ଓଃ..କି….ଡାନ୍ସ .. stage ରେ ଗାଉଁଲି ଝିଅ କଲେ ହଟ ଡାନ୍ସ ,ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି ମାତ୍ର 2 ଘଣ୍ଟାରେ 39 milion ଲୋକ ଦେଖିସାରିଲେଣି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଆଜିର ଦିନରେ ଲୋକେ ସୋସିଆଲ ମିଡିଆ ସହ ଖୁବ୍ ଜଡ଼ିତ। ସୋସିଆଲ ମିଡିଆ ମନୋରଞ୍ଜନର ଏକ ମାଧ୍ୟମ ହୋଇ ପାରିଛି। ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆରେ ବ୍ୟସ୍ତ। ସମସ୍ତେ ନିଜ ମନ ପସନ୍ଦର ଭିଡିଓ ଦେଖିବା ସହ ବିଭିନ୍ନ ପ୍ରକାର ଭିଡିଓ ବନେଇ ଅଫଲୋଡ କରୁଛନ୍ତି ।

ଯେଉଁ ଭିଡିଓ ଲୋକଙ୍କୁ ଅଧିକ ପସନ୍ଦ ହେଉଛି ତାହା ଭାଇରାଲ ହେବାକୁ ମଧ୍ୟ ସମୟ ଲାଗୁନି । ସୋସିଆଲ ମିଡିଆରେ ଛୋଟ ଛୋଟ ବନେଇ ଅନେକ ଲୋକ ରୋଜଗାର ମଧ୍ୟ କରୁଛନ୍ତି । ଏହାଦ୍ବାରା ଲୋକଙ୍କୁ ପରିଚୟ ମଧ୍ୟ ମିଳି ପାରୁଛି ଓ ନିଜ ଟ୍ୟାଲେଣ୍ଟକୁ ମଧ୍ୟ ସମସ୍ତଙ୍କ ପାଖରେ ପ୍ରଦର୍ଶିତ କରି ପାରୁଛନ୍ତି ଲୋକେ।

ତେବେ ସୋସିଆଲ ମିଡିଆରେ ସବୁଠାରୁ ଲୋକପ୍ରିୟ ଆପ୍ଲିକେସନ ହେଉଛି ୟୁଟ୍ୟୁବ। ଏହି ୟୁଟ୍ୟୁବ ଆଜିର ଯୁବପିଢିକୁ ସ୍ଵତନ୍ତ୍ର ପରିଚୟ ଦେବା ସହ ରୋଜଗାର କ୍ଷମ ମଧ୍ୟ ହୋଇ ପାରୁଛନ୍ତି। ୟୁଟ୍ୟୁବରେ ବିଭିନ୍ନ ପ୍ରକାରର କଣ୍ଟେଣ୍ଟ ମାଧ୍ୟମରେ ୟୁଟ୍ୟୁବର ମାନେ ଦର୍ଶକ ମାନଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଇ ପାରୁଛନ୍ତି।

ୟୁଟ୍ୟୁବରେ ବେଳେବେଳେ ଏଭଳି ଭିଡିଓ ସାମ୍ନାକୁ ଆସିଥାଏ ଯାହା ଦେଖିବାକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି। ତେବେ ଏଥି ମଧ୍ୟରୁ ଯାହା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ତାହା ହେଉଛି ଡାନ୍ସ ଭିଡିଓ।

ସାଧାରଣତଃ ଦେଖିବାକୁ ମିଳିଥାଏ ଯାଏ ଡାନ୍ସ ପ୍ରତି ସମସ୍ତଙ୍କର ଦୁର୍ବଳତା ଉଣା ଅଧିକେ ରହିଥାଏ।ଡାନ୍ସ ଦେଖିବାକ କିଏ ପସନ୍ଦ କରେ ତ କିଏ ଡାନ୍ସ କରିବାକୁ ଖୁବ୍ ପସନ୍ଦ କରିଥାଏ। କିନ୍ତୁ ପ୍ରାୟ ଦେଖିବାକୁ ଗଲେ ଡାନ୍ସ ସମସ୍ତଙ୍କୁ ଉଣା ଅଧିକ ଜଣା ଥାଏ।

କିନ୍ତୁ ସମସ୍ତଂକ ମଧ୍ୟରେ କିଛି ଏମିତି ପ୍ରତିଭା ରହିଥାନ୍ତି ଯେଉଁମାନଙ୍କ ନୃତ୍ୟ ଦେଖିଲେ ଆଖି ଲାଖି ହୋଇ ରହି ଯାଏ। ସେମାନଙ୍କ ନୃତ୍ୟ ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ।ତେବେ ଆମେ ଆଜି ଆପଣଙ୍କୁ ସେହି ଭଳି ଏକ ଡାନ୍ସ ଭିଡିଓ ଦେଖାଇବୁ ଏହି ସୁନ୍ଦର୍ ନୃତ୍ୟ ପରିବେଷଣ ଦେଖିଲେ ଆପଣଙ୍କ ମନ ନିଶ୍ଚିତ ଭାବରେ ଖୁସି ହୋଇଯିବ। ଆଉ ଆପଣ ଏହାର ପ୍ରଶଂସା ନ କରି ରହି ପାରିବେନି।

ତେବେ ଭିଡିଓରେ ଜଣେ ଯୁବକ ଓ ଯୁବତୀ ଅତି ବିଚକ୍ଷଣ ଡାନ୍ସ କରୁଛନ୍ତି। ବଲିଉଡ୍ ସଙ୍ଗ ଜାନେମନ୍ ତୁ ଖୁବ ହେ ଗୀତରେ ଅତି ସୁନ୍ଦର୍ ଭାବରେ ଡାନ୍ସ କରୁଛନ୍ତି। ଏମାନଙ୍କ ଡାନ୍ସ ଯିଏ ଦେଖୁଛି ସିଏ ପ୍ରଶଂସା କରୁଛି। ତ୍ରିପ୍ସା ମ୍ୟୁଜିକ୍ ୟୁଟ୍ୟୁବ ଚ୍ୟାନେଲରେ ଏହି ଡାନ୍ସ ଦେଖିବାକୁ ମିଳୁଛି।

ଏହି ଡାନ୍ସକୁ ଦର୍ଶକ ମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଡାନ୍ସକୁ ବର୍ତ୍ତମାନ ସୁଦ୍ଧା ପାଞ୍ଚ ଲକ୍ଷ ଷାଠିଏ ହଜାରରୁ ଉର୍ଦ୍ଧ୍ଵ ଦର୍ଶକ ଦେଖି ସାରିଲେଣି ଏଥି ସହିତ ପାଞ୍ଚ ହାଜରରୁ ଅଧିକ ଲାଇକ କରି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।