ଆଜି କିଛି ବିରଳ ଦୃଶ୍ୟ ଦେଖିବା ପାଇଁ ମିଳିଛି । ଏକ ଭାଲୁ ରାସ୍ତା ରେ ଯାଉ ଥିବା ସମୟ ରେ ଏକ ବାଘ ତାକୁ ଅଟକାଇ ଦେଇ ଥିଲା । ତା ପରେ ଯାହା ହୋଇ ଥିଲା ଆପଣ ମାନେ ସ୍ୱପ୍ନ ରେ ମଧ୍ୟ ଭାବି ପାରିବେ ନାହିଁ । ଦୁନିଆ ରେ ଏମିତି କିଛି ଦୃଶ୍ୟ ଦେଖିଲେ ଲୋକ ମାନେ ପ୍ରଥମେ ଭିଡିଓ କରି ଥାନ୍ତି ।
ଭିଡିଓ ଟି କରି ସାରିବା ପରେ ସେମାନେ ନିଜ ଚେନାଲ ରେ TRP ପାଇଁ ଛାଡି ଦେଇ ଥାନ୍ତି । ତେବେ ଏହି ଘଟଣା ଟି ଘଟି ଥିଲା ରାଜସ୍ଥାନ ରେ । ରାଜସ୍ଥାନ ରେ ଏକ ଘଞ୍ଚ ଜଙ୍ଗଲ ରେ ଏହି ଦୃଶ୍ୟ ଟି ଦେଖିବା ପାଇଁ ମିଳି ଥିଲା । ଏହି ଜଙ୍ଗଲ ଟି ରାଜସ୍ଥାନ ର ସବୁ ଠାରୁ ବଡ଼ ଜଙ୍ଗଲ ।
ଆଗ କାଳ ରେ ଜଙ୍ଗଲ ଭିତରୁ ପଶୁ ମାନେ ବାହାରକୁ ବାହାରୁ ନ ଥିଲେ । କିନ୍ତୁ ଏବେ ଜଙ୍ଗଲ ର ଘଞ୍ଚ କମି ଯିବା ରୁ ପଶୁ ମାନେ ବାହାରକୁ ବାହାରି ଆସୁ ଛନ୍ତି । ତେଣୁ ଯେତେ ଜଙ୍ଗଲ ନଷ୍ଟ ହେବ ସେତେ ମାତ୍ରା ରେ ପଶୁ ପକ୍ଷୀ ମାନେ ଲୋପ ପାଇ ଯିବେ ।
ଆପଣ ମାନେ 20 ବର୍ଷ ତଳକୁ ଚାଲି ଯାଆନ୍ତୁ । ଆପଣ ବହୁତ ସମୟ ରେ କିଛି ଦେଖନ୍ତୁ ବା ନ ଦେଖନ୍ତୁ କୁଆ ଓ ପାରା ଭଳି ପକ୍ଷୀ ମାନକୁ ଆପଣ ମାନେ ଦେଖିବା ପାଇଁ ପାଉ ଥିଲେ । କିନ୍ତୁ ଏବେ ସେଗା ଦେଖିବା ପାଇଁ ବହୁତ କମ ମିଳୁଛି । ଆଉ ଅନ୍ୟ ପକ୍ଷୀ ତ କହିବା ଛାଡ଼ ।
ସେମାନଙ୍କୁ ତ ଦେଖିବା ଆଜି କାଲି ଗୋଟେ ସ୍ୱପ୍ନ ହୋଇ ଗଲାଣି । ଆଉ ଆଜି କାଲି ର ହାତୀ ଜଙ୍ଗଲ ନଷ୍ଟ ହେଇ ଯିବାରୁ ସେମାନେ ଜଙ୍ଗଲ ଛାଡି ମାର୍କେଟ ରେ ବୁଲିବା ଆରମ୍ଭ କରି ଦେଇ ସାରି ଲେଣି । କେବଳ ସେତିକି ନୁହେଁ ଆଉ କିଛି ଦିନ ପରେ ଦେଖିବେ ଆଜି ଯେଉଁ ପଶୁ ଗୁଡିକ ଏମିତି ଜଙ୍ଗଲ ରେ ଦେଖିବା ପାଇଁ ପାଉ ଛନ୍ତି । ତାହା ଦିନେ ଚିଡ଼ିଆ ଖାନା ରେ ଆପଣ ଟିକେଟ କାଟି ଦେଖିବେ ।
ତେବେ ଆଜିର ଘଟଣା ଏତେ ଭୟାନକ ଥିଲା ଯେ ତାହା କହି ହେବ ନାହିଁ । ଜଙ୍ଗଲ ମଝି ରେ ରାସ୍ତା । ଆଉ ସେହି ରାସ୍ତା ମଝି ରେ ଗୋଟେ ବାଘ ଆଉ ଗୋଟେ ଭାଲୁ ର ମୁଁହା ମୁହିଁ ।
କିନ୍ତୁ ଜଙ୍ଗଲ ର ରାଜା ବାଘ ହୋଇ ଥିଲେ ମଧ୍ୟ ବାଘ ଭାଲୁ କୁ ଦେଖି ଡରି ଯାଇ ଥିଲା ଆଉ ସେଠାରୁ ପଳାଇ ଯାଇ ଥିଲା । କେବଳ ସେତିକି ନ ଥିଲ ଘଟଣା ଭାଲୁ ତାକୁ ଛାଡି ନ ଥିଲା । ଭାଲୁ ବାଘ ପଛରେ ଗୋଡ଼ାଇ ଥିଲା । ଏହି ଦୃଶ୍ୟ କୁ କ୍ୟାମେରା ରେ କଏଦୀ କରି ତାକୁ ସୋସିଆଲ ମିଡ଼ିଆ ରେ ଛାଡି ଦେଇ ଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।