ଓଃ..କି ..ଡାନ୍ସ …ରାସ୍ତା ମଝିରେ ସ୍କୁଲ ଛାତ୍ରୀ ଙ୍କ ଜବରଦସ୍ତ ହଟ ଡାନ୍ସ ,ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି ମାତ୍ର 2 ଘଣ୍ଟାରେ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ ….

ଆଜିର ବ୍ୟସ୍ତ ବହୁଳ ଜୀବନରେ ଲୋକେ ସମୟରେ ବାହାର କରି କିଛି ନା କିଛି ସମୟ ସୋସିଆଲ ମିଡିଆରେ ବିତାଉଛନ୍ତି।ଆଜିର ଏହି ଟେକ୍ନୋଲୋଜିର ଦୁନିଆର ସବଠାରୁ ଏକ ବଡ଼ ଦାନ ହେଉଛି ସୋସିଆଲ ମିଡ଼ିଆ।ଆଜିର ଦିନରେ ସୋସିଆଲ ମିଡ଼ିଆ ଲୋକମାନଙ୍କ ପାଇଁ ଅଧିକରୁ ଅଧିକ ଗୁରୁତ୍ବ ହୋଇ ଯାଇଛି।

ଏହି ଇଣ୍ଟରନେଟ୍ ଯୁଗରେ ଲୋକ ମାନେ ସବୁକିଛି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛନ୍ତି। ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରିବା ମାତ୍ରେ ଲୋକମାନେ ସୋସିଆଲ ମିଡ଼ିଆରେ ଏକ୍ଟିଭ ରହିବାକୁ ପସନ୍ଦ କରୁଛନ୍ତି ।ଏମିତି କି ଯେ କୌଣସି ସ୍ଥାନରେ ଯେ କୌଣସି ସମୟରେ ଯେଉଁ ସବୁ ଘଟଣା ଘଟି ଚାଲିଛି ତାହା ଆମେ ଗୋଟିଏ ସ୍ଥାନରେ ରହି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛୁ।

ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡିଓ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ବହୁତ୍ ଖୁସି ଲାଗେ ଆଉ ସେହି ଭିଡିଓ ଗୁଡିକ ବାରମ୍ବାର ଦେଖିବା ପାଇଁ ଇଚ୍ଛା ହୋଇଥାଏ। ଆଉ ସେହି ଭିଡିଓ ଗୁଡିକ ଖୁବ୍ ଭାଇରାଲ ହୋଇଥାଏ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଗୁଡ଼ିକ ମଧ୍ୟରୁ ଦର୍ଶକ ମଜାଦାର ଭିଡିଓ ଦେଖିବାକୁ ଖୁବ୍ ପସନ୍ଦ କରନ୍ତି। ଏହି ଭିଡିଓ ଗୁଡିକ ଦେଖି ଦର୍ଶକ ତାର ଭରପୁର ମଜା ଉଠାଇ ଥାନ୍ତି। ଆଉ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିବା ସହ ବହୁତ୍ ସାରା ଲାଇକ ମଧ୍ୟ କରିଥାନ୍ତି।ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ ଯାହା ଦେଖି ଲୋକେ ହସି ହସି ବେଦମ୍ ହୋଇ ପଡନ୍ତି।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ଦେଖିଲେ ଆପଣଙ୍କୁ ନିଶ୍ଚିତ ଭାବେ ମଜା ଲାଗିବ। ଭିଡିଓ ରେ ଦେଖିବା ପାଇଁ ମିଳୁଛି ଏକ ଷ୍ଟେଜ ଉପରେ ଜଣେ ଯୁବତୀ ଡାନ୍ସ କରୁଛନ୍ତି।

ଜିନ୍ସ ପ୍ୟାଣ୍ଟ ସାଙ୍ଗକୁ ଏକ ଧଳା ଏବଂ ନୀଳ ରଙ୍ଗର ଟପ ପିନ୍ଧିଛନ୍ତି। ଆଉ ଯୁବତୀ ଜଣକ ଷ୍ଟେଜ ଉପରେ ଡାନ୍ସ କରୁଛି। ତେବେ ଯୁବତୀ ଜଣକ ଏଭଳି ଭାବରେ ଡାନ୍ସ କରୁଛନ୍ତି ଯାହା ଦେଖିବାକୁ ଖୁବ୍ ମଜାଦାର। ଯୁବତୀ ଜଣକ ଷ୍ଟେଜ ଉପରେ ଡାନ୍ସ କରୁଛନ୍ତି ସତ କିନ୍ତୁ ତାଙ୍କ ଡାନ୍ସର ଅଙ୍ଗଭଙ୍ଗୀର ତାଳମେଳ ରହୁ ନାହିଁ।

କିନ୍ତୁ ଯୁବତୀ ଜଣକ ନିଜେ ମଜା ନେଇ ଡାନ୍ସ କରି ଚାଲିଛନ୍ତି। ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ଦର୍ଶକ ମାନେ ଏହାକୁ ଜମେଇକି ଦେଖୁଛନ୍ତି ଏଥି ସହିତ ଖୁବ୍ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି। ତେବେ ଆପଣ ମଧ୍ୟ ଏହି ମଜାଦାର ଭିଡିଓ ଦେଖି ଏହାର ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।