ଆଶ୍ଚର୍ଯ୍ୟକର କଥା ! ଶ୍ରୀ ମନ୍ଦିର ସାମ୍ନାରେ ଉଦ୍ଧାର ହେଲା ଏକ ବିରଳ ପ୍ରଜାତିର ଗରୁଡ ପକ୍ଷୀ, ଦେଖିବା ପାଇଁ ଶ୍ରୀ ମନ୍ଦିର ସାମ୍ନାରେ ଅସମ୍ଭାଳ ଲୋକଙ୍କ ଭିଡ, ମନରେ ଭକ୍ତି ଥିଲେ ସେୟାର କରନ୍ତୁ..

ସୋସିଆଲ ମିଡ଼ିଆ ଦ୍ୱାରା ଆମେ ଅନେକ କିଛି ଘଟଣା ସମ୍ପର୍କ ରେ ଅବଗତ ହୋଇ ପାରି ଥାଉ, ଏଣୁ ଏହା ଆମ ସମାଜ ରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି | ତେବେ ବେଳେ ବେଳେ ଆମ ସମାଜ କୁ କିଛି ଏମିତି ଘଟଣା ଦେଖିବାକୁ ମିଳେ ଯାହାକୁ କେହି ମଧ୍ୟ ଭାବି ନଥାଏ କାରଣ ଘଟଣା ଟି ସେହିଭଳି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇ ଥାଏ |

ତେବେ ପ୍ରାୟତଃ ଶ୍ରୀମନ୍ଦିର ରେ ଭିନ୍ନ ଭିନ୍ନ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳେ କାରଣ ତାହା ହେଉଛି ପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ଶ୍ରୀକ୍ଷେତ୍ର ଅଟେ | ତେବେ ପୁଣି ଏକ ବିରଳ ଦୃଶ୍ୟ ଶ୍ରୀମନ୍ଦିର ରେ ଦେଖିବା ପାଇଁ ମିଳିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ, ଆସନ୍ତୁ ଏହି ଦୃଶ୍ୟ ସମ୍ପର୍କ ରେ ଆଲୋଚନା କରିବା |

ତେବେ ପୁରୀ ରୁ ଏକ ବିଷ୍ଣୁ ଙ୍କ ବାହାନ ଗରୁଡ଼ ପକ୍ଷୀ କୁ ଉଦ୍ଧାର କରାଯାଇଛି, ଯାହାକି ଏହା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି | ତେବେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ପୁରୀ ସଦର ଥାନା ଛଇତନା ପଞ୍ଚାୟତ ଅନ୍ତର୍ଗତ ଗଇଣ୍ଡୋଳ ଗାଁ ରୁ ହିଁ ଦେଖିବା ପାଇଁ ମିଳିଛି | ତେବେ ଆପଣ ତ ଜାଣିଛନ୍ତି ଯେ ବହୁ ପୁରାଣ ରେ ମଧ୍ୟ ଏହି କଥା ବର୍ଣ୍ଣିତ ଅଛି ଯେ ଗରୁଡ଼ ପକ୍ଷୀ ଟି ଭଗବାନ ବିଷ୍ଣୁ ଙ୍କର ବାହାନ ଅଟନ୍ତି |

ଏହି ଗରୁଡ଼ ପକ୍ଷୀ ଟି ମଧ୍ୟ ଆଉ କେଉଁଠାରେ ପ୍ରାୟ ଦେଖିବାକୁ ମିଳୁ ନାହିଁ, ଏହା ଧୀରେ ଧୀରେ ବିଲୁପ୍ତ ହୋଇ ଗଲାଣି | କିନ୍ତୁ ଶ୍ରୀମନ୍ଦିର ରୁ ଏଭଳି ଏକ ଗରୁଡ଼ ପକ୍ଷୀ ଉଦ୍ଧାର କରିବା ପରେ ଏହାକୁ ଯିଏ ବି ଦେଖୁଛି ସେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଛି | ତେବେ ଏହି ଗରୁଡ଼ ପକ୍ଷୀ ଟି ଛୋଟ ଅଟେ ଏବଂ ଏହାର ବୟସ 3 ବର୍ଷ ବୋଲି ଅନୁମାନ କରାଯାଇଛି |

ସୂଚନା ଅନୁଯାଇ ସେହି ଗ୍ରାମ ର ଜଣେ ବ୍ୟକ୍ତି ଆଲୋକ ସ୍ୱାଇଁ ନିଜ ସାଙ୍ଗ ସହିତ ନିଜ ଗ୍ରାମ ର ନଦୀ ପଠାକୁ ବୁଲିବାକୁ ଯାଇ ଥିଲେ, ଆଉ ସେଠାରେ ସେ ଏକ ଛୋଟ ଗରୁଡ଼ ପକ୍ଷୀ କୁ ଦେଖି ଥିଲେ | ଏହାପରେ ପ୍ରଥମେ ସେ ସେଠାରୁ ପକ୍ଷୀ ଟିକୁ ଉଦ୍ଧାର କରି ନିଜ ଘରକୁ ନେଇ ଆସି ଥିଲେ | ଏହାପରେ ଘରକୁ ଆଣି ବନ ବିଭାଗ କର୍ମଚାରୀ ପାଖକୁ ଫୋନ କରି ଏହି ବିରଳ ପକ୍ଷୀ ବିଷୟ ରେ ଜଣାଇ ଥିଲେ | ଏହା ପରେ ସେମାନେ ଆସି ପକ୍ଷୀ ଟିକୁ ଉଦ୍ଧାର କରି ଥିଲେ ଯାହାକି ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି ଏବଂ ଏହା କୌଣସି ଭଗବାନ ଙ୍କର ସନ୍ଦେଶ ବୋଲି ଲୋକ ମାନେ ମନେ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।