shocking ଭିଡ଼ିଓ – ହଠାତ ଶୋଇବା ଘରୁ ବାହାରିଲା ନାଗସାପ ଆଉ ତାପରେ ଯାହାହେଲା ଭିଡ଼ିଓ ଦେଖିଲେ ଛାତି ଉଠିବ ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ଆଜି ଏକ ସାପ ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲା ରେ । ତେବେ ସାପ ଟି ହେଉଛି ନାଗ ସାପ । ଏହି ସାପ ଦେଖିବା ମାନେ ନିଶ୍ଚୟ ଆପଣ କିଛି ପୁନ୍ୟ କାମ ଗତ ଜନ୍ମ ରେ କରି ଥିବେ । ନ ହେଲେ ନାଗ ସାପ ଦେଖିବା ବହୁତ କଷ୍ଟ କର ହୋଇ ଥାଏ ।
ତେବେ ଏହି ସାପ ଟି ସମସ୍ତଙ୍କ ସାମ୍ନା କୁ ଆସି ନ ଥାନ୍ତି କି ସମସ୍ତଙ୍କ ଘରକୁ ଯାଇ ନ ଥାନ୍ତି । ଯିଏ ଶିଵ ଙ୍କର ଭକ୍ତ ହୋଇ ଥାଏ । ତାହାଲେ ଏହି ସାପ ତାଙ୍କ ଘରକୁ ଯାଇ ଥାଏ । ବିଶେଷ କରି ଏହି ସାପ ମନ୍ଦିର ରେ ଦେଖିବା ପାଇଁ ମିଳି ଥାଏ । କାରଣ ଶିଵ କିଏ ଆଉ ନାଗ ସାପ କିଏ ।
ତେବେ ଆପଣ ମାନେ କେବଳ ନାଗ କୁ ଦେଖି ଛନ୍ତି । କେବେ ନାଗ ନାଗୁଣି କି ଦେଖି ଛନ୍ତି । ନାଗ ନାଗୁଣି ଖେଳୁ ଥିବାର ଦୃଶ୍ୟ ବହୁତ କମ ସମୟ ରେ ଦେଖିବା ପାଇଁ ମିଳି ଥାଏ । ଆଉ ନାଗ ନାଗୁଣି କୁ ଦେଖିବା ମାତ୍ରେ ଆପଣ ତଙ୍କୁ କ୍ଷୀର ଦୁଅନ୍ତୁ । ସେମାନେ ଦୁଇ ଜଣ ଖେଳା ଲିଳା କରୁ ଥିବା ସମୟ ରେ ଆପଣ ବାଧା ପ୍ରାପ୍ତ ହୁଅନ୍ତୁ ନାହିଁ ।
ନହଲେ ଆପଣ ଙ୍କୁ ବହୁତ ପସତେଇବା ପାଇଁ ପଡିବ । ତେଣୁ ଆମ ହିନ୍ଦୁ ଧର୍ମ ରେ ଅନ୍ୟ ସାପ ଅପେକ୍ଷା ଲୋକ ମାନେ ନାଗ କୁ ବହୁତ ମାନି ଥାନ୍ତି । କେହି କେହି ଲୋକ ନାଗ ଦେଖିଲେ ତାକୁ କ୍ଷୀର ଦେଇ ଥାନ୍ତି । କାରଣ ନାଗ ହେଉଛି ଶିଵ ଙ୍କର ପାଖ ଲୋକ ।
ତେଣୁ ଶିଵ ଙ୍କ ଲିଙ୍ଗ ରେ ଯେମିତି କ୍ଷୀର ଢାଳନ୍ତି । ଠିକ ସେହି ପରି ନାଗ କୁ ଦେଖିଲେ ଲୋକ ମାନେ କ୍ଷୀର ଦେଇ ଥାନ୍ତି । ଏହି ସାପ କାହାରି କିଛି କ୍ଷତି କରି ନ ଥାଏ । କିନ୍ତୁ ଏହି ସାପ ଯାହାକୁ କାମୁଡି ଥାଏ , ସେ ଆଉ ବଂଚି ନ ଥାଏ । ବହୁତ ଅଳ୍ପ ସମୟ ଭିତରେ ମରି ଯାଇ ଥାଏ । ଦୁନିଆ ର ସବୁ ଠାରୁ ବିଷାକ୍ତ ସାପ ହେଉଛି ନାଗ ସାପ ।
କିନ୍ତୁ ନାଗ ସାପ କୁ କେହି କେବେ ଡରି ନ ଥାନ୍ତି । ତେବେ ଆଜି ଆମେ ଆପଣଂକୁ ଏତେ କଥା କହିବା ର ମାନେ ହେଉଛି । ଆଜି ଭଦ୍ରକ ଜିଲ୍ଲା ରେ ଏକ ନାଗ ସାପ ଦେଖିବା ପାଇଁ ମିଳି ଥିଲା । ସୂଚନା ଅନୁ ସାରେ ନାଗ ସାପ ଟି ସେହି ଘରେ ସାତ ଦିନ ହେଲା ଥିଲା ।
ସେହି ଘରୁ ସେ ଆଉ କୁଆଡେ ଯାଉ ନ ଥିଲା । ଶେଷରେ ସେମାନେ ବନ ବିଭାଗ କୁ ଡାକି ଥିଲେ । ଆଉ ବନ ବିଭାଗ ଆସି ସାପ ଟିକୁ ଉଦ୍ଧାର କରି ଥିଲେ । ତେବେ ଆପଣ ମାନେ ସେହି ଭିଡିଓ ଟିକୁ ଦେଖନ୍ତୁ ଜାଣି ପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।