PM Modiଙ୍କ ଜନ୍ମଦିନ ଉପଲକ୍ଷେ ବଡ଼ ଘୋଷଣା : ନବଜାତ ଶିଶୁ ଜନ୍ମଗ୍ରହଣ କରିଲେ,ତାଙ୍କୁ ମିଳିବ ସୁନାର ମୁଦି,ଜଣାନ୍ତୁ ସମ୍ପୂର୍ଣ ଖବର…
ମୋଦୀଙ୍କ ଜନ୍ମଦିନରେ ଜନ୍ମଗ୍ରହଣ କରିଥିବା ନବଜାତକଙ୍କୁ ସୁନାର ମୁଦି ପ୍ରଦାନ କରିବାକୁ ରାଜ୍ୟ ବିଜେପି ଘୋଷଣା କରିଛି । ଏହି ମୁଦିରେ ୨ ଗ୍ରାମର ସୁନା ରହିବ ଓ ଏହାର ମୂଲ୍ୟ ପାଖାପାଖି ୫ ହଜାର ଟଙ୍କା ରହିବ । ଏଥିପାଇଁ ଚେନ୍ନାଇ ସ୍ଥିତ ସରକାରୀ ଆରଏସଆରଏମ ହସ୍ପିଟାଲକୁ ବଛା ଯାଇଛି । ସେଠାରେ ସେପ୍ଟେମ୍ବର ୧୭ରେ ୧୦-୧୫ ଜଣ ଶିଶୁ ଜନ୍ମ ନେବାର ଅନୁମାନ କରାଯାଉଛି ।
ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମଦିନ । ଏହି ଦିବସକୁ ସ୍ପେଶାଲ କରିବା ପାଇଁ ବିଜେପି ପକ୍ଷରୁ ସାରା ଦେଶରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯିବ । ମୋଦୀଙ୍କ ଜନ୍ମଦିନ ଅବସରରେ ଦକ୍ଷିଣ ଆଫ୍ରିକାରୁ ୮ଟି ଚିତା ବାଘ ଅଣାଯାଉଛି । ତେବେ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ ତାମିଲନାଡ଼ୁର ବିଜେପି ଶାଖା । ପିଏମ ମୋଦୀଙ୍କ ଜନ୍ମଦିନକୁ ରାଜ୍ୟ ବିଜେପି ଏକ ନିଆରା ଢଙ୍ଗରେ ପାଳନ କରିବ
ମୋଦୀଙ୍କ ଜନ୍ମଦିନରେ ଜନ୍ମଗ୍ରହଣ କରିଥିବା ନବଜାତକଙ୍କୁ ସୁନାର ମୁଦି ପ୍ରଦାନ କରିବାକୁ ରାଜ୍ୟ ବିଜେପି ଘୋଷଣା କରିଛି । ଏହି ମୁଦିରେ ୨ ଗ୍ରାମର ସୁନା ରହିବ ଓ ଏହାର ମୂଲ୍ୟ ପାଖାପାଖି ୫ ହଜାର ଟଙ୍କା ରହିବ । ଏଥିପାଇଁ ଚେନ୍ନାଇ ସ୍ଥିତ ସରକାରୀ ଆରଏସଆରଏମ ହସ୍ପିଟାଲକୁ ବଛା ଯାଇଛି ।
ସେଠାରେ ସେପ୍ଟେମ୍ବର ୧୭ରେ ୧୦-୧୫ ଜଣ ଶିଶୁ ଜନ୍ମ ନେବାର ଅନୁମାନ କରାଯାଉଛି । ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ ତାମିଲନାଡ଼ୁର ବିଜେପି ଶାଖା । ପିଏମ ମୋଦୀଙ୍କ ଜନ୍ମଦିନକୁ ରାଜ୍ୟ ବିଜେପି ଏକ ନିଆରା ଢଙ୍ଗରେ ପାଳନ କରିବ!
ମୋଦୀଙ୍କ ଜନ୍ମଦିନରେ ଜନ୍ମଗ୍ରହଣ କରିଥିବା ନବଜାତକଙ୍କୁ ସୁନାର ମୁଦି ପ୍ରଦାନ କରିବାକୁ ରାଜ୍ୟ ବିଜେପି ଘୋଷଣା କରିଛି । ଏହି ମୁଦିରେ ୨ ଗ୍ରାମର ସୁନା ରହିବ ଓ ଏହାର ମୂଲ୍ୟ ପାଖାପାଖି ୫ ହଜାର ଟଙ୍କା ରହିବ । ଏଥିପାଇଁ ଚେନ୍ନାଇ ସ୍ଥିତ ସରକାରୀ ଆରଏସଆରଏମ ହସ୍ପିଟାଲକୁ ବଛା ଯାଇଛି । ସେଠାରେ ସେପ୍ଟେମ୍ବର ୧୭ରେ ୧୦-୧୫ ଜଣ ଶିଶୁ ଜନ୍ମ ନେବାର ଅନୁମାନ କରାଯାଉଛି ।
ଏହି ଅବସରରେ ମତ୍ସ୍ୟ ପାଳନ ଓ ସୂଚନା ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଏଲ. ମୁରୁଗନ କହିଛନ୍ତି, ଅନ୍ୟ ଯୋଜନା ମାଧ୍ୟମରେ ୭୨୦ କେଜି ମାଛ ମଧ୍ୟ ବଣ୍ଟନ କରାଯିବ । ୭୨୦ କେଜି ମାଛ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନିର୍ବାଚନୀ କ୍ଷେତ୍ରରେ ବଣ୍ଟନ କରାଯିବ ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମମଏସୱାଇ) ଯୋଜନାକୁ ପ୍ରୋତ୍ସାହିତ କରାଯିବ । ପିଏମ ମୋଦୀ ଶାକାହାରୀ ଅଟନ୍ତି । ମୋଦୀ ୭୨ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବାରୁ ୭୨୦ ଅଙ୍କକୁ ବଛାଯାଇଥିବା ମନ୍ତ୍ରୀ ମୁରୁଗନ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ