OMG ! ସାପ କୁକୁର ଜବରଦସ୍ତ ଲଢେଇ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ… ମାତ୍ର 2 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ସାପକୁ ଦେଖିଲେ ମାତ୍ରକେ ଲୋମଟାଙ୍କୁରୀ ଉଠେ କିନ୍ତୁ କିଛି ଲୋକ ସାପକୁ ଧରିବାରେ ବେଶ୍ ଓସ୍ତାଦ ଏବଂ ମାହିର ଥାନ୍ତି। ସେମାନେ ବଡ ସହଜ ତରିକାରେ ହିଁ ସାପକୁ ଧରିପକାନ୍ତି। ସେମାନଙ୍କୁ ଜଣାଥାଏ ଯେ କେମିତି ଭାବେ ସାପକୁ କଣ୍ଟ୍ରୋଲ କରିହେବ।
ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ସାପର ଫଣାକୁ ଧରିପକାନ୍ତି କିନ୍ତୁ ଏହା ବହୁତ ଖତରନାକ ବି ହୋଇପାରେ। ଏଥିପାଇଁ ସାପ ଧରାଳୀ କୁହନ୍ତି ଯେ ସାପକୁ ତାର ଲାଞ୍ଜ ଆଡୁ ଧରିବା ଉଚିତ। ଆପଣ ବି ଦେଖିଥାନ୍ତି ଯେ ସାପ ଧରାଳି ସାପକୁ ଲାଞ୍ଜ ଆଡୁ ହିଁ ଧରନ୍ତି। କିନ୍ତୁ ଏପରି କାହିଁକି ହୋଇଥାଏ? କଣ ଏହାର ଉତ୍ତର ଆପଣ ଜାଣିଛନ୍ତି? ସାପକୁ ସାପ ଧରାଳୀ ଧରିଲେ ତାର ଲାଞ୍ଜ ଆଡୁ କାହିଁକି ଧରନ୍ତି ଆପଣ ମାନେ ଜାଣନ୍ତୁ।
ସାପକୁ ଲାଞ୍ଜ ପଟୁ ଧରିବା ପଛରେ ବହୁତ ରୋଚକ କାରଣ ରହିଛି। ସାପର ଶରୀରରେ ମୁହଁ ଠାରୁ ଆରମ୍ଭ କରି ପଛ ଭାଗ ପର୍ଯ୍ୟନ୍ତ ହାଡ ରହିଥାଏ, ଯାହାକୁ କୁହାଯାଏ। କିନ୍ତୁ ସାପର ଲାଞ୍ଜରେ ପୂରା ଶରୀର ଅପେକ୍ଷା କମ୍ ହାଡ ରହିଥାଏ।
ଏହି କାରଣରୁ ସାପ ନିଜ ଲାଞ୍ଜ ଆଡକୁ ବହୁତ କମ୍ ପ୍ରେସର ଲଗାଇପାରେ। ଏହାବ୍ୟତୀତ ଯେତେବେଳେ ସାପ ଧରାଳୀ ସାପ ଧରନ୍ତି ସେତେବେଳେ ପ୍ରଥମେ ତାର ଲାଞ୍ଜକୁ ଧରିବାକୁ ଚେଷ୍ଟା କରନ୍ତି। କାହିଁକିନା ଏହାକୁ କଣ୍ଟ୍ରୋଲ କରିବା ବହୁତ ସହଜ ହୋଇଥାଏ। ସାପ ଧରାଳୀ ଯେତେବେଳେ ସାପ ଧରନ୍ତି ସେତେବେଳେ ତାର ଲାଞ୍ଜକୁ ଅଳ୍ପ ଅଳ୍ପ ମୋଡନ୍ତି, ଯାହାଦ୍ୱାରା ସାପ ଆଉ ସାପ ଧରାଳୀଙ୍କ ମଧ୍ୟରେ ଦୂରତା ରହିପାରି।
ସାପକୁ ଲାଞ୍ଜ ପଟୁ ଧରିବା ପଛରେ ବହୁତ ରୋଚକ କାରଣ ରହିଛି। ସାପର ଶରୀରରେ ମୁହଁ ଠାରୁ ଆରମ୍ଭ କରି ପଛ ଭାଗ ପର୍ଯ୍ୟନ୍ତ ହାଡ ରହିଥାଏ, ଯାହାକୁ କୁହାଯାଏ। କିନ୍ତୁ ସାପର ଲାଞ୍ଜରେ ପୂରା ଶରୀର ଅପେକ୍ଷା କମ୍ ହାଡ ରହିଥାଏ। ଏହି କାରଣରୁ
ସାପ ଧରାଳୀ ଏଥିପାଇଁ ବି ସାପର ଲାଞ୍ଜକୁ ଧରିବା ପାଇଁ ଠିକ ଭାବନ୍ତି କାରଣ ସାପର ପୁରା ଶରୀର ମୁକାବିଲାରେ ଲାଞ୍ଜରେ ଏତେ ଅଧିକ ଜୀବନ ନଥାଏ। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସାପକୁ ଧରିବା ପାଇଁ ଆପଣ ଜମା ବି ଚେଷ୍ଟା କରନ୍ତୁନି।
ବିନା ଟ୍ରେନିଙ୍ଗରେ ଆପଣ ବିଲକୁଲ ବି ଧରିବାକୁ ଚେଷ୍ଟା କରନ୍ତୁନି। ନଚେତ ଜୀବନ ବିପଦରେ ପଡିପାରେ। ସାପ ବହୁତ ସେନସିଟିଭ୍ ହୋଇଥାନ୍ତି। ତେଣୁ ଟିକିଏ ବି ଭୁଲ ଦ୍ୱାରା ଆପଣଙ୍କୁ କାମୁଡିଦେଇପାରେ। ଆପଣଙ୍କ ଜୀବନ ବିପଦରେ ବି ପଡିପାରେ ଏବଂ କେତେବେଳେ ଜୀବନ ବି ଯାଇପାରେ।
ଆପଣ ମାନେ ଜାଣନ୍ତୁ ଯେ ସାରା ଦୁନିଆ ରେ ୩ ହଜାର ପ୍ରଜାତିର ସାପ ଅଛନ୍ତି। କିଙ୍ଗ କୋବରା, ଅଜଗର, ନାଗ, ଏବଂ ଭାଇପରକୁ ସବୁଠୁ ବିଷାକ୍ତ ସାପ ବୋଲି କୁହାଯାଏ। କିଙ୍ଗ କୋବ୍ରା ବହୁତ ବିଷାକ୍ତ ହେବା ସହିତ ଏହା ନିଜ ଶିକାରୀକୁ ଜିଅନ୍ତା ଗିଳି ଦିଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ