ଛିଃ..ଛିଃ..ପୁଣି ପୁରୀ ରେ ଲଜ୍ୟା ! ରକ୍ଷା ପାଇବନି, ରକ୍ଷକ ସାଜିଥିବା ଭକ୍ଷକ, ବଡ଼ଦାଣ୍ଡରେ ଭିଡ଼ ଭିତରେ ଯୁବତୀଙ୍କୁ ଅସଦାଚରଣ, ଭିଡିଓ ହେଲା ଭାଇରାଲ

ଆମେ ବହୁତ ଗର୍ବ ଅନୁଭବ କରିଥାଉ, ଯେହେତୁ ଆମେ ଓଡିଶା ବାସୀ ।ଆମେ ଆଧ୍ୟାତ୍ମିକ ଚିନ୍ତାଧାରା ରେ ରହିଥାଉ ଓ ସେଥିପାଇଁ ପାଇଁ ଆମେ ବାହାର ରାଜ୍ୟ ରେ ଯେଉଁଠି କୁ ଗଲେ, ଆମେ ଓଡ଼ିଆ ବୋଲି ପରିଚୟ ଦେଲେ ସେଠାକାର ଲୋକ ମାନେ ଆମକୁ ଶ୍ରୀ ଜଗନ୍ନାଥ ଙ୍କ ଧାମ ର ଲୋକ ବୋଲି ଆମକୁ କହିଥାନ୍ତି। ତେଣୁ ସେଇ ଜଗନ୍ନାଥ ଧାମ ଲୋକ ହେଇ ଯଦି ଆମ ପ୍ରତି କୌଣସି ବିପଦ ଆସିଥାଏ ତାହାଲେ ତାହା ଆଗରୁ ପ୍ରଭୁ ଜଗନ୍ନାଥ ଙ୍କ କୃପା ରୁ ଆମକୁ ସୂଚନା ମିଳିଯାଇଥାଏ।

ତେବେ ଆପଣ ମାନେ ଜାଣିଥିବେ କରୋନା ପାଇଁ ଦୀର୍ଘ 2 ବର୍ଷ ପରେ ଖୁବ୍ ଧୁମଧାମ୍ ରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । କିନ୍ତୁ ଏଥିରେ ଘଟିଲା ବହୁତ ବଡ ବିଡମ୍ବନା । ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ମିଡିଆରେ ମଧ୍ୟ ସିଧା ପ୍ରସାରଣ ହୋଇଥିଲା ଯାହାକି ଶ୍ରୀ ଜଗନ୍ନାଥଙ୍କ ଆଖିରୁ ଝରି ଥିଲା ଲୁହ ।

ତେବେ ସତରେ କଣ ମାଳିକା କଥା ସତ ହେବାକୁ ଯାଉଛି , କାହିଁକି ନାଁ ବର୍ତ୍ତମାନର ଏହି ସମୟରେ ସବୁକିଛି ବିପରୀତ ଘଟିବ ଆଉ ନାହିଁ ନଥିବା ଘଟଣା ସବୁ ସାମ୍ନାକୁ ଆସିବ । ଯାହା କେହି କେବେ ଦେଖିନଥିବେ ଶୁଣିନଥିବେ ଏବଂ ଅନୁମାନ ବି କରିନଥିବେ କିନ୍ତୁ ଆଗକୁ ଏପରି ବହୁତ କିଛି ଘଟିବାକୁ ଯାଉଛି ।

ତେବେ କେବଳ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ କାନ୍ଦି ନଥିଲେ ବରଂ କେନ୍ଦ୍ରାପଡା ରେ ବ୍ରହ୍ମତାଳଧ୍ବଜ ଗଡିନଥିବା , ଅଟକି ଯାଇଥିଲା ବଡଦାଣ୍ଡରେ । ଦୀର୍ଘ 84 ବର୍ଷର ଇତିହାସରେ ପ୍ରଥମ ଥର ଅଟକିବା ଘଟଣା ଭକ୍ତମାନେ ଦେଖିଲେ ଏବଂ ବହୁତ ଦୁଃଖୀ ମଧ୍ୟ ହେଲେ । ତେବେ ଏହି ସବୁ ଘଟଣା କାହିଁକି ଘଟିଲା 3ଦିନ ଧରି ରଥ ସେଠାରେ ଅଟକି ରହିଥିଲା ।

 ତେବେ ଏନେଇ ମାଳିକା ରେ କଣ ବର୍ଣ୍ଣିତ ରହିଛି ସେହି ବିଷୟରେ ଆମେ ସମ୍ୟକ ଆଲୋଚନା କରିବା ଏବଂ ଦୃଷ୍ଟି ପକାଇବା । ତେବେ ଏନେଇ ଜଣେ ମାଳିକା ଭକ୍ତ ଶ୍ରୀ କୁଳିନୀବିହାରୀ ପଣ୍ଡା ସତ୍ୟଭଞ୍ଜ ୟୁଟ୍ୟୁବ ଚ୍ୟାନେଲାରେ ମାଳିକାରେ ବର୍ଣ୍ଣିତ ତଥ୍ୟ ସଂପର୍କ ରେ ଉଲ୍ଲେଖ କରିଛନ୍ତି,

ମାଳିକାରେ ଏହାର ପ୍ରମାଣ ରହିଛି, ଆଉ ପ୍ରଭୁ ଜଗନ୍ନାଥ କାନ୍ଦିବାର କାରଣ ହେଉଛି ପ୍ରଭୁ ଭାବିଛନ୍ତି ଏହା ହେଉଛି ମୋର ଶେଷ ରଥଯାତ୍ରା ଏହାପରେ ଆଉ ଭକ୍ତମାନେ ମୋ ପାଖକୁ ଆସିପାରିବେନି । ଏହାଛଡା ମାଳିକାରେ ଲେଖା ହୋଇଛି ଏହାପର ଠାରୁ ଭକ୍ତଙ୍କ ଉପରେ ବହୁତ କଷଣ ପଡିବ ସେଥିପାଇଁ ଦୁଃଖରେ ଲୁହ ଝରେଇଛନ୍ତି ମହାପ୍ରଭୁ ।

କିନ୍ତୁ ପ୍ରକୃତ ଭକ୍ତଙ୍କ କିଛି ହେବନି ସେମାନଙ୍କର ଭୟଭୀତ ହେବାର କିଛି ବି ଆବଶ୍ୟକତା ନାହିଁ ହେଲେ ପାପୀ ମାନଙ୍କ ଉପରେ କିଛି ଖରାପ ପ୍ରଭାବ ନିଶ୍ଚିତ ଭାବରେ ପଡିବ ।କାଳିଆ ଆଗରେ ଭକ୍ତର ଙ୍କୁ କରୁଛନ୍ତି ଆତ୍ଯାଚାର କଣ ଏହା କାଳିଆର ନ୍ଯାୟ ସେ କଣ ରୋଡ ହୋଇ ଏହି ଭକ୍ତଙ୍କ ଅତ୍ଯାଚାର କରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।