sadhubani – ମହିଳାମାନେ ଭୁଲରେ ପିନ୍ଧନ୍ତୁ ନାହିଁ ( 5ଟି ଜିନିଷ ) ସ୍ୱାମୀ ହେବେ କାଙ୍ଗାଳ | ଚାଲିଯାଇ ପାରେ ଅକାଳେ ଜୀବନ…

ବିବାହ ହେଉଛି ଏକ ପବିତ୍ର ବନ୍ଧନ। ଏଥି ସହ ସ୍ବାମୀ ସ୍ତ୍ରୀର ସମ୍ପର୍କ ଦୁନିଆର ସବୁଠାରୁ ଘନିଷ୍ଠ ସମ୍ପର୍କ। ଏମାନଙ୍କ ସମ୍ପର୍କ ସ୍ବର୍ଗରୁ ନିର୍ମିତ ହୋଇଥାଏ। ତେଣୁ ସ୍ତ୍ରୀର ସମସ୍ତ ପ୍ରକାର ଶୁଭ ଅଶୁଭ ସ୍ବାମୀ ଉପରେ ପଡ଼ିଥାଏ। ସ୍ତ୍ରୀର ଭୁଲ କାର୍ଯ୍ୟ ବା ପାପ କାର୍ଯ୍ୟର ଫଳ ସ୍ବାମୀ ଉପରେ ମଧ୍ୟ ପଡ଼ିଥାଏ ଯାହା ଦ୍ଵାରା ସ୍ବାମୀ କାଙ୍ଗାଳ ହୋଇ ଯାଇଥାଏ। ଜୀବନ ତଳିତଳାନ୍ତ ହୋଇ ଯାଇଥାଏ ଜୀବନ ନଷ୍ଟ ହୋଇ ଯାଇଥାଏ

ତେବେ ଆଧୁନିକ ଦୁନିଆରେ ବହୁତ ସ୍ତ୍ରୀ ମାନେ ଏମିତି କିଛି ଜିନିଷ ପିନ୍ଧି ଥାନ୍ତି, ଯାହା ଦ୍ୱାରା ସେମାନଙ୍କ ସ୍ଵାମୀ ଉପରକୁ ବିପଦ ଆସିବାର ସମ୍ଭାବନା ରହିଥାଏ । ସେହି ଜିନିଷକୁ ପିନ୍ଧିବା ଦ୍ଵାରା ସେମାନଙ୍କ ଜୀବନରେ ନକରାତ୍ମକ ପ୍ରଭାବ ପଡିଥାଏ ।

ଏହା ଦ୍ଵାରା ପରିବାର ଓ ସ୍ଵାମୀର ଜୀବନ ପ୍ରତି ବିପଦ ଆସିଥାଏ। ଘରର ସୁଖ ଶାନ୍ତି ନଷ୍ଟ ହୋଇ ଯାଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ କଣ ଯାହା ଜଣେ ସ୍ତ୍ରୀ ପିନ୍ଧିବା ବା ନାଇଁବା ଦ୍ଵାରା ସ୍ବାମୀ ପ୍ରତି ଖୁବ୍ ବିପଦ ମାଡ଼ି ଆସେ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ କଣ।

୧. ସୁନା ଗହଣା:-

ଏହି ଆଧୁନିକ ଦୁନିଆରେ ମହିଳାମାନେ ସୁନ୍ଦର ଦେଖାଯିବା ବିଭିନ୍ନ ପ୍ରକାର ସୁନାରେ ନିର୍ମିତ ଅଳଙ୍କାର ପିନ୍ଧିଥାନ୍ତି। କିନ୍ତୁ ଏମିତି କିଛି ସୁନାର ଅଳଙ୍କାର ରହିଛି ଯାହା ପିନ୍ଧିବା ଦ୍ଵାରା ସ୍ବାମୀର ଖୁବ୍ ଅଶୁଭ ହେଇଥାଏ। ଗୋଟିଏ ହେଉଛି ଗୋଡରେ ସୁନାର ପାଉଞ୍ଚି ପିନ୍ଧିବା ଏବଂ ଅନ୍ୟଟି ହେଉଛି ସୁନାର ଝୁଣ୍ଟିଆ ପିନ୍ଧିବା ।

ଏହା ବିବାହ କରିଥିବା ନାରୀ ମାନଙ୍କ ପାଇଁ ସଂପୂର୍ଣ୍ଣ ରୂପରେ ଅଶୁଭ ହୋଇଥାଏ ।ଏହା ଦ୍ଵାରା ଆପଣଙ୍କ ପରିବାରରେ ବାଦବିବାଦ ଓ ସମ୍ପର୍କ ଭାଙ୍ଗିପାରେ । ତେଣୁ ଭୁଲରେ ବି ସୁନାପାଉଁଜି ଏବଂ ସୁନା ଝୁଣ୍ଟିଆକୁ ଗୋଡରେ ପିନ୍ଧିବେ ନାହିଁ ।

୨.ଧଳା ରଙ୍ଗର ଶାଢୀ:-

ଆଧୁନିକ ନାରୀମାନେ ନିଜର ସଉକ ପାଇଁ ଧଳା ରଙ୍ଗର ଶାଢ଼ୀ ପିନ୍ଧିଥାନ୍ତି ଯାହା ବିବାହିତ ମହିଳାଙ୍କ ପାଇଁ ଉଚିତ୍ ହୋଇ ନଥାଏ। ଏହା କରିବା ଦ୍ୱାରା ସ୍ଵାମୀର ଜୀବନ ଉପରେ ବିପଦ ଆସିପାରେ । ବାସ୍ତୁଶାସ୍ତ୍ର ଅନୁସାରେ ମଧ୍ୟ କୌଣସି ପତ୍ନୀକୁ ସମ୍ପୂର୍ଣ୍ଣ ଧଳା ବସ୍ତ୍ର ପିନ୍ଧିବା ଭୁଲ ଅଟେ । ଯଦି ଆପଣ ଧଳା ବସ୍ତ୍ର ପିନ୍ଧିବାକୁ ଚାହୁଞ୍ଚନ୍ତି, ତେବେ ଏମିତି ବସ୍ତ୍ର ପିନ୍ଧନ୍ତୁ ଯେଉଁଥିରେ ଅନ୍ୟ କିଛି ରଙ୍ଗ ରହିଥିବ।

୩. ମଙ୍ଗଳସୂତ୍ର:-

ମଙ୍ଗଳସୂତ୍ର ପିନ୍ଧିବା ଜଣେ ନାରୀ ପାଇଁ ବହୁତ୍ ମହତ୍ତ୍ୱ ରଖିଥାଏ। କିନ୍ତୁ ଏହି ମଙ୍ଗଳସୂତ୍ରକୁ କିଛି ନାରୀ ଷ୍ଟାଇଲ ପାଇଁ ବେକରେ ନପିନ୍ଧି ହତାରେ ବାନ୍ଧିଥାନ୍ତି ଯାହା ଖୁବ୍ ଅଶୁଭ ହେଇଥାଏ।

୪. ସିନ୍ଦୂର:-

ସିନ୍ଦୂର ହେଉଛି ଜଣେ ସଧବା ନାରୀର ପ୍ରତୀକ। ହେଲେ ଆଜିକାଲିର ନାରୀମାନେ ସିନ୍ଦୁରକୁ ଲୁଚାଇ ପିନ୍ଧିଥାନ୍ତି ଏବଂ କେହି କେହି ଶାଢୀର ରଙ୍ଗକୁ ମ୍ୟାଚ କରି ନାଲି ରଙ୍ଗର ସିନ୍ଦୂର ନାପିନ୍ଧି ଅଲଗା ରଙ୍ଗର ସିନ୍ଦୂର ପିନ୍ଧିଥାନ୍ତି ଯାହା ଅଶୁଭ ବୋଲି ମାନାଯାଇଥାଏ। ଯାହା ସ୍ଵାମୀକୁ ବରବାଦ କରି ଦେଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।