିନ୍ତୁ ଏବେ ସେ ସିଷ୍ଟମ ଉଠି ଗୋଲା । ଯଦି ଝିଅ ବାପ ସହିତ ସମ୍ପର୍କ ରଖୁ ନାହିଁ । ଅର୍ଥତ ଝିଅ ନିଜ ଇଚ୍ଛା ରେ ପଳେଇ ଯାଇ ବିବାହ କରୁଚି । ଆଉ ଶେଷରେ ଭାଗ ମଧ୍ୟ ନେଉଛି , ତାହାଲେ ତାକୁ ଆପଣ ମାନେ ଭାଗ ଦେଇ ପାରିବେ ନାହିଁ । ଯଦି ବାପ ଚାହେଁ ତ ।

ତେବେ ଝିଅ ଯଦି ବାପା ସହିତ ସମ୍ପର୍କ ରଖୁନି ଝିଅ ପୁଣି ବାପ ସମ୍ପତି କୁ କେମିତି ଭାଗ ନେଇ ପାରିବ । ଯେଉଁ ଝିଅ ବାପା ମା ସହିତ ଭଲ ସମ୍ପର୍କ ରଖି ଥିବା । ବାପ ଘରକୁ ଯିବା ଆସିବା କରୁ ଥିବ। ସେହି ଝିଅ ବାପ ଘର ସମ୍ପତି କୁ ନେଇ ପାରିବ ।

ଆଜି କାଲି ଝିଅ କଣ ପୁଅ କଣ ବାପା ମା କୁ ସେମାନେ ବହୁତ ହୋଇରାଣ କରୁ ଛନ୍ତି । ତାଙ୍କୁ ମାଡ଼ ମାରୁ ଛନ୍ତି । ତେଣୁ ଆପଣ ମାନଙ୍କୁ ଅନୁରୋଧ ରେ ବାପା ମା କୁ ହଇରାଣ କରନ୍ତୁ ନାହିଁ । ଭବିଷ୍ୟତ ରେ ଦିନେ ଭଲ ମଣିଷ ହୋଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।