Exclusive Video- କଲେଜ ବାହାନାରେ ଯୁବତୀ ପ୍ରେମିକ ସହ ହୋଟେଲରେ ଶାରୀରିକ ସମ୍ପର୍କ ରଖିବା ସମୟରେ ଚାଲିଗଲା ନାବାଳିକା ପ୍ରେମିକାଙ୍କ ଜୀବନ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଶାରୀରିକ ସମ୍ପର୍କ ରଖିବା ସମୟରେ ଚାଲିଗଲା ନାବାଳିକାଙ୍କ ଜୀବନ। ଅକାଳରେ ଆଖି ବୁଜିଲା ନାବାଳିକା ପ୍ରେମିକା। ଏଭଳି ଏକ ଅଭାବନୀୟ ଘଟଣା ବରଗଡ଼ ସହରରେ ଦେଖିବାକୁ ମିଳିଛି। ପ୍ରେମିକ ଆଗରେ ଚାଲିଯାଇଛି ପ୍ରେମିକାର ଜୀବନ। ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ଲୁଚା ଛପାରେ ଦୁହିଁଙ୍କ ପ୍ରେମ ଗାଡ଼ି ଆଗକୁ ଖୁବ୍ ଗଡି ଯାଇଥିଲା। କିଛି ମୁହୂର୍ତ୍ତ ଏକାଠି କାଟିବାର ନିଷ୍ପତି ମଧ୍ୟ ନେଇଥିଲେ ଦୁହେଁ। ହୋଟେଲ ରୁମ୍ମଧ୍ୟରେ ରହି ରୋମାନ୍ସ ମଧ୍ୟ କରୁଥିଲେ। ବାସ୍ ଏହି ସମୟରେ ଆଖି ବୁଜି ଦେଲେ ପ୍ରେମିକା। ଆଉ ଏବେ ପ୍ରେମିକାଙ୍କୁ ଝୁରି ହେଉଛି ପ୍ରେମିକ।ତେବେ ଏପଟେ ପ୍ରେମିକାର ମୃତ୍ୟୁକୁ ସନ୍ଦେହ ଦୃଷ୍ଟିରେ ନେଇଛି ପୋଲିସ।

କଲେଜକୁ ନଯାଇ ପ୍ରେମିକ ସହିତ ହୋଟେଲକୁ ଯାଇଥିଲେ ନାବାଳିକା ପ୍ରେମିକା।ହୋଟେଲରେ କିଛି ସମୟ ବିତାଇଲେ ପ୍ରେମିକା-ପ୍ରେମିକ। ତାପରେ ଅଚାନକ ପ୍ରେମିକାର ହୋଇଗଲା ମୃତ୍ୟୁ। ପ୍ରେମିକା ସହିତ ଅତଂରଙ୍ଗ ମୁହୂର୍ତ୍ତ କଟାଇବା ସମୟରେ ହୋଟେଲ ରୁମ୍ ଭିତରେ ହଠାତ୍ ଅଚେତ୍ ହୋଇପଡିଲେ ପ୍ରେମିକା। ଏହା ଦେଖି ପ୍ରେମିକର ହୋସ ଉଡି ଯାଇଥିଲା।

 ପ୍ରେମିକାକୁ ଯେତେ ଡାକିଲେ ବି ସେ ଆଉ ଶୁଣି ନଥିଲେ କି ଆଖି ଖୋଲି ନଥିଲେ ପ୍ରେମିକାର ଏଭଳି ଅବସ୍ଥା ଦେଖି ଭୋଭୋ ହୋଇ କାନ୍ଦି ଉଠିଥିଲେ ପ୍ରେମିକ। ଏବଂ ସଙ୍ଗେ ସଙ୍ଗେ ଏକ ଅଟୋ ରିକ୍ସା ସାହାଯ୍ୟରେ ବରଗଡ଼ ସହର ମଧ୍ୟରେ ଥିବା ଏକ ଚିକିତ୍ସାଳୟକୁ ନେଇ ଯାଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ତା ପରେ ହସ୍ପିଟାଲରେ ବସି ଚିତ୍କାର କରି କାନ୍ଦି ଉଠିଥିଲେ ପ୍ରେମିକ।

ଏଭଳି ଏକ ସମ୍ଵେଦନୀଳ ଘଟଣା ବରଗଡ ସହରରେ ଘଟିଛି। ନାବାଳିକା ପ୍ରେମିକାର ଏଭଳି ମୃତ୍ୟୁକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ପୋଲିସ ଆଗରେ ସତ ମାନିଛି ପ୍ରେମିକ । ପ୍ରେମିକ ଜଣକ ବଲାଙ୍ଗୀରର ହୋଇଥିବା ବେଳେ ନାବାଳିକା ପ୍ରେମିକା ବରଗଡ଼ ଗାଇସିଲେଟ୍‌ ଅଞ୍ଚଳର। ଏହି ଘଟଣା ବରଗଡରେ ହଇଚଇ ସୃଷ୍ଟି କରିଛି ।


ଖବର ଅନୁଯାୟୀ, ନାବାଳିକା ଜଣଙ୍କ ବରଗଡ଼ ମହିଳା ମହାବିଦ୍ୟାଳୟରେ ଯୁକ୍ତ ୨ର ଛାତ୍ରୀ । ପ୍ରତିଦିନ ପରି କଲେଜ ଅଭିମୁଖେ ବାହାରିଥିଲେ ନାବାଳିକା ପ୍ରେମିକା । ଘରୁ ବାହାରି ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ । ଆଉ ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ ପ୍ରେମିକ।

ନାବାଳିକା ଜଣଙ୍କ କଲେଜ ଯିବା ବଦଳରେ ଏକ ଗାଡିରେ ବସି ବରଗଡ଼ ରେଲଓ୍ୱ ଷ୍ଟେସନ ଯାଇଥିଲେ । ସେଠାରେ ପ୍ରେମିକଙ୍କ ସହ ଏକ ଲଜ୍‌କୁ ଯାଇଥିଲେ। ହେଲେ ଲଜ୍‌ରେ କିଛି ସମୟ ବିତାଇବା ପରେ ହଠାତ୍‌ ପ୍ରେମିକାଙ୍କ ମୃତ୍ୟୁ ହୋଇଥିଲା ।

କିନ୍ତୁ ପୋଲିସ ଆଗରେ ପ୍ରେମିକ ଯାହା କହିଲା, ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଶାରୀରିକ ସଂପର୍କ ରଖିବା ପରେ ପ୍ରେମିକାର ମୃତ୍ୟୁ ଘଟିଥିବା ପୋଲିସ ଆଗରେ କହିଛି ପ୍ରେମିକ। ପ୍ରେମିକା ସହିତ ଅନ୍ତରଙ୍ଗ ମୁହୂର୍ତ୍ତ କଟାଇବା ସମୟରେ ହଠାତ୍ ଅଚେତ୍ ହୋଇପଡିଲେ ପ୍ରେମିକା ତା ପରେ ଘଟିଥିଲା ନାବାଳିକା ପ୍ରେମିକାଙ୍କ ମୃତ୍ୟୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।