viral video – ଲଭ ସେକ୍ସ ଓ ଧୋକା,ମୁଁ ସ୍ୱାମୀ ସୁଖ ପାଇଲିନି ମୋର ଦେହ ସୁଖ ଦରକାର ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ

ଲଭ ସେକ୍ସ ଓ ଧୋକା।ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ମହିଳା। ପ୍ରେମରେ ପ୍ରତାରଣା ଦେଇଥିବା ଯୁବକଙ୍କ ନାରେ ଆଣିଲେ ଅଭିଯୋଗ। ପ୍ରେମକରି ମନ୍ଦିରରେ ବିବାହ କଲେ। ଶାରିରୀକ ସମ୍ପର୍କ ରଖିଲେ ଏବେ ଗର୍ଭବତୀ ଅଛନ୍ତି ମହିଳା କିନ୍ତୁ ଏହି ସମୟରେ ପାଖରେ ରହି ଯିଏ ଯତ୍ନ ନେବା କଥା ସୁଖ ଓ ଦୁଃଖର ସାଥୀ ହେବା କଥା ସେ ହିଁ ପାଖରେ ନାହିଁ। ମହିଳାଙ୍କୁ ପ୍ରତାରଣା ଦେଇ ଚାଲି ଆସିଛନ୍ତି ପ୍ରଥମ ସ୍ତ୍ରୀ ପାଖକୁ। ଯାହା ଜାଣିବା ପରେ ବମ୍ବେରୁ ଦୌଡି ଆସିଛନ୍ତି ଦ୍ୱିତୀୟ ସ୍ତ୍ରୀ। ଆଉ ନ୍ୟାୟ ପାଇବା ଆଶାରେ ପୋଲିସର ଦ୍ବାରସ୍ଥ ହୋଇଛନ୍ତି।

ଦୁଇ ଜଣ ବମ୍ୱେରେ କାମ କରୁଥିଲେ ୪ ବର୍ଷ ପୂର୍ବେ ସେମାନଙ୍କର ବମ୍ବେରେ ଦେଖା ସାକ୍ଷାତ କଥାବାର୍ତ୍ତା ହେବା ପରେ ଦୁହିଁଙ୍କ ଭିତରେ ପ୍ରେମ ହୋଇଥିଲା ଆଉ ତା ପରେ ଗଢ଼ି ଉଠିଥିଲା ଶାରିରୀକ ସମ୍ପର୍କ। ଏହା ପରେ ଦୁହେଁ ୨୦୨୧ ଅଗଷ୍ଟ ୨ ତାରିଖରେ ରାୟଗଡ଼ାର ଏକ ଶିବ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ମହିଳା ଜଣକ ତାଙ୍କର ପ୍ରଥମ ଗର୍ଭକୁ ନଷ୍ଟ କରି ଦେଇଥିଲେ। ଏହାପରେ ସେ ବର୍ତ୍ତମାନ ୩ ମାସର ପ୍ରେଗ୍ନେଟ୍ ରହିଛନ୍ତି।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାର ଖଇରା ଥାନା ଅଞ୍ଚଳର ନରେନ୍ଦ୍ର ବିଧାନ ନାମକ ଏକ ଯୁବକ ପୂର୍ବରୁ ବିବାହିତ ହୋଇଥିବା ବେଳେ ସେ ବମ୍ବେରେ କାମ କରୁଥିବା ବେଳେ ରଶ୍ମିତା ନାମକ ଏକ ଯୁବତୀଙ୍କୁ ମନ୍ଦିରରେ ପ୍ରେମ ବିବାହ କରିଥିଲେ।

 ବିବାହର କିଛି ଦିନ ପରେ ରଶ୍ମିତା ଜାଣିବାକୁ ପାଇଥିଲେ କି ନରେନ୍ଦ୍ର ପୂର୍ବରୁ ବିବାହିତ ଆଉ ତାଙ୍କର ୭-୮ ବର୍ଷର ଏକ ପୁଅଟିଏ ରହିଛି। ଏହାପରେ ପ୍ରଥମ ସ୍ତ୍ରୀର ଦେହ ଖରାପ ଅଛି କହି ନରେନ୍ଦ୍ର ଗାଁକୁ ଆସିଥିଲେ ଏବଂ ରଶ୍ମିତାଙ୍କ ସହିତ ସବୁ ଯୋଗଯୋଗ କାଟି ଦେଇଥିଲେ।

ଏହାପରେ କିଛି ଉପାୟ ନ ପାଇ ରଶ୍ମିତା ଆସି ପହଁଚିଛନ୍ତି ନରେନ୍ଦ୍ରଙ୍କ ଗାଁରେ ଆଉ ସେଠାରେ ସେ ଖଇରା ଥାନାର ଦ୍ବାରସ୍ଥ ହୋଇଥିଲେ। ପୋଲିସ୍ ପକ୍ଷରୁ ତାଙ୍କୁ କୁହା ଯାଇଥିଲା କି ପ୍ରଥମେ ନିଜ ନିଜ ଭିତରେ ବୁଝାମଣା କରି ସାରିବା ପରେ ଏତଲା ଦିଅନ୍ତୁ।

ଏହାପରେ ରଶ୍ମିତା ସ୍ବାମୀ ନରେନ୍ଦ୍ରଙ୍କ ସହ କଥା ହୋଇଥିଲେ କିନ୍ତୁ ନରେନ୍ଦ୍ର ତାଙ୍କୁ କହିଥିଲେ କି ସେ ତାଙ୍କ ପିଲାଙ୍କୁ ବାପର ପରିଚୟ ଦେବେ କିନ୍ତୁ ସେ ରଶ୍ମିତାଙ୍କ ସହିତ ରହିବେ ନାହିଁ ସେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ସହିତ ରହିବେ। ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି। ରଶ୍ମିତାଙ୍କ କହିବା କଥା ହେଉଛି ସେ ପ୍ରଥମ ସ୍ତ୍ରୀ ସହିତ ଯେପରି ସମ୍ପର୍କ ରଖୁଛନ୍ତି ତାଙ୍କ ସହ ମଦୁ ସେହିଭଳି ସମ୍ପର୍କ ରଖନ୍ତୁ ନହେଲେ ସେ ଆଇନର ଆଶ୍ରୟ ନେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।